🛑EXCLUSIVE : ହାବର୍ଷାରେ ଜଳମଗ୍ନ ବଡଦାଣ୍ଡ, ସିଂହଦ୍ଵାର ସମ୍ମୁଖରେ ସୃଷ୍ଟିହେଲା କୃତିମ ବନ୍ୟା I ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବଡଦାଣ୍ଡ ରେ ଆସିଛି ବନ୍ଯା ଜଳ ପୁନ୍ନ ବଡଦାଣ୍ଡ ସେଠାକାର ଲୋକ ମାନେ ବହୁତ ଲୋକ କଷ୍ଟ ରେ ଅଛନ୍ତି। ପ୍ରବଳ ବର୍ଷା ହେବା ଫଳରେ ଏପରି ହୋଇଛି ବଡ ଦାଣ୍ତ ରେ ବଡ ଦାଣ୍ତ ରେ ଥିବା ଲୋକ ମାନେ ବି ମଧ୍ଯ୍ଯ ଅନେକ କଷ୍ଟ ହସୁଛନ୍ତି। ଆଜିକାଲି ଦୁନିଆରେ ଟେକ୍ନୋଲୋଜି ଆମ ମନୁଷ୍ୟର କାମକୁ ବହୁତ ସରଳ କରିଦେଇଛି।

ଯେଉଁ କାମ କରିବା ପାଇଁ ଦୁଇ ଦିନ ସମୟ ଲାଗୁଥିଲା। ତାହା ଦୁଇ ସେକେଣ୍ଡ ରେ ହୋଇଯାଉଛି। ଆଧୁନିକ ଯୁଗରେ ମନୁଷ୍ୟ ନିଜର ଜ୍ଞାନ କୌଶଳ ବ୍ୟବହାର କରି ଅନେକ କିଛି ତିଆରି କରିଛି। ଯାହା ମନୁଷ୍ୟର ଅନେକ ସାହାଯ୍ୟ ରେ ଆସୁଛି।

 ତେବେ ବନ୍ଧୁଗଣ ମନୁଷ୍ୟ ଯେତେ ଆଗକୁ ଯାଇଥିଲେ ମଧ୍ୟ ପ୍ରକୃତି ସହିତ କେହି ବି ମୁକାବିଲା କରିପାରିବେ ନାହିଁ। କାରଣ ଅନେକ ଏପରି ଅଛନ୍ତି ଯେଉଁ ମାନେ କି ମନୁଷ୍ୟର ଜ୍ଞାନ କୌଶଳକୁ ନେଇ ଅନେକ କିଛି ଦୁଃସାହ କରି ପ୍ରକୃତି ସହିତ ଲଢ଼ିବା ପାଇଁ ଚେଷ୍ଟା କରନ୍ତି।

ମଧ୍ଯପ୍ରଦେଶ ରେ ପ୍ରବଳ ବର୍ଷା ହ଼ୋ଼ଇ ଆଉ ଏହି ବର୍ଷା ପାଣିରେ ଏକ କାର୍ କେନାଲ ଉପରେ ତଳକୁ ଖସି ପଡିଛି। ଦୁର୍ଘଟଣା ରେ ଯାତ୍ରୀ ବାହି କାର୍ ରେ ଥିବା ୧ମଧ୍ଯ୍ଯ ପ୍ରଦେଶ ରେ ବଡ ଅଘଟଣ। ନର୍ମଦା ନଦୀ କୁ ଖସି ପଡିଛି୨ ଜଣ ଯାତ୍ରୀ ଙ୍କ ମୁତ୍ଯୁ ହେଲାବେଳେ। ୧୨ ଜଣ ଆହାତ ହୋଇଛନ୍ତି। ନର୍ମଦା ନଦୀ ରେ ଏ ଅଭାବ ନୀୟ ଘଟଣା ଘଟିଛି। ଆଜି ସକାଳୁ ବସ୍ ଟି ଖସି ପଡିଛି।

ଏସବୁ କହିବାର ଅର୍ଥ ହେଉଛି , ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି , ଯାହାକି ପାଣି ସହିତ ମୁକାବିଲା କରିବା ପଡିଲା ମହଙ୍ଗା ତେବେ ଚାଲନ୍ତୁ ଏହି ଭିଡ଼ିଓ ବାବଦରେ ଜାଣିବା। ଏହିଠାରେ ଏକ ଭିଡ଼ିଓ ନଜର କୁ ଆସିଛି ଯେଉଁଠି ଏକ ଗାଡି ପାଣି ଭିତରେ ଏମିତି ଭାବରେ ଫସି ଯାଇଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଜୋର ରେ ଭାଇରଲ ହୋଇଛି । ମଧ୍ଯ୍ଯ ପ୍ରଦେଶ ରେ ବଡ ଅଘଟଣ। ନର୍ମଦା ନଦୀ କୁ ଖସି ପଡିଛି ଯାତ୍ରୀ ବାହି ବସ୍।

ବିଭିନ୍ନ ସମୟରେ ଏମିତି ସବୁ ଭିଡ଼ିଓ ଅନେକ ସମୟ ରେ ନଜର କୁ ଆସିଥାଏ ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ ଏହି ଭିଡ଼ିଓ କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଚର୍ଚା ଜୋର ଧରିଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।

ଆଉ ଏହି ଭିଡ଼ିଓ ଟିରେ ଏକ ବୋଲର ରି ଯାଉଥିବା ସମୟରେ ଏମିତି କିଛି ଘଟି ଯାଇଛି ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ଏଠାରେ ଏକ ବନ୍ୟା ଜଳ ପ୍ରବାହିତ ହୋଇଛି ଯେଉଁଠି ବହୁତ ଜୋର ରେ ପ୍ରଖର ମଧ୍ୟ ରହିଛି। ଆଉ ଏହି ସମୟ ରେ ସମସ୍ତେ ବିପଦ ରେ ରହିଥିବା ସମୟ ରେ ସେହି ଗାଡିଟି ପଳେଇ ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।