hair tips – କେଶ ଝଡ଼ିବା ସବୁଦିନ ପାଇଁ ମୂଳରୁ ହୋଇଯିବ ଶେଷ,ଏହି ଜିନିଷରେ ଚୁଟି ପାଦ ପର୍ଯ୍ୟନ୍ତ ଲମ୍ବିବ,କରନ୍ତୁ ଏହି ଛୁଟିଆ ଉପାୟ…

ଗୋଟିଏ ନାରୀ ର ସୌନ୍ଦର୍ଯ୍ୟ ତାର ମୁଁହ ଏବଂ ତାର କେଶ ରୁ ହୋଇଥାଏ। ନାରୀ ଟିଏ ଯଦି ଭଲ ଦେଖିବା ପାଇଁ ହେଇଥିବ ତାହେଲେ ତାଙ୍କୁ ସମସ୍ତେ ପସନ୍ଦ କରିବେ କିନ୍ତୁ ଖରାପ ଦେଖିବା ପାଇଁ ହେଲେ କେହିବି ପସନ୍ଦ କରିବେ ନାହିଁ।ସେଥିପାଇଁ ଆଜିର ଦୁନିଆରେ ଗୋଟେ ଖରାପ ଦେଖା ହଉଥିବା ନାରୀ କୁ ବହୁତ ଜଲଦି ସୁନ୍ଦର କରି ଦିଆ ହଉଛି।

ନାରୀ ରୋ କେଶ ତା ସୋନ୍ଦର୍ଯ୍ୟ ବଢ଼ିବାରେ ଏକ ମୂଖ୍ୟ କାରଣ ଅଟେ।କେଶ ନଥିଲେ ନାରୀ ସୁନ୍ଦର ଦେଖା ଯିବ ନାହିଁ।ଆଜି ରୋ ଦୁନିଆ ରେ ଏତେ ଖରାପ ଜିନିସ ବାହାରୁଛି ଯେ ଖାଇବା ଠୁ ଆରମ୍ଭ କରି ସୁଇବା ପର୍ଯ୍ୟନ୍ତ ସସବୁଥିରେ ସମସ୍ୟା ସୃଷ୍ଟିର ହଉଛି ।

ସେହିପରି କେଶ ଝଡିବା ଏକ ମୁଖ୍ୟ କାରଣ ଅଟେ।ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଦ୍ଵାରା ,ବିଭିନ୍ନ ପ୍ରକାରର ଭିଟାମିନ ଦେହ ରେ କମ ହେବା ଦ୍ୱାରା ,କ୍ୟାମିକାଲ ସବୁ ମୁଣ୍ଡ ରେ ବ୍ୟବହାର କରିବା ଦ୍ଵାରା ବିଭିନ୍ନ ପ୍ରକାର ତରଳ ଦ୍ରବ୍ୟ ଲଗାଇବା ଦ୍ୱାରା କେଶ ଖସି ଯାଉଛି ।

ଏହାର ନିରାକୋରଣ ପାଇଁ ବୋହୁତ କିଛି ଜିନିଷ ଲଗାଇବାରେ ଅଛି ଯାହା କି କେଶ ଖସିବା ରୁ ବଞ୍ଚିତ ହୋଇ ପାରିବ।ସେହିଗୁଡିକ ହଉଛି:-
(1)ସପ୍ତାହ ରେ ଦୁଇ ଥର କେଶ ଧୁଇବା।(2)କେଶ ପାଇଁ ଅଧିକ ଭିଟାମିନ ର ସାମ୍ପ ବ୍ୟବହାର କରନ୍ତୁ ନାହିଁ।(3)କେଶ ଧୁଇଲେ କେଶକୁ ପୁରାପୁରି ସୁଖାନ୍ତୁ ଓଦା ରଖିବାକୁ ଦିଅନ୍ତୁ ନାହିଁ।

(4)ଧୂଳି ଠାରୁ କେଶକୁ ଦୂରରେ ରଖନ୍ତୁ।(5)ରାସ୍ତାରେ ଗୋଲା ବେଳେ କେଶକୁ ଘୁଡାଇ ରଖନ୍ତୁ।(6)କେଶ ରେ ଦହି ଲଗାନ୍ତୁ।(7)କେଶ ରେ ଏଲବେରା ଲଗାନ୍ତୁ।(8)ଆଳୁ ରସ ଦିଅନ୍ତୁ।
(9)ଲେମ୍ବୁ ଦିଅନ୍ତୁ।(10)ସବୁ ଭିଟାମିନ ରୋ ପରିଵା ଖାନ୍ତୁ।


ଏହା ବ୍ୟତୀତ ଵହୁତ କିଛି ଘରୋଇ ଉପଦାନ ମଧ୍ୟ ଅଛି।ସେଗୁଡିକ ମଧ୍ୟ ରୁ ଗୁଟେ ଉଦାହରଣ ହେଉଛି :-
ଘରେ ଥିବା ପାନ ପତ୍ର ଦୁଇଟା ଆଣିବା । ତା ସହ କିଛି ରସୁଣ ଆଣିକି ତାର ଚୁପା ଭଲ ଭାବାରେ ଛଡାଇବା ।ଏହାକୁ ଏକ ବାଉଲ ରେ ରଖିବା ଏବଂ ସେହି ବାଉଲ ରେ ମାପ ଅନୁସାରେ କିଛି ନଡ଼ିଆ ତେଲ ଦେବା।ଏତିକି ରୋ ମିଶ୍ରଣ କରି ଚୁଲି ରେ ଏହାକୁ ଫୁଟାଇ ବା ।

ଏହା ଫୁଟି ଗଲା ପରେ ତାର ରଙ୍ଗ ବଦଳି ଯିବ।ରଙ୍ଗ ବଦଳି ଆସିଲେ ଏହାକୁ ଛଙ୍କ ରେ ଛାଙ୍କି ଦେବା।ଏହା ଏକ ତେଲ ଭଳି ହେଇଯିବ। ଏହକୁ ଗୋଟିଏ ଡିବା ରେ ରଖି ଦେବା।ସପ୍ତାହ କୁ ଦୁଈ ଥର ମୁଣ୍ଡ ରେ ମରିଲେ କେଶ ଝଡିବା ବନ୍ଦ ହେଇଯିବ ଏବଂ କେଶ ଲମ୍ବା ମଧ୍ୟ ହେବ।

ଏହି ସବୁ ମାଧ୍ୟମରେ ଆମେ ଆମର କେଶ ଝଡିବା କୁ ଵନ୍ଦ କରି ପାରିବା ଏବଂ ଆମୋ ଶୌନ୍ଦର୍ଯ୍ୟ ପୁଲକିତ କରି ପାରିବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।