ଓଃ..କି..ଡାନ୍ସ ! ହେ ଭଗବାନ ! ନାଚୁ ନାଚୁ ପଡ଼ିଗଲେ ରୂପା.ଆଉ ତାପରେ ଯାହା ହେଲା ,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବନ୍ଧୁଗଣ ପୁଣି ସାମ୍ନାକୁ ଆସିଲା ରୂପା ଏବଂ ପିଣ୍ଟୁଙ୍କ ଏକ ବ୍ଲଗ୍ ଭିଡିଓ।ଓଡ଼ିଶାରେ ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ଚେହେରା ହୋଇ ପାରିଛନ୍ତି। ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି। ସେମାନଙ୍କର ଲୋକପ୍ରିୟତା ବି ବହୁତ୍ ଅଧିକ ରହିଛି।

ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ସମୟକ୍ରମେ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି କେତେ ଜବରଦସ୍ତ ଯୋଡି ଅଟନ୍ତି ତାହା ଆପଣ ଜାଣି ପାରୁଥିବେ।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ସାରା ଓଡ଼ିଶା ରେ।

ତାଙ୍କର ପ୍ରତିଟି ଭିଡିଓ ଲୋକ ମାନଙ୍କୁ ବହୁତ୍ ପସନ୍ଦ ଆସିଥାଏ। ତେବେ ଅନ୍ୟ ମାନଙ୍କ ଭଳି ସେମାନଙ୍କ ଅଭିନୟର ଡାନ୍ସ ର ଚାହିଦା ବେଶ୍ ଅଧିକ ରହିଛି।ଆପଣ ମାନେ ଜାଣି ପାରୁଥିବେ ଯେ ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ।

ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି। ତେବେ ଆପଣ ତ ଜାଣିଛନ୍ତି କିପରି ଭାବରେ ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ଯୁବ ଆର୍ଟିଷ୍ଟ ମାନେ। ସବୁ ଗୀତର ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି।

 ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ। ଆଉ ଏସବୁରେ ସବୁଠାରୁ ଆଗରେ ରହିଛନ୍ତି ରୂପା ଏବଂ ପିଣ୍ଟୁ।ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ସେମାନେ କରିଥାନ୍ତି। ସେମାନେ ନିଜର ଟାଲେଣ୍ଟ କୁ ଉପଯୋଗ କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।

ବ୍ଲଗ୍ ଭିଡିଓ ମାଧ୍ଯମରେ ମଧ୍ୟ ସେମାନେ ତାଙ୍କର ପ୍ରସଂଶକଙ୍କ ନିକଟତର ହୁଅନ୍ତି। ତାଙ୍କର ଅନେକ ବ୍ଲଗ୍ ଭିଡିଓ ଆପଣ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲ ରେ ଦେଖିଥିବେ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ।

ତେବେ ଆପଣ ଏହି ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ କେତେ ମଜାଦାର ବ୍ଲଗ୍ ଭିଡିଓ ଟି ଏହା ହେଇଚି।ଏହି ଭିଡିଓ ରେ ଆପଣ ଦେଖି ପାରିବେ ଡାନ୍ସ ଅଭ୍ୟାସ ସମୟରେ କିପରି ରୂପା ପଡ଼ି ଯାଉଛନ୍ତି ଏବଂ ତାଙ୍କୁ ପିଣ୍ଟୁ ଧରି ନେଉଛନ୍ତି।

ଏହା ସହିତ ଡାନ୍ସ ସୁଟିଂ ଷ୍ଟୁଡିଓ ରେ ସେମାନେ କିପରି ଭାବରେ ଡାନ୍ସ ଅଭ୍ୟାସ କରୁଛନ୍ତି ଏବଂ ମଜା ମସ୍ତି କରୁଛନ୍ତି ତାର ଦୃଶ୍ୟ ମଧ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ।ପରେ ରୂପା ଓ ପିଣ୍ଟୁ ତାଙ୍କ ସମ୍ପର୍କୀୟ ଙ୍କ ଘରକୁ ଯାଉଛନ୍ତି ଏବଂ ସେଠାରେ ବେଶ୍ ଖୁସି ମଜା କରିବା ସହିତ ସୁନ୍ଦର୍ ମୁହୂର୍ତ୍ତ କୁ ଅତିବାହିତ କରୁଛନ୍ତି।ଏହି ଭିଡିଓ ଟି ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।