viral ଭିଡ଼ିଓ – ସାରଥୀ ପ୍ରେମରେ ସୁନ୍ଦରୀ ମହିଳା ପାଗଳ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ତେବେ ବେଳେବେଳେ କିଛି ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ।ଏହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।ସେହିପରି ଏହି ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ଆପଣ ତ ପପୁ ଭାଇଙ୍କ ଅନେକ କିଛି ଭିଡିଓ ଦେଖିଥିବେ। ତାଙ୍କର ଅନେକ ମଞ୍ଚ କାର୍ଯ୍ୟକ୍ରମ ରେ ଅଭିନୟର ଦୃଶ୍ୟକୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।

ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।

ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ ର ଅର୍ଥ କୁ ବଦଳାଇ ଦେଉଛି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ସେହିପରି ଏବେ ଯେଉଁ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଏହି ଭିଡିଓ ରେ ପପୁ ଏକ ନୂଆ ଗୀତ ଗାଇ ଚର୍ଚ୍ଚାକୁ ପୁଣି ଆସିଛନ୍ତି।ଏହା ହେଉଛି ଏକ ମନ୍ତ୍ର ସଙ୍ଗୀତ। ଏହାକୁ ଏତେ ସୁନ୍ଦର ଭାବରେ ସେ ଗାନ କରୁଛନ୍ତି ସ୍ୱର ଦେଇ ଯେ ଆପଣ ଏହାକୁ ଶୁଣିଲେ ଭାବ ବିହ୍ୱଳ ହୋଇ ପଡିବେ।

ବହୁତ୍ ସୁନ୍ଦର୍ ଭାବରେ ହୃଦୟକୁ ଛୁଇଁଲା ଭଳି ତାଙ୍କର ଏହି ସ୍ୱର। ତେବେ ଏହି ଗୀତଟି ହେଉଛି ହରି ହରି ଓଁ ଭଗବତେ ବାସୁଦେବାୟ। ଆପଣ ଥରେ ଏହି ମନ୍ତ୍ର ସଂଗୀତ କୁ ପପୁ ଭାଇଙ୍କ କଣ୍ଠରୁ ଶୁଣନ୍ତୁ ଯାହା ଯେତିକି ଶକ୍ତିଶାଳୀ ସେତିକି ମନ ମୁଗ୍ଧକର ଅଟେ।ଏହା ଏବେ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।