🛑EXCLUSIVE : ମୁଁ ପରିସ୍ରା ବସିଲେ ମୋ ଭିଡ଼ିଓ କରୁଛନ୍ତି ସେମାନେ,ଆଠ ଦିନ ହେଲାଣି ମୁଁ ଏଠି ବସିଛି ..ମୋ ଛୋଟ ଛୁଆର ବାପା କିଏ ହେବ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ପୁଣି ଚର୍ଚ୍ଚାରେ ବ୍ରହ୍ମପୁର।ଆଉ ଜଣେ ପ୍ରେମିକା ଆସି ପ୍ରେମିକର ଘର ଆଗରେ।ଏଥର ବ୍ରହ୍ମପୁର ବେହେରା ସାହିରେ ଘଟିଛି ଏହି ଘଟଣା।ତେବେ ଗତ ୬ ଦିନ ହେବ ସ୍ବାମୀ ଘରେ ଆଗରେ ଧାରଣାରେ ବସିଛନ୍ତି ଦୀପିକା,ଦୀପିକା ଙ୍କ କହିବା କଥା ଯେପର୍ଯ୍ୟନ୍ତ ତାଙ୍କୁ ଆଉ ତାଙ୍କର ଛୁଆ କୁ ସ୍ତ୍ରୀ ଏବଂ ପୁଅର ପରିଚୟ ମିଳି ନାହିଁ ସେ ଏମିତି ଧାରଣାରେ ବସିଥିବେ।

ଗତ କାଲି ଯେଉଁ ଭଳି ଭାବରେ ତୁହାକୁ ତୁହା ବର୍ଷା ଏବଂ ପବନ ଲାଗି ରହିଥିଲା ସେଥିରେ ମଧ୍ୟ ଏହି ପରି ଧାରଣାରେ ବସିଥିଲେ ଦୀପିକା। ଗତ କିଛି ଦିନ ପୂର୍ବରୁ ବ୍ରହ୍ମପୁରରେ ଏହି ପରି ଭାବରେ ଆଉ ଜଣେ ପ୍ରେମିକା ଯାହାଙ୍କ ନାମ ତପସ୍ଵିନୀ ସେ ବି ନିଜର ପ୍ରେମିକ ଘର ଆଗରେ ଧାରଣା ଦେଇଥିଲେ।

 ତେବେ ତପସ୍ଵିନୀ ଙ୍କ ପରି ଦୀପିକା ମଧ୍ୟ ଏବେ ଧାରଣା ଦେଇଛନ୍ତି କିନ୍ତୁ ଦୁଇଟି ଯାକ ଘଟଣାରେ ଗୋଟିଏ ସମାନତା ଅଛି ସେଇଟା ହେଉଛି ସମାଜସେବୀ ପ୍ରମିଳା ତ୍ରିପାଠୀ।ତେବେ ତପସ୍ଵିନୀ ଙ୍କୁ ବି ସାହାଯ୍ୟ କରିବା ପାଇଁ ପ୍ରମିଳା ତ୍ରିପାଠୀ ଆଗକୁ ଆସିଥିଲେ ଏବେ ଦୀପିକା ଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ସେ ଆଗକୁ ଆସିଛନ୍ତି।

ସେ ନିଜ ସାଙ୍ଗରେ ଦୀପିକା ଙ୍କ ପାଇଁ ଖାଦ୍ୟ ସାମଗ୍ରୀ ମଧ୍ୟ ଆଣିଥିଲେ ଆଉ କହିଥିଲେ କି ତୁ ଯାହା କରୁଛୁ ଠିକ୍ କରୁଛୁ ତୁ ତୋ ନିଜର ହକ ପାଇଁ ଲଢ଼ୁଚୁ ତୋ ପିଲାକୁ ତା ବାପର ପରିଚୟ ଦେବା ପାଇଁ ଲଢେଇ କରୁଛୁ ଚିନ୍ତା କର ନାହିଁ ମୁଁ ତୋ ସାଙ୍ଗରେ ସବୁ ବେଳେ ଅଛି।ଏଥି ସହ ସେ କହିଥିଲେ କି ଦିନେଶ!

 ତୁମେ ଯେଉଁଠି ଅଛ ନିଜ ସ୍ତ୍ରୀ ଆଉ ପିଲାକୁ ଆସି ଗ୍ରହଣ କର।ଏବେ ପ୍ରମିଳା ତ୍ରିପାଠୀ ଦୀପିକା ଙ୍କ ପାଖକୁ ଆସି ଥିବାରୁ କଥାଟି ବହୁତ ଉଚ୍ଚ ସ୍ତରକୁ ଗଲାଣି କାରଣ ତେବେ ଖରା ବର୍ଷା ଶୀତରେ ମଧ୍ୟ ପ୍ରମିଳା ତ୍ରିପାଠୀ ତପସ୍ଵିନୀ ଙ୍କ ସହ ମିଶି ଧାରଣା ଦେଇଥିଲେ ଯାହା ଫଳରେ ତାଙ୍କୁ ଗୋଟିଏ ପ୍ରକାରର ନ୍ୟାୟ ମିଳି ଥିବାର

ବୋଲି ମଧ୍ୟ କୁହା ଯାଉଛି ଏବେ ଏହା ଦେଖିବାକୁ ବାକି ପ୍ରମିଳା ତ୍ରିପାଠୀ କେବେ ଦୀପିକା ଙ୍କୁ ନ୍ୟାୟ ଦେବାରେ ସକ୍ଷମ ହେଉଛନ୍ତି ଏବଂ କେବେ ଦୀପିକା ଙ୍କୁ ତାଙ୍କ ଶାଶୁ ଘର ଭିତରକୁ ଯିବା ପାଇଁ ଅନୁମତି ମିଳୁଛି।
ଦେଉଛନ୍ତି କିନ୍ତୁ ଏହା ପରେ ସେମାନେ ସେମାନଙ୍କ କଥା ଆଉ ବୁଝୁ ନାହାନ୍ତି।

ଏହା ସେ କହିଥିଲେ।ତେବେ ସେ କହିଥିଲେ କି ସେ ତାଙ୍କର ଘର ସମ୍ମୁଖରେ ବସି ରହିଛନ୍ତି ଏହା ବ୍ୟତୀତ ସେ ସେଠାରେ ବର୍ଷା ଓ ମଶା ମଧ୍ୟରେ ସେହିପରି ଭାବରେ ପଡ଼ି ରହିଛନ୍ତି ଏହା ବ୍ୟତୀତ ସେ ଏହା ମଧ୍ୟ କହିଥିଲେ କି ସେ

ଏହି ବର୍ଷାରେ ତାଙ୍କର ପୁଅକୁ ନିଜର ପିତାର ଅଧିକାର ଦେବା ପାଇଁ ସେ ସେଠାରେ ପଡ଼ି ରହିଛନ୍ତି।ତେବେ ସେ କହିଥିଲେ କି ତାଙ୍କର ନିଜର ମଧ୍ୟ ଘର ରହିଛି ଏହା ପରେ ମଧ୍ୟ ସେ ତାଙ୍କର ଘର ସମ୍ମୁଖରେ ପଡ଼ି ରହିଛନ୍ତି ଏହା ବ୍ୟତୀତ ସେ କହିଥିଲେ କି ଦିନେଶ ନିଜର ବନ୍ଧୁ ହୁଅନ୍ତୁ କିମ୍ବା ଅନ୍ୟ କୌଣସି ସୂତ୍ର ହେଉ!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।