breacking news- ଆସିଗଲା କରୋନା ଆଉ ଏକ ବାପ ,ଛୁଆଙ୍କୁ ହେଉଛି ଟମାଟୋ ଫ୍ଲୁ |ଏହି ରୋଗ ହେଲେ ବଞ୍ଚିବା ବହୁତ କଷ୍ଟ । ଜାଣନ୍ତୁ କେଉଁ ରୋଗ ।

ଆପଣ ମାନେ ସ୍ବାଇଁଗ ଫ୍ଲୁ ଓ ବାର୍ଡ ଫ୍ଲୁ ବିଷୟ ରେ ଜାଣି ଥିବେ । କିନ୍ତୁ ଆଜି ଏକ ଭାରତ କୁ ଏମିତି ରୋଗ ଆସିଛି ଯାହା ସମସ୍ତଂକୁ ବହୁତ ଟେନସନ ରେ ପକେଇ ଦେଇଛି । କିଛି ଦିନ ତଳେ କରନା ହନ୍ତସନ୍ତ କରୁ ଥିଲା ଆଉ ଏବେ ଟମାଟୋ ଫ୍ଲୁ ହନ୍ତସନ୍ତ କରୁଛି । ଏହି ରୋଗ ଟି ବହୁତ ମାରାତ୍ମକ ରୋଗ ଅଟେ । ଏହି ରୋଗ ବିଶେଷ କରି ପାଞ୍ଚ ବର୍ଷ ର ତଳ ପିଲା ମାନଙ୍କ ପାଖରେ ଦେଖା ଯାଉଚି । ଏବେ ଏହି ରୋଗ ଟି ତାମିଲନାଡୁ ଓ କର୍ଣ୍ଣାଟକ ରେ ଦେଖିବା ପାଇଁ ମିଳୁଛି ।

କର୍ଣ୍ଣାଟକ ର ମଙ୍ଗାଲୋର , ଉଡୁପି , କଡ଼ାଗୁ , ତମରାଜ ନଗର ଓ ମହୀଶୂର ଠାରେ ଦେଖିବା ପାଇଁ ମିଳୁଛି । ତେବେ ଏହି ରୋଗ କରାନା ଠାରୁ ମଧ୍ୟ ମାରାତ୍ମକ ଅଟେ । ଏହି ରୋଗ ହେଲେ ପ୍ରଥମେ ଆପଣଙ୍କ ହାତ ରେ ଛୋଟ ଛୋଟ ନାଲି ରଙ୍ଗ ର ଛିଟା ପଡ଼ି ଯିବ । ତା ପରେ ଗୋଡ଼ ମଧ୍ୟ ନାଲି ରଙ୍ଗ ର ଗୋଲ ଛିଟା ପଡ଼ି ଯିବ । ତା ପରେ ଆସ୍ତେ ଆସ୍ତେ ପୁରା ଶରୀର କୁ ଏହି ରୋଗ ଆକ୍ରମଣ କରି ବସିବ ।

 ତେବେ ଏହି ରୋଗ ହେଲେ ଆପଣଂକ ଦେହ ଟମାଟୋ କଲର ହେବା ପରେ , ଦେହ ଆପଣଂକ ର ତାତି ଯିବ । ଜ୍ୱର ଆସିଲା ଭଳିଆ ଲାଗିବ । ଗୋଡ଼ ହାତ ବିନ୍ଧିବ । ଆପଣଂକୁ ଲାଗିବ ଆପଣଙ୍କ ଦେହରେ ଆଉ କିଛି ନାହିଁ । କୁଟା ଗୋଟେ ଉଠାଇବା ପାଇଁ ଆପଣଂକ ଦେହ ରେ ଶକ୍ତି ନ ଥିବା । ତେଣୁ ଏହି ରୋଗ ବହୁତ ମାରାତ୍ମକ ଅଟେ ।

ବିଶେଷ କରି ପାଞ୍ଚ ବର୍ଷ ପିଲା ମାନଙ୍କ ପାଖରେ ଏହି ରୋଗ ଦେଖିବା ପାଇଁ ମିଳି ଥାଏ । କୁହା ଯାଉଛି ଏହି ରୋଗ ଟି ବାଦୁଡି ଦ୍ୱାରା ବ୍ୟାପୁଛି । ତେଣୁ ଡାକ୍ତର ମାନେ କହି ଛନ୍ତି ସବୁ ସମୟ ପରିଷ୍କାର ପରିଚ୍ଛନ୍ନ ରହିଲେ ଏହି ରୋଗ ବ୍ୟାପିବା ର ସମ୍ଭବନା ବହୁତ କମ ରହି ଥାଏ । ଯେହେତୁ ଏହି ରୋଗ ଟି ହେଲେ ପାଦ ଓ ହାତ ନାଲି ପଡି ଯାଇ ଥାଏ । ସେଥି ପାଇଁ ଆକୁ ଟମାଟୋ ଫ୍ଲୁ ର ନାମ ଦିଆ ଯାଇଛି ।

ବୈଜ୍ଞାନିକ ମାନେ ଯାହା କହି ଛନ୍ତି ଆମେ ଆଜି ଆପଣଂକୁ ତାହା କହୁଛୁ । ସାଧରଣତ ଏହି ରୋଗ କୁ ଭଲ କରି ହେବ , କିନ୍ତୁ ଏହି ରୋଗ ଶରୀର ରେ ବେଶି ଦିନ ରହି ଗଲେ ତାହା ଭଲ କରିବା ବହୁତ କଷ୍ଟକର ହୋଇ ଥାଏ । ତେଣୁ ଆପଣ ମାନେ କେମିତି ଆପଣଙ୍କ ଶରୀର କୁ ସୁସ୍ଥ ରଖିବେ ତାହା ଆପଣ ମାନେ ଭଲ ଭାବରେ ଜାଣନ୍ତି । ତେଣୁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ । ପରିଷ୍କାର ପରିଛନ୍ନ ହୋଇ ରୁହନ୍ତୁ ଏହି ରୋଗ ଆପଣ ମାନଂକ ର କିଛି କ୍ଷତି କରି ପାରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।