shocking ଭିଡ଼ିଓ – ବାପା ସମ୍ପତ୍ତିରୁ ଭାଗ ନେବା ପାଇଁ ନିଜ ଜନ୍ମ କଲା ମା କୁ ପିଟିଲା ଝିଅ,ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଆପଣ ମାନେ ଜୀବନ ରେ ବହୁତ ଜମି ଓ ବାଡ଼ି ବିବାଦ କଥା ଶୁଣି ଥିବେ । ସେ ଭାରତ ପାକିସ୍ତାନ ହେଉ କି ଭାଇ ଭାଇ ଜମି ବିବାଦ ହେଉ ଆପଣ ବହୁତ ଶୁଣି ଥିବେ ଏବଂ ନିଜେ ମଧ୍ୟ ବହୁତ ଦେଖି ଥିବେ । କିନ୍ତୁ ଆଜି ଆମେ ଯେଉଁ କଥା କହିବା ପାଇଁ ଯାଉଛୁ ତାହା ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଘଟଣା ଟି ହେଉଛି , ଜଣେ ମା କୁ ତାର ନିଜ ଝିଅ ମାରିବା ପାଇଁ ବସି ଥିଲା , ସାମାନ୍ୟ ଟିକେ ଜମି ବାଡ଼ି ପାଇଁ ।
ଯୁଗ ଆସି ଏମିତି ପହଂଚି ଲାଣି ଯେଉଁ ଭୁଲ ଗୁଡିକ ପୁଅ ମାନେ କରୁ ଥିଲେ ସେହି ଭୁଲ ଗୁଡିକ ଆଜି ଝିଅ ମାନେ କରୁ ଛନ୍ତି । ଆଗ କାଳରେ ଝିଅ ମାନେ ଡ୍ରେସ ପିନ୍ଧିଲେ ତାଙ୍କର ଦେହର କୌଣସି ଅଙ୍ଗ ଦେଖା ଯାଉ ନ ଥିଲା । କେବଳ ମୁହଁ ଓ ହାତ ପାଦ କୁ ଛାଡି ଦେଲେ ଆଉ କିଛି ଦେଖା ଯାଉ ନ ଥିଲା । କିନ୍ତୁ ଏବେ ଝିଅ ମାନେ ଛୋଟ ଛୋଟ ଡ୍ରେସ ପିନ୍ଧୁ ଛନ୍ତି । ତେବେ ଆସନ୍ତୁ ଜାଣିବା ଆଜିର ଘଟଣା ।
ଘଟଣା ଟି ହେଉଛି କଟକ ଜିଲ୍ଲା ର ବାଂକୀ ବ୍ଲକ ଅନ୍ତର୍ଗତ ଶ୍ରୀରାମ ପୁର ଗ୍ରାମ ରେ ଦେଖିବା ପାଇଁ ମିଳି ଥିଲା । ଘଟଣା ଟି ହେଉଛି ଝିଅ ମା କୁ ସାମାନ୍ୟ ଟିକେ ଜମି ପାଇଁ ମାଡ଼ ମାରିଚି । ଘରେ କେହି ନ ଥିବା ଅବସ୍ଥା ରେ ଝିଅ ମା କୁ ଜମି ମାଗି ଥିଲା । କିନ୍ତୁ ମା ମନା କରି ଦେଇ ଥିଲା ।
ତା ପରେ ଝିଅ ମାର ଶାଢ଼ୀ ରେ ମାର ପାଟି କୁ ବାନ୍ଧି ଦେଇ ଥିଲା ଆଉ ତା ପରେ ତାକୁ ମାଡ଼ ମାରି ଥିଲା । ଘଟଣା ଟିରେ ସେହି ମାର ଚାରି ଗୋଟି ସନ୍ତାନ । ବାପା ତାଙ୍କର ନାହାନ୍ତି , ମୋରି ଯାଇ ଛନ୍ତି । ତେବେ ସେହି ଚାରି ଗୋଟି ସନ୍ତାନ ମଧ୍ୟ ରୁ 2 ଗୋଟି ପୁଅ ଓ ଦୁଇ ଗୋଟି ଝିଅ ଅଟନ୍ତି ।
ତେବେ ଝିଅ ଟି ବିବାହ ପରେ ଶାଶୁ ଘରେ ରହୁ ଥିଲା । ଶାଶୁ ଘରୁ ଆସି ବାପ ଘରେ ରହୁ ଥିଲା । ସେଦିନ ତାଙ୍କ ଘରେ କେହି ନ ଥିଲେ । ଦୁଇ ଭାଇ ନ ଥିଲେ କି ଜଣେ ଭଉଣୀ ମଧ୍ୟ ନ ଥିଲେ । ସେହି ସମୟ ରେ ଝିଅ କହି ଥିଲା ମା କୁ ତା ନାଁ ରେ ଜମି ବାଡ଼ି କରି ଦେବା ପାଇଁ , କିନ୍ତୁ ମା ଏଥିରେ ରାଜି ହୋଇ ନ ଥିଲା । ଆଉ ତା ପରେ ମା କୁ ମାରି ଥିଲା ଝିଅ । ମା ଯାଇ ଏ ବିଷୟ ରେ ଝିଅ ନାଁ ରେ ଥାନା ରେ ଅଭିଯୋଗ କରି ଥିଲା । ମୋ ଝିଅ ଜମି ପାଇଁ ମୋତେ ମାରି ଦେଵ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।