Stage ଉପରେ ଓଡ଼ିଆ ପୁଅ Satyajeet କଲେ ଜବରଦସ୍ତ ମନ ଛୁଆଁ ପେରଫୋରମନ୍ସ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଦର୍ଶକ ବନ୍ଧୁ ସଙ୍ଗୀତ ଦୁନିଆ ରେ ନିଜକୁ ବୁଡାଇ ଦେଇଥିବା ଆଜି ଏହି ବାଳକ ଜଣଙ୍କ ସମସ୍ତ ଙ୍କୁ ପଛରେ ପକାଇ ସଙ୍ଗୀତ ଦୁନିଆ ରେ ସବୁଠୁ ଉପରେ ନିଜ ନା କୁ ପ୍ରତିଷ୍ଠିତ କରିଛନ୍ତି ଓ ତାଙ୍କର ସେହି ସ୍ୱରର ଏମିତି ଯାଦୁ ଅଛି ଯିଏ ଥରେ ଶୁଣିଛି ସେ ପୁରା ହୋଜିଯାଇଛି। ଆଜି ଯେ କେହି ବି ତାଙ୍କର ଗୀତ କୁ ଶୁଣିବ ସେ ତାଙ୍କର ସ୍ୱରର ପ୍ରଶଂସା ନ କରି ରହି ପାରିବ ନାହିଁ।

ସେ ଆଉ କେହି ନୁହନ୍ତି ଆମ ଓଡ଼ିଶା ର ଜଣେ ଯୁବ କଳାକାର ଯିଏ କି 2005 ମସିହା ରେ କେଉଁଝର ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ସଙ୍ଗୀତ ପ୍ରତି ତାଙ୍କର ଏତେ ଭଲ ପାଇବା ରହିଥିଲା ଯେ ସେ ଏବେ ନିଜକୁ ଏକ ବହୁତ ବଡ଼ କଳାକାର ଭାବେ ଗଢି ତୋଳି ଛନ୍ତି। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତ ଙ୍କ ର ପ୍ରିୟ ସତ୍ୟଜିତ ଜେନା।

ସତ୍ୟଜିତ ଜେନା 2017 ମସିହା ରେ ସା ରେ ଗା ମା ପା ଲିଟିଲ ଚେମ୍ପ ରେ ଭାଗ ନେଇଥିଲେ ଓ ସେଠାରେ ଥିବା ଜଜ ମାନଙ୍କ ର ମନ ଜିତିବା ସହ ଦର୍ଶକ ମାନଙ୍କୁ ମଧ୍ୟ ତାଙ୍କର ସ୍ୱରର ଯାଦୁରେ ସଙ୍ଗୀତ ଦୁନିଆ ରେ ହଜାଇ ଦେଇ ଥିଲେ।

ଜୀ ଟିଭି ର ବହୁ ଖ୍ୟାତି ଅର୍ଜନ କରଥିବା ଏହି ସୋ ରେ ସତ୍ୟଜିତ ଟୋପ 15 ଭିତରେ ନିଜର ସ୍ଥାନ ଅଧିକାର କରି ଥିଲେ। କିନ୍ତୁ କୌଣସି କାରଣ ବଶତଃ ତାଙ୍କୁ ଏହି ସୋ ଛାଡିବାକୁ ପଡିଥିଲା। କିନ୍ତୁ ସେ ଏହା ପରେ ବି ହାର ମାନି ନଥିଲେ। ଏହା ପରେ ବି ସେ ନିଜ ର ପ୍ରଚେଷ୍ଟା ଜାରି ରଖି ଥିଲେ ଓ ନିଜକୁ ଏକ ବଡ କଳାକାର ଗଢି ତୋଳିବା ସହ ଓ ତାଙ୍କର ସ୍ୱର ର ଯାଦୁ ରେ ସମସ୍ତଙ୍କୁ ଝୁମାଇ ଥିଲେ।

 କିଛି ଦିନ ପୂର୍ବରୁ ସତ୍ୟଜିତ ଜେନା ଏକ ମଞ୍ଚ ଉପରେ ଚାହୁଙ୍ଗା ମେ ତୁଝେ ହର ପଲ ତୁ ମେରି ଜିନଦେଗି ହେ…. ଏହି ହିନ୍ଦୀ ଗୀତ ରେ ନିଜର ସ୍ୱର ନିଜର ଶବ୍ଦ ଏମିତି ଦେଖାଇ ଥିଲେ ଯେ ଯିଏ ବି ଏହି ଗୀତ ଶୁଣୁଛି କେହି ପ୍ରଶଂସା ନ କରି ରହି ପାରୁନାହାନ୍ତି।

କାରଣ ସତ୍ୟ ଜିତ ଜେନା ସ୍ୱର ଏତେ ମଧୁର ତାଙ୍କ ର ସ୍ୱର ଯେ କେହି ବି ଶୁଣିବ ସେ ଆଉ ଥରେ ଶୁଣିବା ପାଇଁ ଚାହିଁବ। ଏତେ କମ ବୟସରେ ସ୍ୱର ରେ ମଧୁରତା ରେ ସମସ୍ତେ ପାଗଳ ହୋଇ ଯାଇଥିଲେ । ଯାହା ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ଓ ସମସ୍ତ ଙ୍କୁ ବହୁ ମାତ୍ର ରେ ପସନ୍ଦ ମଧ୍ୟ ଏହା ଆସୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।