viral video – ମୁଁ +୩ ପରେ ମଦ ବେପାର କରୁଛି “ଆମକୁ କାମ ଦିଅ, ହାଣ୍ଡିଆ ବେପାର ଛାଡିଦେବୁ” ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଉଛି ଏକ ଭିଡ଼ିଓ ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ରେ ଥିବା ଜଣା ପଡିଛି |ଆଉ ଯାହା କୁହାଯାଉଛି କି କଲେଜ ର ଜଣେ ଯୁବକ ଓ ଯୁବତୀ ମାନେ ତେବେ ଏହି ଡ୍ୟାନ୍ସ ମାଧ୍ୟମ ରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଏହି ଯୋଡି |

ତେବେ ସୁନ୍ଦର ଗୀତ ସାଙ୍ଗକୁ ସୁନ୍ଦର ଡ୍ୟାନ୍ସ ଓ ସୁନ୍ଦର ଯୋଡି ଷ୍ଟେଜ ରେ ଧମାଲ ମୋଚାଇ ଥିବା ଜଣା ପଡିଛି | ହଁ ଦର୍ଶକ ବନ୍ଧୁ ଆପଣ ମାନେ ଆଗରୁ ମଧ୍ୟ କଲେଜ ରେ ବହୁ ଡ୍ୟାନ୍ସ ଦେଖିଥିବେ ବା ଶୁଣିଥିବେ ହେଲେ ଏମିତି ଏକ ଡ୍ୟାନ୍ସ ସମସ୍ତ ଙ୍କୁ ବହୁତ ଆକର୍ଷିତ କରିଛି ବୋଲି | ତେବେ ଏହି ଯୋଡି ର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଧମାକାଦାର ଷ୍ଟେଜ ପେରଫୋରମାନ୍ସ ବିଷୟରେ |

ତେବେ ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ହେଉ ବା ଅନ୍ୟ ଜାଗା ରେ ଯଦି ଆପଣଙ୍କ ଆଗରେ ଯଦି ଆପଣଙ୍କ ଭଲ ମନ କୁ ଛୁଇଁଲା ଭଳି ଡ୍ୟାନ୍ସ ଦେଖିବାକୁ ମିଳିଥାଏ ତାହାଲେ ଆପଣ ଖୁସି ହେଇଥାନ୍ତି | ଠିକ ସେହିପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେବାରେ ଲାଗିଛି |

ଯେଉଁଥିରେ ଜଣେ ଯୁବକ ଓ ଯୁବତୀ କଲେଜ ଫେରୱେଲ ରେ ଡ୍ୟାନ୍ସ କରିଥିବା ର ନିଜର ଆସିଛି | ତେବେ ଏମିତି ଏକ ଭିଡ଼ିଓ କଲେଜ ଫେରୱେଲ ଦେଖିସାରିବା ପରେ ଏବେ ଏହା ସୋସିଆଲ ମିଡିଆରେ ଏହି ଭିଡ଼ିଓ ଟି ଏବେ ଘୁରିବୁଲୁଛି | ଆଉ ଯାହା ଦର୍ଶକ ମାନଙ୍କ ମନକୁ ମଧ୍ୟ ବେଶ ଆକୃଷ୍ଟ କରିଛି |

ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ଜଣେ ଯୁବକ ଓ ଯୁବତୀ କଲେଜ ଫେରୱେଲ ରେ ଡ୍ୟାନ୍ସ କରିଥିବା ର ନିଜର ଆସିଛି | ତେବେ ଏମିତି ଏକ ଭିଡ଼ିଓ କଲେଜ ଫେରୱେଲ ଦେଖିସାରିବା ପରେ ଏବେ ଏହା ସୋସିଆଲ ମିଡିଆରେ ଏହି ଭିଡ଼ିଓ ଟି ଏବେ ଘୁରିବୁଲୁଛି | ଆଉ ଯାହା ଦର୍ଶକ ମାନଙ୍କ ମନକୁ ମଧ୍ୟ ବେଶ ଆକୃଷ୍ଟ କରିଛି |

ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ ଜଣେ ଯୁବକ ଓ ଯୁବତୀ କଲେଜ ଫେରୱେଲ ରେ “ତେରି ମେରୀ ଗଲା ହୋଗୀ ମୋଶୂର’ „ ଗୀତ ର ତାଳେ ତାଳେ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ କରି ନିଜର କମାଲ ଦେଖାଇଛନ୍ତି |

ତେବେ ଗୀତ ସହିତ ଡ୍ୟାନ୍ସ ଟି କୁ ଦେଖିଲେ ଆପଣ ବିଶ୍ୱାସ କରିପାରିବେନି ଯେ ଏତେ ସୁନ୍ଦର ଭାବରେ ଡ୍ୟାନ୍ସ କରିଛନ୍ତି ଏହି ଯୁବତୀ ଓ ଯୁବକ ଜଣଙ୍କ | ତେବେ ଯୁବକ ଓ ଯୁବତୀ ଜଣଙ୍କର ଏହି ଡ୍ୟାନ୍ସ କୁ ସେଠାରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଓ କଲେଜ ର ଅଧ୍ୟକ୍ଷ ଅଧକ୍ଷା ମାନେ ଯୋଡି ଜଣଙ୍କର ଡ୍ୟାନ୍ସ ଦେଖି ବେଶ ପ୍ରଶଂସା କରିଥିବା ର ମଧ୍ୟ ଦେଖା ଯାଇଛି | ତାହା ସହିତ ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ବହୁତ ଦର୍ଶକ ଦେଖି ବିଭିନ୍ନ ପ୍ରକାର ର ମତ ଦେବା ସହିତ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!