Joint pain home ready – ୭ ଦିନ ଏହାକୁ ବନେଇ ପିଇ ନିଅନ୍ତୁ,ଆଣ୍ଠୁଗଣ୍ଠି ବିନ୍ଧା,ମୋଟାପଣ,ଡାଇବେଟିସ,କୋଲେଷ୍ଟ୍ରୋଲ,ପଥରୀ କେବେବି ହେବ ନାହିଁ……

ଯୁବକ ହେଉ ଵା ବୟସ୍କା ପେଟରେ ଯଦି ଚର୍ବି ଯାହାର ବି ବଢିଯାଏ ତାକୁ ଆଶ୍ବସ୍ତି ହି ଲାଗିଥାଏ |ଆପଣମାନେ ସମସ୍ତେ ଜାଣିଥିବେ କି ଶରୀରରେ ମୋଟାପଣ ହେଉ କି, ପେଟରେ ଚର୍ବି ହେଉ ଏହା ଆମ ଶରୀରରେ ରହିଲେ ବା ଆମ ଶରୀରରେ ଚର୍ବି ରା ମାତ୍ର ବଢିଗଲେ ଆମକୁ କାମ କରିବା ପାଇଁ ମଧ୍ୟ ଅସୁବିଧା ହୋଇଥାଏ |

ଯାହାବି ଆମେ କରୁ ଟିକେ ସମୟରେ ଏତେ ପରିମାଣରେ ଆଶ୍ବସ୍ତି ହୋଉ କି ଆମର ଜୀବନ ଜାପାନ ବି କଷ୍ଟ କର ହୋଇଯାଏ | ତେବେ ଆସନ୍ତି ଆଜି ଜାଣିବା କଣ ସବୁ ଘରେଇ ଉପକରଣ କୁ ବ୍ୟବହାର କରି ଆମେ ମାନେ ଚର୍ବି ଓ ମେଡବୋହୁଳତାରୁ ମୁକ୍ତି ପାଇପାରିବା |

ଆମେ ମାନେ ସାଧାରଣତଃ ଦେଖିଥିବୁ କି ଯାହା ଘରେ ଡାଇବେଟିସରେ ପୀଡିତା ରୋଗୀ ରହିଥିବେ, ତାଙ୍କର ମେଡ଼ିସିନ ସବୁ ଦିନ ପାଇଁ ଲାଗିରହିଥିବ , ଆହୁରି ମଧ୍ୟ ତାଙ୍କୁ ଯଦି କିଛି ବି ରୋଗ ହୋଇଥିବ ତାହେଲେ ତାହା ସହଜରେ ମଧ୍ୟ ଭଲ ହୋଇନଥାଏ | ତେବେ ଆଜି ମୁଁ ଆପଣମାନଙ୍କୁ ଜଣଉଛି ଦୁଇଟି ଜିନିଷ ଯାହାକି ଆପଣମାନେ ନିଜ ନିଜ ର ଘରେ ମଧ୍ୟ ପାଇଯିବେ, ଆଉ ଯାହାକୁ ବ୍ୟବହାର କରି ଡାଇବେଟିସ ଭଳି ରୋଗରୁ ପାଇପାରିବେ ସମ୍ପୂର୍ଣ୍ଣ ମୁକ୍ତି|

ପ୍ରଥମେ ଗୋଟିଏ ଗ୍ଲାସ ପାଣି ନେଇ ଗରମ କରିବା ତାକୁ ଚାହା ଭଳିଆ ପିଇବା ମାପି ଗରମ କରିବା, ଓ ସେଥିରେ ମିଶାଇବା ଗୋଟିଏ ଲେମ୍ବୁର ଅଧା,ତାପରେ ତାକୁ ଫେଣ୍ଟି ଦେବା ଓ ସେଥିରେ ମିଶାଇବା ଗୋଟିଏ ଚାମଚ ଜିରା ଗୁଣ୍ଡ କାରଣ ଆପଣ ଜାଣିଛନ୍ତି କି ଜିରା କୁଣ୍ଡ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ଯାହା ଆମର ଚର୍ବିକୁ କୋମାଇଦିଏ , କିନ୍ତୁ ମନେ ରଖିବେ କି ଯେମିତି ପାଣି ଗରମ ରଖିବେ ପିଇଵା ମାପି |

 ସମସ୍ତଙ୍କର ଗୋଟିଏ ଆଶା ଥାଏ କି ସେମାନେ କେମିତି ନିଜେ ତାଙ୍କର ହେଲଥ ସହିତ ଶରୀର ମଧ୍ୟ ଠିକ ରହିବ,ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତଙ୍କ ପାଖରେ ସମୟର ଅଭାବ, ତେଣୁ ନିଜର ଦେହ ପ୍ରତି ଯତ୍ନ ନେବାର ଟାଇମ ନଥାଏ | ବ୍ୟସ୍ତତା ଯୋଗୁ ଘରେ ଆମ ପାଇଁ ଯାହା ଦରକାର ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ନମ୍ବର ଖାଇ ଆମେ ଫାଷ୍ଟ ଫୁଡ ପରି ତେଲିଆ ଜିନିଷ ଅଧିକ କରିମାଣରେ ଖାଇବା ଯୋଗୁ ମେଦ ବହୁଳତା ଓ ପେଟରେ ଚର୍ବି ଜମାହେଲା ଭଳି ସମସ୍ୟା ଦେଖାଯାଇଥାଏ|

ସେଇଥି ପାଇଁ ଆଜିକାଲିର ଯୁବପିଢ଼ିଙ୍କ ପାଖରେ କୁଞ୍ଚିତ ତ୍ୱଚା ଏକ ବହୁତ ବଡ ସମସ୍ୟା ଦେଖା ଦେଲାଣି |ଖାଦ୍ୟରେ ପୋଷଣର ଅଭାବ ଏବଂ ବ୍ୟସ୍ତ ବହୁଳ ଜୀବନ ଶୈଳୀ ଭିତରେ ଆମେ ଆମର ଶରୀରକୁ ଧ୍ୟାନ ଦେଇ ପାରି ନ ଥାଉ |

ତେଣୁ ଖୁବ କମ ବୟସରୁ ଯୁବକ ଯୁବତୀ ମାନଙ୍କ କ୍ଷେତ୍ରରେ ଚର୍ମ କୁଞ୍ଚନ ଭଳି ସମସ୍ୟା ଦେଖା ଦେଇଥାଏ ଏବଂ ଖୁବଶୀଘ୍ର ବାର୍ଦ୍ଧକ୍ୟ ମାଡି ବସେ | ବାର୍ଦ୍ଧକ୍ୟ ଅବସ୍ଥା ରେ ସମସ୍ତଙ୍କ ର ଆଣ୍ଠୁ ଗଣ୍ଠି ବୁନ୍ଦା ଆରମ୍ଭ ହୋଇ ଯାଏ ସେଥି ପାଇଁ ଆଜି ଆପଣମାନଙ୍କୁ କିପରି ଘରୋଇ ଉପଚାର ବିଷୟ ରେ କହିବି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।