ଶାଢୀ ପିନ୍ଧି କୁନି ଝିଅର ମାଉସୀ ଚରିତ୍ର ଅଭିନୟ ଆପଣଙ୍କୁ ହସି ହସି ଗଡେଇଦବ…ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ….
ଆଜି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁ ଭିଡିଓ ରେ ଏକ ଛୋଟ କୁନି ଝିଅ ତାର ଜଲବା ଦେଖାଇଛି । ତେବେ ଛୋଟ ପିଲାଟି ମାଉସୀ ରୋଲ ଏମିତି କରିଛି ଯାହା ବଡ଼ ଲୋକ ମାନେ ମଧ୍ୟ ସେ ଭଳିଆ ଆକ୍ଟିଂଗ କରି ପାରିବେ ନାହିଁ । ଛୋଟ ପିଲା ମାନଙ୍କ ର ମନେ ରଖିବା ଶକ୍ତି ଟି ବହୁତ ରହି ଥାଏ ।
ଥରେ ଆପଣ ମାନେ ଛୋଟ ପିଲା କୁ ଗୋଟେ କଥା କହି ଦେଖିବେ , ସରମାନେ ସେହି କଥା ଟିକୁ ଅତି ସହଜ ରେ ମନେ ରଖି ଦେଇ ଥିବେ । ଆପଣ 10 ଦିନ ପରେ ମଧ୍ୟ ସେହି କଥା ଟିକୁ ପଚାରିବେ ସେମାନେ କହି ଦେଇ ପାରିବେ । କିନ୍ତୁ ଗୋଟେ ବଡ଼ ଲୋକ କୁ ସେହି କଥା ଟିକୁ କହିବେ ସେମାନେ ଭୁଲି ଯାଇ ଥିବେ ।
କାରଣ ବଡ଼ ଲୋକ ମାନେ ମୁଣ୍ଡରେ ସବୁ ବେଳେ ହଜାରେ କଥା ନେଇ ବୁଲୁ ଥିବେ ସେଥି ପାଇଁ ସେମାନେ ଛୋଟ ଛୋଟ କଥା ଗୁଡିକୁ ଭୁଲି ଯାଇ ଥାନ୍ତି । କିନ୍ତୁ ଛୋଟ ପିଲା ମାନଙ୍କର ବୁଝିବା ଶକ୍ତି ବହୁତ କମ ରହି ଥାଏ । ଯାହା ବଡ଼ ପିଲାଙ୍କ ପାଖରେ ବହୁତ ରହି ଥାଏ ।
ଆଜି ଆମେ ଯେଉଁ ପିଲା ବିଷୟ ରେ କହିବା ପାଇଁ ଯାଉଛୁ ତାର ମାନେରଖିବା ର ଶକ୍ତି ଯେମିତି ବୁଝି ବାର ଶକ୍ତି ଠିକ ସେହି ଭଳି । ସେ ଯେମିତି ଦେଖିବା ପାଇଁ ତାର କଥା ତାର ତା ଠାରୁ ଅଧିକ ସୁନ୍ଦର । ସେ ତାର କଥା ମାଧ୍ୟମ ରେ ସମସ୍ତଙ୍କୁ କିଣି ନେଇ ପାରେ ।
ଥରେ ତାର ସେହି ମାଉସୀ ଭିଡିଓ ଟି ଦେଖନ୍ତୁ , ଆପଣ ଥରେ ବଦଳ ରେ ସେହି ଭିଡିଓ ଟିକୁ ଚାରି ଥର ଦେଖିବେ । ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଏତେ ଭାଇରାଲ ହୋଇଛି ତାହା ଆପଣ ଭାବି ପାରିବେ ନାହିଁ । ବହୁତ ଲୋକ ଦେଖି ଏହି ଭିଡିଓ ଟିକୁ ଲାଇକ ଏବଂ ସେୟାର ମଧ୍ୟ କରି ଛନ୍ତି । ତେବେ ଏବେ ଆସନ୍ତୁ ଜାଣିବା ସେ ପିଲାଟି କଣ କହୁଛି ।
ତେବେ ପିଲାଟି ନିଜ ଘରକୁ ନେଇ ଗୋଟେ ମାଉସୀ ରୋଲ ର ଏକଟିଂ କରିଛି । ନିଜକୁ ସେ ବହୁ ବେଶରେ ସଜେଇ ଦେଇଛି । ହାତରେ ଚୁଡ଼ି ଓ ମଥାରେ ସିନ୍ଦୁର ପିନ୍ଧିଚି । ତାକୁ ଜଣେ ମା ପଚାରି ଛନ୍ତି , ଝିଅ ତର ସ୍ୱାମୀ କୁଆଡେ ଯାଇ ଛନ୍ତି ।
ତାର ଉତ୍ତର ରେ ସେ କହିଛି ସ୍ୱାମୀ ମୋର ଅଫିସ ଯାଇ ଛନ୍ତି । ଠିକ ସେହି ପରି ତାର ପୁଅ ବହୁ କଥା ପଚାରି ଛନ୍ତି ତାହା ମଧ୍ୟ ସେ କହିଛି । ଏମିତି ସେ ଭଲ ଭାବରେ କଥା ଗୁଡିକ କହିଛି । ଯାହା ଆପଣ ସେହି ଭଡ଼ିଓ ଟି ଦେଖିଲେ ଅତି ଖୁସି ହୋଇ ଯିବେ । ଭିଡିଓ ଟିକୁ ଦେଖନ୍ତୁ ତାର ମୋଜା ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।