ସାବିତ୍ରୀ ବ୍ରତରେ ସ୍ବାମୀଙ୍କୁ ଚପଲ ମାଡ,ଟିକିନା ଙ୍କ best ଜବରଦସ୍ତ ସୀନ,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଯାତ୍ରା ଜଗତର କଳାକାର ମାନଙ୍କର ଅଭିନୟ ଅନ୍ଦାଜ ଟିକେ ଭିନ୍ନ ଧରଣର ହେଇଥାଏ। ଯାତ୍ରା ଦେଖିବାକୁ ଅନେକ ଲୋକ ବହୁତ୍ ପସନ୍ଦ କରନ୍ତି। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ସିନେମା ଅପେକ୍ଷା ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି।ତେବେ ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଯାତ୍ରା ଦେଖିବା ପାଇଁ ଅନେକ ଲୋକେ ପାଗଳ ହୋଇ ଉଠନ୍ତି।

ଆପଣ ତ ଯାତ୍ରାର ଅନେକ ଦୃଶ୍ୟ ଦେଖିଥିବେ। ସେହିପରି ଆମେ ଆଜି ଆପଣଙ୍କୁ ଇଷ୍ଟର୍ଣ୍ଣ ଅପେରା ର ଏକ ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଏଠାରେ ଆପଣଂକ ପ୍ରିୟର କଳାକାର ମାନେ କିପରି ତାଙ୍କର ଅଭିନୟର ଯାଦୁ ଦେଖାଉଛନ୍ତି। ତେବେ ଏହି ଦୃଶ୍ୟରେ ଦେଖିବାକୁ ମିଳୁଛି ସାବିତ୍ରୀ ବ୍ରତ ପରି ଦିନରେ ଜଣେ ଆଧୁନିକ ନାରି ତା ସ୍ବାମୀ ପ୍ରତି କିଭଳି ବ୍ୟବହାର କରୁଛି। ସ୍ବାମୀଙ୍କୁ ଚପଲରେ ମାରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇନାହିଁ ସ୍ତ୍ରୀ।

ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଆଧୁନିକ ସ୍ତ୍ରୀ ତା ପଙ୍ଗୁ ହୋଇଯାଇଥିବା ସ୍ୱାମୀଙ୍କୁ ଚାପୁଡ଼ା ମାରୁଛନ୍ତି। ଏହା ପରେ ସ୍ବାମୀ ଜଣକ କହିଛନ୍ତି ତମେ ମୋତେ ମାରି ପାରିଲ। ଆଜି ଭଳି ସାବିତ୍ରୀ ବ୍ରତରେ ତମେ ମୋତେ ମାରି ପାରିଲ। ଏହା ପରେ ସ୍ତ୍ରୀ କହୁଛନ୍ତି ଏବେ କେବଳ ହତାରେ ମାରିଛି ଏହା ପରେ ମୁଁ ଜୋତାରେ ମାରିବି।

ଏବଂ କହୁଛନ୍ତି ମୋ ରାସ୍ତାରେ ଯିଏ କଣ୍ଟା ହେବ ସେ କଣ୍ଟାକୁ ମୁଁ ଜାଳି ପୁଡ଼ି ପାଉଁଶ କରିଦେବି। ଏହା ପରେ ସ୍ବାମୀଙ୍କୁ ପଚାରୁଛନ୍ତି ମୋ ବାସନ୍ତୀ ଭାଇକୁ ତମେ କଣ ପାଇଁ ଅପମାନ ଦେଲ ସେ ଏଠୁ କଣ ପାଇଁ ଚାଲିଗଲା। ଏହା ପରେ ପାଦରୁ ଜୋତା ବାହାର୍ କରି ସ୍ବାମୀଙ୍କୁ ମାରି ଚାଲିଛନ୍ତି।


କିଛି ସମୟ ପରେ ସେଠାରେ ତାଙ୍କ ଦେଢ଼ସୁର ଆସି ପହଁଚିଛନ୍ତି ଏବଂ କହୁଛନ୍ତି ବୋହୂ ତୁମେ ଏ କଣ କରୁଛ। ତା ପରେ ଏକ ଶିଶୁକୁ ନେଇ ଆସିଛନ୍ତି। ମହିଳା ଜଣକ କହୁଛନ୍ତି ମୋ ଛୁଆକୁ ଦିଅ ଏବଂ ଛୁଆକୁ ଛଡେଇ ନେଇ ତାର ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରୁଛନ୍ତି। ଏହାପରେ ସେଠାରେ ଜେଜେ ଆସି ତାଙ୍କୁ ଅଟକାଇଛନ୍ତି। ଏହା ପରେ ମହିଳାଙ୍କୁ କିଛି ଉପଦେଶ ଦେଇ ବୁଝାଉଛନ୍ତି। ଏହାପରେ ମହିଳା ଜଣକ ଘର ଛାଡ଼ି ଚାଲିଯିବା ପାଇଁ ବାହାରିଛନ୍ତି।

ଏହାପରେ ପିଲାର ମୁହଁକୁ ଚାହିଁ ସମସ୍ତେ ମହିଳାଙ୍କୁ ଅଟକାଇଛନ୍ତି। ଏହାପରେ ମହିଳା ୩ଟି ସର୍ତ୍ତ ରଖିଛନ୍ତି। ତାଙ୍କର ପ୍ରଥମ ସର୍ତ୍ତ ହେଉଛି ସେ ଗୋଟାଏ ପରେ ଗୋଟାଏ ପୁରୁଷ ସହ ବୁଲିବେ ତାଙ୍କୁ କେହି କିଛି କହିବେନି। ଦ୍ୱିତୀୟ ସର୍ତ୍ତ ହେଉଛି ତମେମାନେ ମରିଗଲେ ବି ମୁଁ ମନ ଇଚ୍ଛା ମଦ ମାଂସ ଖାଇବି। ଆଉ ତୃତୀୟ ସର୍ତ୍ତ ହେଉଛି ତାଙ୍କୁ ପ୍ରତି ମୁହୂର୍ତ୍ତରେ ଟଙ୍କା ଦରକାର ନହେଲେ ତାଙ୍କ ସ୍ଵାମୀ ଦଉଡ଼ି ଦେଇ ମରି ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।