ରସିକିଆ ଟିଉସନ ମାଷ୍ଟର | best ଯାତ୍ରା କମେଡି ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ,ମାତ୍ର 2 ଘଣ୍ଟାରେ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ ….

ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା।ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟକୁ ଖୁବ୍ ଛୁଇଁଥାଏ।ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ସିନେମା ଅପେକ୍ଷା ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି।

ତେବେ ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଯାତ୍ରା ଦେଖିବା ପାଇଁ ଅନେକ ଲୋକେ ପାଗଳ ହୋଇ ଉଠନ୍ତି। ଫିଲ୍ମ, ଟେଲିଭିଜନ୍‌ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା। ତେବେ ଆପଣମାନେ ତ ଯାତ୍ରାର ଅନେକ ଦୃଶ୍ୟ ଦେଖିଥିବେ। ସେହିପରି ଆମେ ଆଜି ଆପଣଙ୍କୁ ଯାତ୍ରା ସ୍ଵର୍ଣ୍ଣ ମହଲର ଏକ କମେଡି କ୍ଲିପ୍ ଦେଖାଇବୁ ଯାହା ଦେଖିଲେ ଆପଣ ହସି ହସି ଗଡିଯିବେ।

 ତେବେ ଅନେକ ଲୋକେ କମେଡି ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି କାରଣ କମେଡିରେ ଭରି ରହିଥାଏ ଭରପୁର ମୋନରଞ୍ଜନ। ତେବେ ସିନେମାରେ ପ୍ରଦର୍ଶନ କରା ଯାଉଥିବା କମେଡି ଅପେକ୍ଷା ଦର୍ଶକ ଯାତ୍ରାର କମେଡିକୁ ଅଧିକ ପସନ୍ଦ କରିଥାନ୍ତି। କାହିଁକି ନା ଯାତ୍ରା ଜଗତର କଳାକାର ମାନଙ୍କର ଅଭିନୟ ଅନ୍ଦାଜ ଟିକେ ଭିନ୍ନ ଧରଣର ହେଇଥାଏ। ତେବେ ଯାତ୍ରା ସ୍ଵର୍ଣ୍ଣ ମହଲର ଏକ କମେଡି କ୍ଲିପ୍ ଦେଖାଇବୁ ଯାହା ଖୁବ୍ ମଜାଦାର।

ତେବେ ଭିଡିଓରେ ଦେଖିବାକୁ ମିଳୁଛି ପ୍ରଥମେ ଷ୍ଟେଜକୁ ଏକ ଯୁବତୀ ନାଚି ନାଚି ଆସୁୁଛନ୍ତି। ତା ପରେ ଭିତରୁ ତାଙ୍କ ବାପା ବିଜୁଳି ବିଜୁଳି ଡ଼ାକି ଡାକି ଆସୁଛନ୍ତି ଆଉ ପଚାରୁଛନ୍ତି କଣ ଚାଲିଛି। ତାପରେ ବିଜୁଳି କହୁଚି ୟୁ ନନସେନ୍ସ ଇଡିଏଟ୍ ରାସ୍କେଲ।

 ତା ପରେ ବାପା ତା ଉପରକୁ ହାତ ଉଠାଇ କହୁଛନ୍ତି ଦେବି ଗୋଟେ କନମୁଳୀ ତୋ ବାପା ବାହାଘର ମନେ ପକାଇଦେବି। ପାଠ ପଢିବାର ନାଁଗନ୍ଧ ନାହିଁ ୭ ବର୍ଷ ହେଲା ମେଟ୍ରିକ୍ ହିଡ ଡେଇଁ ପାରୁନୁ ଆଉ ମତେ ଇଂରାଜୀରେ ନନଷ୍ଟପ୍ ଗାଳିଦେଇ ଚାଲିଛୁ।

ଏହାପରେ ବାପା ବିଜୁଳି ପାଠ ପଢିବା ପାଇଁ କହୁଛନ୍ତି ହେଲେ ବିଜୁଳି କହୁଚି ପାଠ କଥା କୁହନି ପାଠ କଥା ଶୁଣିଲେ ମତେ ଝାଡ଼ା ପରିସ୍ରା ଲାଗେ। ତାପରେ ବାପ କହିଛନ୍ତି ମୁଁ ତୋ ଖୋଜି ଖୋଜି ଜଣେ ଟ୍ୟୁସନ ମାଷ୍ଟର ନେଇ ଆସିଛି। ତାପରେ ବିଜୁଳି ଖୁସି ହୋଇ କୋଉ ସାର ଆସିବେ ବୋଲି ପଚାରୁଛି ବାପା କହୁଛନ୍ତି ପବନା ସାର୍ ଗଭୀର ଜ୍ଞାନ ତାଙ୍କର।

ଏହା ପରେ ଟ୍ୟୁସନ ସାର୍ ପବନା ଖୁବ୍ ମଜାଳିଆ ଢଙ୍ଗରେ ଏଣ୍ଟ୍ରି ମାରୁଛନ୍ତି। ଆଉ ବିଜୁଳିକୁ ଦେଖିବା ପରେ ଉଭୟ ଉଭୟଙ୍କୁ ଆଖି ଆଖିରେ ଈଶାରା କରୁଛନ୍ତି। ତାପରେ ପବନା ସାର୍ ବିଜୁଳି କିଛି ପ୍ରଶ୍ନ ପଚାରିଛନ୍ତି ଯାହାର ଉତ୍ତର ବିଜୁଳି ଭୁଲ ଦେଇଥିଲେ ବି ପବନା ସାର୍ ତାହା ଠିକ୍ ବୋଲି କହିଛନ୍ତି। ତାପରେ ବିଜୁଳିର ବାପା ତାଙ୍କୁ ଘରୁ ବାହାର୍ କରି ଦେଉଛନ୍ତି। ପରେ ଜଣା ପଡିଛି ସେ ପବନା ସାର୍ ନଥିଲେ ସେ ବିଜୁଳିର ପ୍ରେମିକ ବତାସ ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।