ଓଃ..କି..ଡାନ୍ସ ! tipi tipi ବର୍ଷାପାଣିରେ ଯୁବତୀ ଏମିତି ହଟ ଡ୍ୟାନ୍ସ କଲେ ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ
ଓଡ଼ିଆ ସିନେମା ଓ ସିରିଏଲ ପରି ଅନେକ ଯାତ୍ରା ପ୍ରେମୀ ମଧ୍ୟ ଅଛନ୍ତି। ଯଦି ଆପଣ ମଧ୍ୟ ଯାତ୍ରା ପ୍ରେମୀ ତେବେ ନିଶ୍ଚୟ ଆପଣ ଯାତ୍ରା ଦେଖିବା କୁ ଯାଉ ଥିବେ। ଯାତ୍ରା ଏକ ଭିନ୍ନ ପ୍ରକାର ର ମାନରଞ୍ଜନ ର ମାଧ୍ୟମ। ଯାତ୍ରା ଆରମ୍ଭ ହେବା ପୂର୍ବରୁ ଅନେକ ପ୍ରକାର ର କାର୍ଯ୍ୟ କ୍ରମ ରହିଥାଏ।
ଯାହା କୁ ଦେଖିବାକୁ କିଛି ସ୍ୱତନ୍ତ୍ର ଦର୍ଶକ ମାନେ ବହୁତ ଭଲ ପାଇଥାନ୍ତି। କାରଣ ଏହା ହେଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଏଥିରେ ମେଲୋଡି ସହ ରେକର୍ଡ ଡେନ୍ସ ର କାର୍ଯ୍ୟକ୍ରମ ମଧ୍ୟ ରହି ଥାଏ। ଏହା ସହ ମଝିରେ ମଝିରେ ଦେଖିବାକୁ ମିଳି ଥାଏ ଆଂକରିଙ୍ଗ।
ଯାହା ଶୁଣି ଦର୍ଶକ ମାନେ ହସି ହସି ଗଡି ଯାଇ ଥାଆନ୍ତି। ବହୁତ ମଜାଦାର ଭାବରେ ଉଭୟ ପୁଅ ଓ ଝିଅ ଏହାକୁ ପରିବେଷଣ କରି ଥାଆନ୍ତି। ତେବେ ଏହା ର ମଜା ନେବା ପାଇଁ ଦର୍ଶକ ଙ୍କ ମନରେ ଅନେକ ଉତ୍ସାହ ଥିବାର ଦେଖିବାକୁ ମିଳି ଥାଏ।
ତେବେ ଆମ ଓଡିଶାରେ ଯାତ୍ରା ଜଗତ ଅର୍ଥାତ ଜୋଲିଉଡ଼ ଜଗତରେ ଅନେକ ଲୋକ ପ୍ରିୟତା ରହିଛି। ଅନେକ ଯାତ୍ରା ପେମି ଅଛନ୍ତି ଯେଉଁ ମାନେ କି ଯାତ୍ରା ଦେଖିବା ପାଇଁ ବହୁତ ଭଲ ପାଇ ଥାନ୍ତି। ଯାତ୍ରା ପ୍ରତି ସେମାନଙ୍କ ର ଗଭୀର ଶରଧା ଓ ଅନୁକମ୍ପା ରହିଛି।
ତେବେ ଅନେକ ଯାତ୍ରା କଳାକାର ସେମାନଙ୍କ ର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି। ସେମାନଙ୍କ ଅଭିନୀତ ଯାତ୍ରା ଦେଖିବା ପାଇଁ ଲୋକ ମାନେ ଅନେକ ଦୂର କୁ ଧାଇଁ ଯାଆନ୍ତି। ଅନେକ ସମୟରେ ଅଭିନୟ ସାଙ୍ଗକୁ ଲୋକ ମାନେ କଳାକାର ମାନଙ୍କ ସୁନ୍ଦର ଲୁକ୍ସ ଓ ଆକର୍ଷଣୀୟତା ପାଇଁ ଧାଇଁ ଚାଲି ଯାଆନ୍ତି ଯାତ୍ରା ଦେଖିବା ପାଇଁ।
ତେଣୁ ସେମାନଙ୍କ ବିଷୟରେ ଅନେକ ଲୋକ ଜାଣିବାକୁ ଆଗ୍ରହ ପ୍ରକାଶ କରି ଥାଆନ୍ତି ଓ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କ ର ଗଭୀର ଭଲ ପାଇବା ରହି ଥାଏ। ମନ ପସନ୍ଦ ର କଲା କାର ମାନଙ୍କୁ ପେଣ୍ଡେଲ ପାଖରେ ପାଇଲା ପରେ ଦର୍ଶକ ମାନଙ୍କ ର ମନ ବହୁତ ଖୁସି ହୋଇ ଯାଇ ଥାଏ।
ତେବେ ଆମେ ଆଜି ଆପଣଙ୍କୁ ମନୋରଞ୍ଜନ ର ଏକ ମାଧ୍ୟମ ଆଂକରିଙ୍ଗ ବିଷୟରେ ଆପଣ ମାନଙ୍କୁ କହିବୁ। ଆପଣ ଏହି ଭିଡ଼ିଓ ରେ ଦେଖିପାରିବେ ଯେ କିପରି ଜଣେ ମେଲ ଓ ଫିମେଲ ଦମଦାର ମଜାଦାର ଆଂକରିଙ୍ଗ କରୁଛନ୍ତି।
ତେବେ ଆଂକରିଙ୍ଗ ସମୟରେ ଯୁବତୀ ଜଣଙ୍କ ତାଙ୍କ ର ଘର ବାଲେଶ୍ବର ବୋଲି କହିବା ପରେ ଯୁବକ ଜଣଙ୍କ କହୁଛନ୍ତି ଯେ ,ବ୍ରାହ୍ମଣ ସମାଜ ଗଢ଼ାହେବା ପାଇଁ ଲୋଡ଼ା ହୋଇଥାଏ ପଇତା। ଏ ବାଲେଶ୍ବର ଝିଅ ମାନଙ୍କ ର ଖେଳ ଏମିତି ଏମାନଙ୍କ ର ନବମ ଶ୍ରେଣୀ ରୁ ଘଇତା। ଏହା ପରେ ଉଭୟ ଙ୍କ ମଧ୍ୟରେ ମଜାଦାର ଯୁକ୍ତି ଦେଖିବାକୁ ମିଳିଛି ଯାହା କି ଏବେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।