ସୁନ୍ଦରୀ ମହିଳା ଗାଇଲେ ଏମିତି ଗୀତ ସାରା ଓଡ଼ିଶାରେ ନିଆଁ ଭଳି ଭାଇରାଲ…. ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବନ୍ଧୁଗଣ ଆପଣତ ଅନେକ ପ୍ରକାରର ସଙ୍ଗୀତ କୁ ପ୍ରତିଦିନ ଶୁଣିବାକୁ ପାଉଥିବେ। କିନ୍ତୁ ତା ଭିତରୁ ଭକ୍ତି ଭଜନ ର ସଙ୍ଗୀତ ମନକୁ ଏକ ଭିନ୍ନ ଶାନ୍ତି ଦେଇଥାଏ। ଏହା ଭକ୍ତ ମାନଙ୍କ ମଧ୍ୟରେ ଏକ ଭକ୍ତି ଏବଂ ଭିନ୍ନ ଆନନ୍ଦ ସଞ୍ଚାର କରିଥାଏ। ତେବେ ଏହିଭଳି ସଙ୍ଗୀତ ଆହୁରି ଅଧିକ ଉତ୍ସାହ ଆଣି ଦେଇଥାଏ ଭକ୍ତ ମାନଙ୍କ ମନରେ।

ସେହିପରି ଏକ ସୁନ୍ଦର୍ ଭଜନ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ। ଏହି ସୁନ୍ଦର୍ ଭଜନ ସଙ୍ଗୀତ କୁ ଆପଣ ଥରେ ଶୁଣନ୍ତୁ। ବିଭିନ୍ନ ପ୍ରକାର ହୃଦୟସ୍ପର୍ଶିି ସଙ୍ଗୀତ ଆପଣ ତ ଶୁଣିଥିବେ।ଏହା ଆମକୁ ଯେତିକି ଖୁସି ଦେଇଥାଏ ସେତିକି ମନୋରଂଜନ ର ସୁରାକ ଯୋଗାଇଥାଏ।

କିନ୍ତୁ ଯେତେବେଳେ ଆମେ ଭଜନ ସଙ୍ଗୀତ ଟିଏ ଶୁଣିବାକୁ ପାଉ ତାହା ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ। ଭଜନ ରେ ଭଗବାନଙ୍କ ପ୍ରତି ଭକ୍ତି ପ୍ରେମ ଉଦ୍ରେକ ହୁଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ଆପଣ ଅନେକ ସମୟରେ ଅନେକ ଗୁଡ଼ିଏ ଭଜନ ସଙ୍ଗୀତ ର ଭିଡିଓ ଦେଖିବାକୁ ପାଉଥିବେ।

ଆଉ ସେସବୁ କୁ ଦେଖି, ଶୁଣି ବହୁତ୍ ଖୁସି ମଧ୍ଯ ହେଉଥିବେ। ଏହାଛଡା ଅନେକ ଏପରି ସୁମଧୁର କଣ୍ଠରେ ଗୀତ ଗାଉଥିବା କଣ୍ଠଶିଳ୍ପୀ ଅଛନ୍ତି ଯାହାଙ୍କ କଣ୍ଠରୁ ସଙ୍ଗୀତ ଶୁଣି ମନ ପୂରି ଉଠିଥାଏ।ଯେ କୌଣସି ଭଜନ ଗୀତ ଶୁଣିଲେ ମନଟା ଶାନ୍ତି ହୋଇଯାଏ।

ସେହିପରି ଏକ ସୁନ୍ଦର୍ ଭଜନ ସଙ୍ଗୀତ ଟିଏ ଏବେ ସାମ୍ନାକୁ ଆସିଛି, ଏହି ଗୀତଟି ହେଉଛି ମାଆ ତାରିଣୀ ଙ୍କ ଭଜନ।ଯାହା ଏକ ସୁନ୍ଦର୍ ହୃଦୟସ୍ପର୍ଶୀ ଭକ୍ତିଭରା ଭଜନ ସଙ୍ଗୀତ ଅଟେ। ଏହାକୁ ଗାଇଛନ୍ତି କୁନି କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ଆଚାର୍ଯ୍ୟ। ଏହି ଗୀତଟି ଶୁଣିଲେ ଆପଣ ଙ୍କ ମନବି ଭକ୍ତି ଭାବ ଏବଂ ପ୍ରେମରେ ପୂରି ଉଠିବ।

ଏହି ସୁନ୍ଦର୍ ଭଜନ ସଙ୍ଗୀତ ଟି ସୌମ୍ୟାଶ୍ରୀସେହିପରି ଏକ ସୁନ୍ଦର୍ ଭଜନ ସଙ୍ଗୀତ ଟିଏ ଏବେ ସାମ୍ନାକୁ ଆସିଛି, ଏହି ଗୀତଟି ହେଉଛି ମାଆ ତାରିଣୀ ଙ୍କ ଭଜନ।ଯାହା ଏକ ସୁନ୍ଦର୍ ହୃଦୟସ୍ପର୍ଶୀ ଭକ୍ତିଭରା ଭଜନ ସଙ୍ଗୀତ ଅଟେ। ଏହାକୁ ଗାଇଛନ୍ତି କୁନି କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ଆଚାର୍ଯ୍ୟ।

ଏହି ଗୀତଟି ଶୁଣିଲେ ଆପଣ ଙ୍କ ମନବି ଭକ୍ତି ଭାବ ଏବଂ ପ୍ରେମରେ ପୂରି ଉଠିବ।ଏହି ସୁନ୍ଦର୍ ଭଜନ ସଙ୍ଗୀତ ଟି ସୌମ୍ୟାଶ୍ରୀ ଗାଇଥିବା ବେଳେ ଏହାର ଲିରିକ୍ସ କରିଛନ୍ତି ସ୍ବାମୀ ଅରୁପାନନ୍ଦ।ଏହି ସଙ୍ଗୀତର ମ୍ୟୁଜିକର ନିର୍ଦ୍ଦେଶନା ଦେଇଛନ୍ତି କୃଷ୍ଣ ଚନ୍ଦ୍ର।

ଏହି ତାରିଣୀ ଙ୍କ ଭଜନ ଟି ଆପଣଙ୍କ ମନକୁ ବି ଶାନ୍ତି ଦେବ। ଏହି ଗୀତଟି ହେଉଛି ମାଆ ମୋର ମାଆ ଲୋ, ଥରୁଟିଏ ଆ ଲୋ।ଓଡ଼ିଆ ଭକ୍ତି ଚ୍ୟାନେଲ ରେ ଏହି ଗୀତଟି ଅପଲୋଡ଼ ହୋଇଥିବା ବେଳେ ଏହି ଗୀତକୁ ଶୁଣି ଲୋକେ ବହୁତ୍ ସାରା ଭଲ ପାଇବା ଦେଉଛନ୍ତି।ଆପଣ ଥରେ ଏହି କୁନି ଗାୟିକା ସୌମ୍ୟାଶ୍ରୀ, ଯିଏକି ଏବେ ଓଡ଼ିଶାର ଜଣେ ଜଣାଶୁଣା ଗୀତିକାର ଅଟନ୍ତି, ତାଙ୍କ କଣ୍ଠରୁ ଏହି ଗୀତକୁ ଶୁଣିଲେ ତାଙ୍କର ଗାୟିକି କୁ ନିଶ୍ଚିତ ପସନ୍ଦ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ