viral video – ଭାଇ ତମେ ବୋଧେ ମୋର ଧରିଥିଲା ଆଉ ଚିପି ଥିଲ,ରାଣୀ ପଣ୍ଡା କଣ ଘଇତା ଚୋରାଣୀ, ତମ……., ଏମିତି କାହିଁକି କହିଲେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ନେଇ ଅଧିକାଂଶ ସମୟ ରେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଚର୍ଚ୍ଚା ହୋଇଥାଏ । ସାଧାରଣ ଜନତା ଙ୍କ ର ବିଭିନ୍ନ ସମସ୍ୟା ଉପରେ ତାଙ୍କର ଏକ ନିଆରା ମତ ରହିଥାଏ । ରାଣୀ ଙ୍କ ର ସ୍ପଷ୍ଟ ବକ୍ତବ୍ୟ ସମସ୍ତ ଙ୍କୁ ମନୋରଞ୍ଜନର ଖୋରାକ ଯୋଗା ଇଥାଏ । କଥା ଛଳ ରେ କହୁ କହୁ ନିଜ ବିଷୟ ରେ ରାଣୀ ଅନେକ କିଛି କହି ଦେଇଥାନ୍ତି ।
ରାଣୀଙ୍କର ଏଭଳି ଖୁଲ ମଖୁଲା ଅନ୍ଦାଜ କୁ ଓଡ଼ିଶା ବାସୀ ବହୁତ ପସନ୍ଦ କରିଥାନ୍ତି । ତେବେ ନିକଟ ରେ ଅବସର ରେ ରାଣୀ ପଣ୍ଡା ଲାଇଭ ଆସି ତାଙ୍କ ପ୍ୟାନ ମାନ ଙ୍କୁ କରିଥିଲେ । ଏହି ଅବସର ରେ ରାଣୀ କହିଥିଲେ, ମୋତେ ଅନେକ ଲୋକ ହଇରାଣ କରିଛନ୍ତି । ସେଇ ଯନ୍ତ୍ରଣା କୁ ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହିଁ । ମୋତେ କିଏ କ’ଣ କହିଲା ମୁଁ ତାହାକୁ ଖାତିର କରେ ନାହିଁ ।
କଣ କହିବି ମୋର ପାଟି ରୁ ଭାଷା ବାହାରିଲା ନାହିଁ,ମୁଁ ଏବେ କହୁଛି ତମ ମାନଙ୍କ ର ବା- ଳ ସମ୍ମାନ ରାଣୀ ପଣ୍ଡା କୁ ଦରକାର ନାହିଁ।ନାରୀ ଜାତି ର କଳ ଙ୍କ ଆଖ୍ୟା ପାଇଥିବା ଝିଅ ଟି କୁ ଆପଣ ଏତେ ସମ୍ମାନ ଦେବା ପାଇଁ ବ୍ୟାକୁଳ କାହିଁକି।ପୁଣି ଥରେ କହି ରଖୁଛି ମାଗଣା ପ୍ରୋଗ୍ରାମ ପାଇଁ କୋଉ ଶ- ଳା ଫୋନ କରିବ ନାହିଁ ।
ଗଣମାଧ୍ୟମ କୁ ସାକ୍ଷାତକାର ଦେଇ ରାନୀ ନିଜ ଜୀବନରେ ଘଟିଯାଇଥିବା କିଛି ଅଜଣା କଥା କହିଛନ୍ତି। ସେ କହିଛନ୍ତି, ଲୋକେ କହୁଛନ୍ତି ରାନୀ ପଣ୍ଡା ପୋଷାକ ଖୋଲି ପିଙ୍ଗି ପେଣ୍ଡାଲ ରେ ନାଚୁଛି ହେଲେ ଶରୀର ଯେଉଁ ଜିନିଷ ଘୋଡ଼ାଇ ନାଚିବା କଥା ମୁଁ ନାଚୁଛି। ଯେଉଁ ଦିନ ସେଇଟା ଖୋଲି ଦେବି, ସେହି ଦିନ ରାନୀ ପଣ୍ଡାକୁ ଲୋକେ ଖରାପ କହିଲେ ଚଳିବ।
ରାନୀ ପଣ୍ଡା ପରେ ଏବେ ପୁଣି ଜଣେ ନବାଗତ ଅପେରା ଡ୍ୟାନ୍ସ ର ମାଡ଼ମ ସୋନାଲି ଚର୍ଚ୍ଚା ରେ। ଏବେ ହଲଚଲ ମଚାଉଛନ୍ତି ଅପେରା ସୋନାଲି ଷ୍ଟେଜ କୁ ଉଠିବା କ୍ଷଣି ହୁଇସିଲ ଏବଂ ଛୁଇଁବା ପାଇଁ ବେଶ ଉଠୁଛି ପଡୁଛି ଷ୍ଟେଜ।ରାନୀ ପଣ୍ଡା ଗର୍ଜିଲେ ଯାତ୍ରା ଦଳକୁ ଏଭଳି ଅଶ୍ଲୀଳ ନୃତ୍ୟ ପାଇଁ ଅନୁମତି କିପରି ମିଳିଲା ବୋଲି ରାଣୀ ପ୍ରଶ୍ନ କରିଛନ୍ତି ।
କ’ଣ ରାଣୀ ପଣ୍ଡା ପାଇଁ ଗୋଟିଏ ନିୟମ ଅନ୍ୟ ମାନଙ୍କ ପାଇଁ ଆଉ ଗୋଟିଏ ନିୟମ । ଏହାର ଉତ୍ତର କିଏ ଦେବ ବୋଲି ସୋ ପ୍ରଶ୍ନ କରିଛନ୍ତି ।ଆଇଟମ୍ ଗାର୍ଲଙ୍କ ଅଶ୍ଳୀଳ ନୃତ୍ୟ ପୂରା ଜୋତା ମାଡ଼ ଖାଇଲା ରାଣୀ ପଣ୍ଡା କଣ ଦୋଷ ମାଗ୍ୟା ସବୁ । ଆଉ କିଏ ତାଙ୍କୁ କହିଛନ୍ତି ବୁଢ଼ୀ ହେଇଗଲୁନି ତୁ କଣ ମୋର ଚିପିଥିଲୁ କି ମୁଁ ବୁଢ଼ୀ ହେଇ ଗଲୁଣି କହୁଛୁ ବେଧ ଛୁଆ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।