shocking ଭିଡ଼ିଓ – ପ୍ରେମରେ ଧୋକା ଖାଇ ରାସ୍ତା ମଝିରେ ଫିଲ୍ମ ଷ୍ଟାଇଲ ରେ ଯୁବତୀଙ୍କୁ live ମର୍ଡର କଲା ପ୍ରେମିକ! ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ଆଜି ଏକ ଘଟଣା ଦେଖିବା ପାଇଁ ମିଳିଛି ଯେଉଁ ଘଟଣା ରେ ଜଣେ ଲୋକ ଗୋଟେ ପିଲା ର ବେକ କୁ ଜର ରେ ଧରିଛି ଓ ତାକୁ ମାରି ଦେବାକୁ ମଧ୍ୟ ଚେଷ୍ଟା କରିଚି । ତେବେ ବେକ ଧରିବା ର କୌଣସି କାରଣ ନଥିବା ର ସୂଚନା ମଧ୍ୟ ମିଳୁଛି । ତେବେ ବୋଲିଉଡ଼ ର ଏକ ଫିଲ୍ମ ରବର ଦେଖି ପିଲା ଟି ପିଲା ଟିକୁ ଠିକ ସେହି ଫିଲ୍ମ ଷ୍ଟାଇଲ ରେ ତାର ବେକ ଟିକୁ ଧରି ଥିଲା ଆଉ ତାକୁ ଜୀବନ ରୁ ମଧ୍ୟ ମାରି ଦେବାକୁ ଚେଷ୍ଟା ମଧ୍ୟ କରି ଥିଲା ।

ଆଜି କାଲି ଦୁନିଆ ରେ ଫିଲ୍ମ ଦେଖି ଲୋକ ମାନେ କେତେ କଣ କରି ଯାଉ ଛନ୍ତି ଆପଣ ବିଶ୍ୱାସ କରି ପାରିବେ ନାହିଁ । ଫିଲ୍ମ ରେ ସବୁ ଅବାସ୍ତବ ଘଟଣା କୁ ନେଇ ତିଆରି ହୋଇ ଥିବା ସମୟ ରେ , ଆଜିର ଯୁବ ପିଢ଼ି ମାନେ ଫିଲ୍ମ ରେ ଦେଖି ଥିବା ରିଲ ଫିଲ୍ମ କୁ ରିଏଲ ଲାଇଫ ରେ ବ୍ୟବହାର କରିବା ସହିତ କାମ ରେ ମଧ୍ୟ ଲଗାଉ ଛନ୍ତି ।

ଓଲିଉଡ ର ଏକ ଫିଲ୍ମ ରବର । ସେହି ଫିଲ୍ମ କୁ ଦେଖି ସାରିବା ପରେ ଯାହା କରିଛି ତାହା ଆପଣ ବିଶ୍ଵାସ କରିବେ ନାହିଁ । ତେବେ ଗୋଟେ ବଡ଼ ପିଲାଟି ଗୋଟେ ଛୋଟ ପିଲା ର ବେକ କୁ ଜାବୁଡି କରି ଧରିଛି । ପୁରା ଜୀବନ ରୁ ମଧ୍ୟ ମାରି ଦେବାକୁ ଚେଷ୍ଟା ଚେଷ୍ଟା କରି ଥିଲା । ପୁରା ଫିଲ୍ମ ଦେଖି ଫିଲ୍ମ ଷ୍ଟାଇଲ ରେ ମାରି ଦେବାକୁ ଚେଷ୍ଟା କରି ଥିଲା ।

ଆଜି କାଲି ର ଲୋକ ମାନେ ସବୁ ଫିଲ୍ମ ଦେଖି ଫିଲ୍ମ ରେ ଯାହା ହେଉଛି ଲୋକ ମାନେ ତାହା କରୁ ଛନ୍ତି । ଯେମିତିକି ଏଇ କିଛି ଦିନ ତଳେ ପୁଷ୍ପା ଫିଲ୍ମ ବାହାରି ଥିଲା । ଯେଉଁ ଫିଲ୍ମ ରେ ପୁଷ୍ପା ଜଙ୍ଗଲ ରୁ ଚନ୍ଦନ କାଠ ଚୋରି କରୁ ଥିଲା । ଠିକ ସେହି ପରି ଜଙ୍ଗଲ ରୁ କାଠ ଚୋରି କରିବା ଷ୍ଟାର୍ଟ କରି ସାରି ଲେଣି ।

ଆଉ ପୁଷ୍ପା ଫିଲ୍ମ ରେ ଯେଉଁ ଛୋଟ ଛୋଟ ଡାଇଲକ ଅଛି , ତାହା ମଧ୍ୟ ଲୋକ ଘରେ ରିଲସ କରୁ ଛନ୍ତି । ତେବେ ଏଇଠୁ ଆପଣ ମାନେ ଚିନ୍ତା କରନ୍ତୁ । ଆଜି କାଲି ର ପିଲା ମାନେ ଫିଲ୍ମ ରେ ଯାହା ଦେଖୁ ଛନ୍ତି ତାହା ସେମାନେ କରୁ ଛନ୍ତି ।

ତେବେ ଆପଣ ମାନେ ଯେଉଁ ଭିଡିଓ ଟି ଭାଇରାଲ ହୋଇଛି ସେହି ଭିଡିଓ ଟିକୁ ଦେଖନ୍ତୁ । କେମିତି ପିଲା ଟିର ବେକ କୁ ଜର ରେ ଧରି ଥିଲା । ଆଉ କିଛି ସମୟ ଯାଇ ଥିଲେ ହୁଏତ ପିଲା ଟି ମୋରି ଯାଇ ଥାନ୍ତା । ତେବେ ଆପଣ ମାନେ ସେହି ଭିଡିଓ ଟିକୁ ଦେଖନ୍ତୁ ସେଥିରେ କେମିତି ପିଲାଟି ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।