ଆଜି ସେ ମୋତେ ସମସ୍ତଙ୍କ ସାମ୍ନାରେ ସ୍ତ୍ରୀ ଭାବେ ଗ୍ରହଣ କଲେ, ଡର ଲାଗିଲା, ନିଦ ହେଲାଣି ! ଏମିତି କହିଲେ ଯୁବତୀ ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ବର୍ତ୍ତମାନ ଜଣେ ଯୁବତୀ ଙ୍କୁ ତାଙ୍କ ପ୍ରେମିକ ଙ୍କ ଦୁଆରେ ମୁହଁରେ ଧାରଣା ଦେଇଥିବାର ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ପ୍ରଥମେ ଭଲ ପାଇବା ଆରମ୍ଭ ହୋଇଥିଲା।ବର୍ତ୍ତମାନ ଗାଁ ମୁଣ୍ଡରେ ପହଞ୍ଚିଲାଣି।ଆଉ ଯୁବକଙ୍କ ଦୁଆର ମୁହଁରେ ତାଙ୍କୁ ଅପେକ୍ଷା କରି ବସି ରହିଛନ୍ତି ଯୁବତୀ। ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ତାଙ୍କ ପ୍ରେମିକ ଙ୍କ ଘର ଆଗରେ ବସି ରହିବେ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ମାର୍ଶାଘାଇ ଅନ୍ତର୍ଗତ ଅଞ୍ଚଳରେ ରହୁଥିବା ରମେଶ ଚନ୍ଦ୍ର ଓଝା ଙ୍କ ପୁଅ ରଞ୍ଜନ ଓଝା ଝାଡ଼ଖଣ୍ଡ ରୁମୁଟା ମାଇଲସ୍ ରେ ଓଲ୍ଡ ର ଭାବେ କାର୍ଯ୍ୟ କରୁଥିବା ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଝାଲ ପଡା ଗ୍ରାମର ଗୌତମ ନାୟକ ଙ୍କ ଝିଅ ପ୍ରତୀକ୍ଷା ନାୟକ ଙ୍କୁ ଇନଷ୍ଟାଗ୍ରାମ ଚାର୍ଟିଂ ରେ ୧୪ ମାସ ହୋଇଗଲାଣି ପ୍ରେମ ଜାଲରେ ଫସାଇ ଥିଲେ।ବିବାହ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଉଥିଲେ।
ଏହାପରେ ପ୍ରଲୋଭନ ଦେଖାଇ ବାରମ୍ବାର ହୋଟେଲ୍ ଓ ନିଜ ଗାଁ ରେ ଶାରୀରିକ ସମ୍ପର୍କ ରଖିଥିଲେ।କିନ୍ତୁ ତାପରେ ଯୁବକ ଜଣଙ୍କ ବିବାହ କରିବାକୁ ମନା କରି ଦେଇଥିଲେ।ବାଧ୍ୟ ହୋଇ ପ୍ରତୀକ୍ଷା ରଞ୍ଜନ ଙ୍କ ଘର ଆଗରେ ଧାରଣା ଦେଇଛନ୍ତି।ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଯୁବକ ଜଣଙ୍କ ପ୍ରଥମେ ଭଲ ପାଉଛି ବୋଲି କହି ଶା-ରୀ-ରି-କ ସମ୍ପର୍କ ରଖିଲେ।ଯୁବତୀ ଜଣଙ୍କ ତାଙ୍କ ଉପରେ ଭରଷା କରିଲେ।
କିନ୍ତୁ ଯୁବକଙ୍କ ଷଡ଼ଯନ୍ତ୍ର କିଛି ବୁଝି ପାରିଲେ ନାହିଁ।ଯୁବତୀ ଜଣଙ୍କ ପାଗଳଙ୍କ ପରି ଭଲ ପାଉଥିଲେ।ଯୁବକ ଜଣଙ୍କ ଯୁବତୀ ଙ୍କୁ ନେଇ ତାଙ୍କ ପାଖରେ ମଧ୍ୟ ରଖିଥିଲେ।କିନ୍ତୁ ବର୍ତ୍ତମାନ ଯୁବକ ଜଣଙ୍କ ଯେତେବେଳେ ବାହା ହେବାକୁ ମନା କରି ଦେଇଛନ୍ତି।ଯୁବତୀ ଜଣଙ୍କ ନ୍ୟାୟ ପାଇଁ ଦାବି କରିଛନ୍ତି।ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଦିନରୁ ରାତି ହୋଇଗଲା ତଥାପି ଯେଉଁ ପ୍ରେମିକ ପାଇଁ ଘର ଆଗରେ ଧାରଣା ଦେଇଛନ୍ତି ତାଙ୍କୁ ଦେଖିବାକୁ ମିଳିନାହିଁ। ପରିବାର ଲୋକମାନେ ମଧ୍ୟ କେହି ନାହାନ୍ତି।ଯୁବତୀ ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ସେ କେତେ ବେଳୁ ବସି ରହିଛନ୍ତି ତଥାପି କେହି ଆସୁ ନାହାନ୍ତି। ନ୍ୟାୟ ପାଇଁ ସେ ବସି ରହିବେ।ଆଜି ଯେଉଁ ଭଳି ଦିନ ଯାଇ ରାତି ଚାଲିଗଲା ସେହିଭଳି କେତେ ଦିନ ଆଉ କେତେ ରାତି ଚାଲିଯିବ କିନ୍ତୁ ସେ ନ୍ୟାୟ ନ ପାଇବା ଯାଏଁ ପ୍ରେମିକ ଙ୍କ ଦୁଆର ମୁହଁରୁ ଉଠିବେ ନାହିଁ।
ଯୁବତୀ ଜଣଙ୍କ କହିଛନ୍ତି ଯେ ସେ ସବୁ ଡର ଭୟ ଛାଡ଼ି ପ୍ରେମିକ ଙ୍କୁ ପାଇବା ପାଇଁ ଏଠାକୁ ଆସିଛନ୍ତି।ଯୁବତୀ ଙ୍କୁ ସେହି ଗ୍ରାମର ଭାଇ ମାନେ ସାହାର୍ଯ୍ୟ ମଧ୍ୟ କରୁଛନ୍ତି। ତେଣୁ ସେ ଲଢେଇ ଜାରି ରଖିବେ। ସେ ଯଦି ହାରି ଯିବେ ତାହେଲେ କିଛି ପାଇବେ ନାହିଁ।ରଞ୍ଜନ ଙ୍କ ପାଇଁ ପ୍ରତୀକ୍ଷା ଅପେକ୍ଷା କରି ରହିଛନ୍ତି।ଏହି ଘଟଣା ଟି କେଉଁ ମୋଡ଼ ନେବ ତାହା କେହି ଜାଣି ନାହାଁନ୍ତି।କିନ୍ତୁ ପ୍ରତୀକ୍ଷା ନ୍ୟାୟ ପାଇଁ ଦାବି କରିଛନ୍ତି। ଶେଷରେ ତାଙ୍କୁ ନ୍ୟାୟ ମିଳିଛି ରଞ୍ଜନ ତାଙ୍କୁ ତାଙ୍କ ଗାଁ ମନ୍ଦିରରେ ବିବାହ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !