ଛିଃ…ଛିଃ…କଳିଯୁଗର ଆଧୁନିକ ରାମାୟଣ ରାମ ସୀତାଙ୍କ କଳା ଦେଖିଲେ ହସି ହସି ଗଡ଼ିଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଭଜନ, ଜଣାଣ, ସଂକୀର୍ତ୍ତନର ଭିଡିଓ ପ୍ରତିଦିନ ଆପଣ ସୋସିଆଲ ମିଡ଼ିଆରୁ ଦେଖିବାକୁ ପାଉଥିବେ। ପ୍ରତ୍ୟେକ୍ଷ ଭାବରେ ମଧ୍ୟ ଆପଣ ଏହିସବୁ ଭିଡିଓ ସଂସ୍ପର୍ଶରେ ଆସୁଥିବେ। ଏହିସବୁ କାର୍ଯ୍ୟକ୍ରମ ଯାହା ସତ୍ ସଙ୍ଗ ଦେଇଥାଏ ଏବଂ ସତ୍ ମାର୍ଗରେ ପରିଚାଳିତ କରାଇଥାଏ ତାହା ଅନେକଙ୍କୁ ବହୁତ୍ ଭଲ ଲାଗିଥାଏ।
ଏହିସବୁ ର ଭିଡିଓ ଦୃଶ୍ୟ ଦେଖିବାକୁ ଅନେକଙ୍କୁ ବହୁତ୍ ଭଲ ଲାଗିଥାଏ। ସୋସିଆଲ ମିଡିଆରେ ବି ଏସବୁର ଭିଡିଓ ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଥାଏ। ତେବେ ସୋସିଆଲ ମିଡ଼ିଆ ରୁ ମନୋରଂଜନ ର ସୁରାକ୍ ତ ନିଶ୍ଚିତ ଭାବରେ ଆପଣ ପାଇ ଯାଉଥିବେ।
କାରଣ ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର, କାର୍ଯ୍ୟକ୍ରମ ର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମକୁ ଟିକେ ଭିନ୍ନ ପ୍ରକାରର ଲାଗିଥାଏ।
ଏହା ଏତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ହୋଇଥାଏ ଯେ ଏହାକୁ ଦେଖିଲେ ହସକୁ ଅଟକାଇ ହୁଏ ନାହିଁ।କାରଣ ଏହିଭଳି କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖିଲେ ଆପଣ ଅତ୍ୟଧିକ ଖୁସି ହୋଇ ଯାଆନ୍ତି।ସୋସିଆଲ ମିଡିଆରେ ଏହିଭଳି ସମୟକ୍ରମେ ଅନେକ ଭିଡିଓ ଭାଇରାଲ ହୋଇଥାଏ।
ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ। ଆଉ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଏପରି ଅନେକ କାର୍ଯ୍ୟକ୍ରମ ର ଭିନ୍ନ ଭିନ୍ନ ଭାଇରାଲ ଭିଡିଓ ଦେଖୁଥିବେ।
ସେହିପରି ଆମେ କହିବାକୁ ଯାଉଥିବା ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିପରି ଭାବରେ ଏଠାରେ ପାଲା ବା ବାଦି ପରିବେଷଣ ହେଉଛି। ଜଣେ ପ୍ରବଚକ ବା ପାଲା ଗାୟକ ବେଶ୍ ସୁନ୍ଦର୍ ଭାବରେ ଏଠାରେ ପାଲା ପରିବେଷଣ କରୁଥିବା ଦେଖିବାକୁ ମିଳିଛି।
ସେ ବିଭିନ୍ନ ପ୍ରକାର ମାଳିକା ର ବିଷୟବସ୍ତୁ ଉପରେ ଆଲୋଚନା କରୁଛନ୍ତି ଗୀତ ମାଧ୍ୟମରେ। ବେଶ୍ ସୁନ୍ଦର୍ ଭାବରେ ସେ ସମସ୍ତ ଆଗତ ଭବିଷ୍ୟତ ଏବଂ ମାଲିକାର ବର୍ଣ୍ଣନା କୁ ଏଠାରେ ପାଲା ମାଧ୍ଯମରେ ଉଲ୍ଲେଖ କରିଛନ୍ତି। ତେବେ ଏହି ଭିଡିଓ ରେ ଆପଣ ଯେଉଁ ପାଲା ଗାୟକ କୁ ଦେଖିବାକୁ ପାଉଛନ୍ତି ତାଙ୍କ ନାମ ହେଉଛି ପାଲା ଗାୟକ ବଳଭଦ୍ର ଜେନା।
ତାଙ୍କର ପାଲା ପରିବେଷଣ ସାରା ଓଡ଼ିଶା ରେ ପାଲା ଜଗତରେ ଏକ ଚହଳ ସୃଷ୍ଟି କରିଛି। ଆପଣ ତାଙ୍କର ଏହିଏହି ଭିଡିଓ ରେ ଆପଣ ଯେଉଁ ପାଲା ଗାୟକ କୁ ଦେଖିବାକୁ ପାଉଛନ୍ତି ତାଙ୍କ ନାମ ହେଉଛି ପାଲା ଗାୟକ ବଳଭଦ୍ର ଜେନା।
ତାଙ୍କର ପାଲା ପରିବେଷଣ ସାରା ଓଡ଼ିଶା ରେ ପାଲା ଜଗତରେ ଏକ ଚହଳ ସୃଷ୍ଟି କରିଛି। ଆପଣ ତାଙ୍କର ଏହି ପାଲା ପରିବେଷଣ ର ଦୃଶ୍ୟକୁ ଥରେ ଦେଖନ୍ତୁ ଏବଂ ପରେ ଆପଣ ଜାଣି ପାରିବେ ସେ କାହିଁକି ଏତେ ଲୋକପ୍ରିୟ।ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।