ତେବେ ଆମେ ମାନେ ଜାଣିଛୁ କି ଗ୍ରହ ଆଉ ନକ୍ଷତ୍ର ମାନଙ୍କର ଚଳଣି ଆଉ ଗତିବିଧି କୁ ନେଇକି ଆମର ଭାଗ୍ୟ ନିର୍ଭର କରିଥାଏ | ଆଉ ସେହି ଭାଗ୍ୟ ଆମ ଜୀବନରେ ଅନେକ ପରିବର୍ତ୍ତନ ଆଣିଥାଏ | ତେବେ ସେହି ଗ୍ରହ ମାନଙ୍କ ଯୋଗୁ ଆମର କେତେବେଳେ ଶୁଭ ହେଉଥିବା ବେଳେ ଆମର ଆଉ କେତେବେଳେ ଅଶୁଭ ମଧ୍ୟ ହୋଇଥାଏ |
ତେବେ ଆଜି ଆମେ ସେହି ଗ୍ରହ ମାନଙ୍କର ଚଳଣି ସହିତ ସମ୍ବଧୀୟ ଝିଅ ମାନଙ୍କ ବିଷୟରେ କିଛି କହିବା ପାଇଁ ଯାଉଛି | ଆଉ ଯେଉଁଠି କୁହାଯାଉଛି କି ଯଦି ଆପଣଙ୍କ ଘରେ ଝିଅ ଅସୁରକ୍ଷିତ ଅଛନ୍ତି ତାହେଲେ ତାହାର ପ୍ରତିକାର ପାଇଁ ମା ଜଣଙ୍କ କଣ କରି ପାରିବେ |
ତେବେ ତାହା କୁହାଯାଉଛି କି ଏହି ଏହି ପିରିୟଡ଼ସ ଜନିତ ସମସ୍ୟା ଯଦି ଦେଖା ଯାଉଥାଏ ତାହେଲେ ଅଂଶୁମାଲୱି ମାନେ ଜାଣିବେ କି ମହିଳା ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ଠିକ ନାହାନ୍ତି ବୋଲି | ତେବେ ଏହି ସମସ୍ୟା ସାଧାରଣତଃ ମହିଳା ମାନେ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ର ସେବନ କରିବା, ଅଧିକ ଜଙ୍ଗ ଫୁଡ ଖାଇବା, ଓଜନ ର ହ୍ରାସ ଆଉ ବୃଦ୍ଧି ହେବା ସହିତ ଅଧିକ ଷ୍ଟ୍ରେସ ନେବା ଓ ନିଦ୍ରା ଠିକ ଭାବରେ ନ ହେବା ଯୋଗୁ ହୋଇଥାଏ |
ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ କେତେକ ସହଜ ଘରେଇ ଉପଚାର ବିଷୟରେ ଜାଣିବା |1-ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଡାଲଚିନି କୁ ନେବାକୁ ପଡିବ ଆଉ ତାହାକୁ ଭଲ ଭାବରେ ପେଷ୍ଟ କରିବା ପାଇଁ ପଡିବ |
ଏବେ ଗୋଟିଏ କଢେଇରେ ଦେଢ଼ ଗ୍ଲାସ ପାଣି ନେବେ ଓ ସେଥିରେ ଗୋଟିଏ ଚାମଚ ଚାହା ଓ ଗୋଟିଏ ଚାମଚ ଡାଲଚିନି ଗୁଣ୍ଡ ନେବେ | ତାହା ପରେ ଏହାକୁ 5-7 ମିନିଟ ପର୍ଯ୍ୟନ୍ତ ଫୁଟାଇବେ ଓ ତାହା ପରେ ସ୍ୱାଦ ଅନୁସାରେ ମହୁ କୁ ନେଇ ସେବନ କରିବେ |
ତେବେ କୁହାଯାଏ କି ପୁଅ ହେଉ ବା ଝିଅ ଉଭୟେ ହେଉଛନ୍ତି ଈଶ୍ୱର ଙ୍କର ସନ୍ତାନ | ତେବେ କୂଳ କୁ ରକ୍ଷା କରିବା ପାଇଁ ଅନେକେ ଘରେ ପୁତ୍ର ସନ୍ତାନ ଟିକି ଚାହିଁଥାନ୍ତି | ତେବେ ସେହି ପୁତ୍ର ସନ୍ତାନ କୁ ପାଇବା ପାଇଁ ହେଲେ ଆମକୁ ଜ୍ୟୋତିଷ ଶାସ୍ତ୍ର ର ନିୟମ କୁ ମାନିବ ସହିତ ସେହି ଭଳି କିଛି ଉପାୟ କରିବା ଆଉ ମାନିବ ଆବଶ୍ୟକ ହୋଇଥାଏ |
ଆଉ ଯାହା ସାହାଯ୍ୟ ରେ ଆପଣ ମାନେ ପୁତ୍ର ଯୋଗ ର ସୁଯୋଗ ପାଇପାରିବେ |ଆପଣ ମାନେ ଆପଣ ଙ୍କ ବେଡ଼ ରୁମ ରେ ଶୋଇବା ସ୍ଥାନରେ ଯେଉଁ ପଟକୁ ମୁହଁ କରିକି ଶୋଇବେ ସେହିଁ ପଟ କାନ୍ଥ ରେ କୁନି ସୁନ୍ଦର ପୁଅ ଟିର ଫୋଟ କୁ ଟାଙ୍ଗୀ ଦେବା ଆବଶ୍ୟକ ହୋଇଥାଏ | ଆଉ ଯାହା କୁ ମା ଜଣଙ୍କ ଯେମିତି ସବୁବେଳେ ଦେଖୁଥିବ ଆଉ ନଜର ପଢୁଥିବ ସେହି ପିଲା ଟି ଉପରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।