viral video – ଛି…ଛି…ସ୍କୁଲ ଭିତରେ ଘୁଙ୍ଗୁଡି ମାରୁଛନ୍ତି ମ୍ୟାଡାମ, ବିଞ୍ଚିଦେଉଛି ଛାତ୍ରୀ, ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ଶୋଇକି ଘୁଙ୍ଗୁଡ଼ି ମାରୁଛନ୍ତି ଶିକ୍ଷୟତ୍ରି। ଛାତ୍ରୀ ଶିକ୍ଷୟତ୍ରିଙ୍କୁ ଏଠି ବିଞ୍ଚି ଦେଉଛନ୍ତି। ଆଉ ପୁରା ଆରାମରେ ଶୋଇଛନ୍ତି ମାଡ଼ାମ୍। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ଏକ ସରକାରୀ ବିଦ୍ୟାଳୟରୁ।
ଯେଉଁଠି କ୍ଲାସ ଭିତରେ ଶିକ୍ଷୟତ୍ରି ଶୋଇ ପଡିଥିବାର ନଜର ଆସୁଛନ୍ତି। ପିଲାଙ୍କୁ ପାଠ ନ ପଢ଼ାଇ ଶିକ୍ଷୟତ୍ରି ଶୋଇଲେ ଶୋଇଲେ ଦେଖନ୍ତୁ ଭିଡିଓରେ ଜଣେ ଛାତ୍ରୀ କେମିତି ତାଙ୍କୁ ବିଚଣାରେ ବିଞ୍ଚି ଦେଉଛନ୍ତି। ସତେ ଯେମିତି ସେ ହେଇଛନ୍ତି ମହାରାଣୀ ଓ ଛାତ୍ରୀ ଜଣକ ହେଉଛନ୍ତି ତାଙ୍କ ଦାସୀ।
ଭିଡିଓରେ ଯେଉଁ ଭଳି ଭାବରେ ମାଡାମ୍ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି ତାଙ୍କୁ ଦେଖିଲେ ଲାଗୁଛି ଯେମିତି ମାଡାମ୍ ପଖାଳ ଖାଇ ଆସିଛନ୍ତି ଆଉ ତାଙ୍କୁ ବହୁତ୍ ଜୋରରେ ନିଦ ଲାଗୁଛି। ସେଥି ପାଇଁ ନିଦ ସମ୍ଭାଳି ନ ପାର ଚେୟାର ଉପରେ ଟିକେ ଆଉଜି ପଡିଛନ୍ତି। ଖାଲି କଣ ଶୋଇଛନ୍ତି ଜଣେ ଛାତ୍ରୀଙ୍କୁ ବି କାମରେ ଲଗେଇ ଦେଇଛନ୍ତି। ଆଉ ଛାତ୍ରୀଙ୍କ କାମ କଣ ତାହା ଆପଣ ଭିଡିଓରେ ଦେଖି ପାରୁଥିବେ। ଛାତ୍ରୀ ଜଣକ କିଭଳି ଭାବରେ ମାଡାମଙ୍କ ସେବାରେ ଲାଗିଛନ୍ତି।
ଆପଣ ସାଧାରଣତଃ ଭାବରେ ଦେଖିଥିବେ କି ପିଲାମାନେ ସ୍କୁଲରେ କେମିତି ଦୁଷ୍ଟାମି କରନ୍ତି। କଥା ମାନି ନଥାନ୍ତି କିନ୍ତୁ ଶିକ୍ଷକଙ୍କୁ କିଛି ଚିନ୍ତା ନଥାଏ। ସେମାନେ ନିଜ ନିଜ କାମକୁ ନେଇ ବ୍ୟସ୍ତ ରହିଥାନ୍ତି। ଠିକ୍ ଏଠାରେ ଯେମିତି ଏହି ଶିକ୍ଷୟତ୍ରି ଜଣକ କରିଛନ୍ତି। ପିଲା ପଢନ୍ତୁ କି ଯାହା କରନ୍ତୁ ସେଥି ପ୍ରତି ଟିକିଏ ବି ଧ୍ୟାନ ନାହିଁ କାହାର। ବିହାରର ଏହି ସରକାରୀ ସ୍କୁଲରୁ ଆସିଥିବା ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଏ ଦୃଶ୍ୟ ଦେଖିଲେ ମନେ ହେଉଛି ମାଡାମ୍ ଶୋଇଥିବା ସମୟରେ ଲୁଚିକି କେହି ଜଣେ ଏହାର ଭିଡିଓ ପ୍ରସ୍ତୁତ କରିଛନ୍ତି ଓ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେଉଛି। ଏମିତି ଦେଖିବାକୁ ଗଲେ ଦେଶର ଅନେକ ଗୁଡ଼ିଏ ସରକାରୀ ସ୍କୁଲରେ ପରିସ୍ଥିତି ଠିକ୍ ଏହି ଭଳି ହୋଇ ଗଲାଣି। ଯାହା ଏହି ଚିତ୍ର ବୟାନ କରୁଛି। ତଳେ ପିଲା ପଢି ପାଠ ପଢ଼ୁଛନ୍ତି ଓ ମାଡାମ୍ ଏଠି ଶୋଇ କିଭଳି ଘୁଙ୍ଗୁଡ଼ି ମାରୁଛନ୍ତି।
ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ୟୁଜର୍ସ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ତେବେ ଶିକ୍ଷା କ୍ଷେତ୍ରରେ ଯଦି ଏଭଳି କରା ଯାଏ ତେବେ ଆଜିର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କେଉଁ ଦିଗକୁ ଗତି କରିବ ତାକୁ ନେଇ ଉଠୁଛି ପ୍ରଶ୍ନ। କ୍ଲାସ ଚାଲିଥିବା ସମୟରେ ଶିକ୍ଷୟତ୍ରିଙ୍କ ଏଭଳି ଶୋଇ ଘୁଙ୍ଗୁଡ଼ି ମାରିବାକୁ ସାଧାରଣରେ ନିନ୍ଦା କରା ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।