Exclusive Video-ବର୍ଷା ଗୋଟେ ସେକ୍ସ ଆଡିକଟେଡ଼ ଲେଡି,ଏମିତି କାଇଁ କହିଲେ ଆଇନଜୀବୀ ବନ ମହାନ୍ତି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଅଟୋ ସମାଜ ପ୍ରତି କଳଙ୍କ ଟୁଙ୍ଗୁରୁ ଭୋଳ। ବର୍ଷା ଜଣେ ଜଣେ ସେକ୍ସ ଆଡିକଟେଡ ଲେଡି ଆଉ ଟୁଙ୍ଗୁରୁ ଭୋଳ ହେଉଛି ଗୋଟେ ଦଣ୍ଡା ବାଳୁଙ୍ଗା।ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ଉପରେ ବର୍ଷିଲେ ଆଇନଜୀବୀ ବନ ମହାନ୍ତି।ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ପୁଣି ଏମାନଙ୍କ ଉପରେ ଏକ୍ସନ ନେବା ପାଇଁ କହିଲେ ଆଇନଜିବୀ ବନ ମହାନ୍ତି।

ଖୁବ୍ ଅଳ୍ପ ସମୟ ମଧ୍ୟରେ ସୋସିଆଲ ମିଡିଆ ସେନସେସନ୍‌ ପାଲଟି ଯାଇଥିବା ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କୁ ନେଇ ବଢୁଛି ଅଡ଼ୁଆ। ଯେଉଁ ମାନଙ୍କ ମାନସମ୍ମାନ ଇଜ୍ଜତ ବୋଲି କିଛି ନାଇ ସେମାନଙ୍କ ଖବର ପ୍ରସାରଣ କରି ଗଣ ମାଧ୍ୟମ ସେମାନଙ୍କୁ ଭାଇରାଲ କରୁଛି କହିଛନ୍ତି ଆଇନଜୀବୀ ବନ ମହାନ୍ତି।

ଆଇନଜୀବୀ ବନ ମହାନ୍ତି କହିଛନ୍ତି ବର୍ଷା ଜଣେ ସେକ୍ସ ଆଡିକଟେଡ ଲେଡି ଆଉ ଟୁଙ୍ଗୁରୁ ଭୋଳ ହେଉଛି ଗୋଟେ ଦଣ୍ଡା ବାଳୁଙ୍ଗା। ଏମାନଙ୍କର କିଛି ଲୋକ ଲଜ୍ୟା ନାହିଁ। ଆଉ ଗଣ ମାଧ୍ୟମ ଆଜି ଏମାନଙ୍କୁ ଏ ଜାଗାକୁ ନେଇ ଆସିଛନ୍ତି।

ତେବେ ନିକଟରେ ଟୁଙ୍ଗୁରୁ ଭୋଳ ଯେଉଁଭଳି ଭାବରେ ପ୍ରତିଦିନ ଟିଭି ଗଣ ମାଧ୍ୟମ ପ୍ରତିନିଧିଙ୍କ ସହିତ ଦୁର୍ବ୍ୟବହାର କରିଥିଲା ତାହା ଗ୍ରହଣୀୟ ନୁହେଁ। ତାକୁ ଅନୁଧ୍ୟାନ କଲେ ଟୁଙ୍ଗୁରୁ ଭୋଳ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା। କିନ୍ତୁ ଗଣ ମାଧ୍ୟମ ସେମାନଙ୍କୁ ହାଇଲାଇଟ୍ କରିବାରେ ଲାଗିଛି। ସେମାନଂକୁ ନେଇ ସିନେମାରେ ହିରୋ କରିବାକୁ ବସିଲେଣି। ଗୋଟିଏ ଛୁଟିଆ ଇଶୁକୁ ନେଇ ବଡ କରା ଯାଉଛି ବୋଲି କହିଛନ୍ତି ଆଇନ ଜୀବୀ ବନ ମହାନ୍ତି।

 ତେବେ ଟୁଙ୍ଗୁରୁ ଭୋଳ ଲୋକଙ୍କୁ ଭୂଆ ବନାଉଛି ଲୋକାଙ୍କୁ ଠକି ଚାଲିଚି ଓଡିଶା ଲୋକଙ୍କୁ ମିସଗାଇଡ କରୁଛି। ଅଟୋ ସମାଜ ପ୍ରତି ସେ ଗୋଟେ କଳଙ୍କ। ସାଧାରଣ ଲୋକମାନେ ଅଟୋରେ ଯିବା ପାଇଁ ଆଉ ସୁରକ୍ଷିତ ମନେ କରୁ ନାହାନ୍ତି ଆଉ ସେ ବିଶ୍ଵାସ କେବଳ ଟୁଙ୍ଗୁରୁ ଭୋଳ ପାଇଁ ଭାଙ୍ଗିଛି। ତେଣୁ ତାକୁ ହାଇଲାଇଟ୍ ନ କରି ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ଆଇନଜୀବୀ ବନ ମହାନ୍ତି।

ସୂଚନା ଯୋଗ୍ୟ ସ୍ବାମୀ ପିଲାଙ୍କୁ ଛାଡି ବିବାହିତ ମହିଳା ବର୍ଷା ନିଜ ଠାରୁ ବୟସରେ ଖୁବ୍ କମ ବୟସର ଯୁବକ ଅଟୋ ଡ୍ରାଇଭର ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ ଭୋଳଙ୍କ ପ୍ରେମରେ ପଡ଼ିଥିଲେ। ଆଉ ଦୁହିଁଙ୍କ ଭିତରେ ଶାରିରୀକ ସମ୍ପର୍କ ଗଢ଼ି ଉଠିବା ବେଳେ ବିବାହ ପାଇଁ ରାଜି ନ ହୋଇ ଚାଲି ଯାଇଥିଲେ ଟୁଙ୍ଗୁରୁ ଭୋଳ।

ଏହାପରେ ବର୍ଷା ଆସି ଭରତପୁର ଥାନାରେ ଅଭିଯୋଗ କରିଥିଲେ।ଆଉ ଏହାପର ଠାରୁ ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ଉଭୟଙ୍କ ସମ୍ପର୍କକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଛି। ଅଳ୍ପ କିଛି ଦିନ ଭିତରେ ହିଁ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।