viral ଭିଡ଼ିଓ : ପ୍ରେମିକ ସହ ଶୋଇଥିଲି ମୋ ସ୍ୱାମୀ ଦେଖିଦେଲା,ଆଉ ତା ପରେ ସ୍ୱାମୀ ଯାହା କଲା.. ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ମାତା-ପିତାଙ୍କ ସମ୍ପର୍କ ପରେ ସବୁଠାରୁ ପବିତ୍ର ସମ୍ପର୍କ ପତି-ପତ୍ନୀ ର ହୋଇଥାଏ । ହିନ୍ଦୁ ଧର୍ମ ରେ ବିବାହ କୁ ବହୁତ ମହତ୍ଵ ଦିଆଯାଇଛି । ସାଧାରଣତ କୁହାଯାଇଅଛି ଯେ, ବିବାହ ଦୁଇଟି ବ୍ୟକ୍ତି ଙ୍କ ମଧ୍ୟରେ ନୁହେଁ, ଦୁଇଟି ପରିବାର ମଧ୍ୟରେ ହୋଇଥାଏ ।
ଯେତେବେଳେ ଦୁହି ଜଣ ବିବାହ ବନ୍ଧନ ରେ ବାନ୍ଧି ହୋଇଥାନ୍ତି, ସେତେବେଳେ ଦୁହେଁ ଜନ୍ମ ଜନ୍ମାନ୍ତର ପାଇଁ ପରସ୍ପର ସହିତ ବାନ୍ଧି ହୋଇ ଯାଆନ୍ତି । ବିବାହ ସମୟ ରେ ଅଗ୍ନି ଙ୍କୁ ସାକ୍ଷୀ ରଖି ଉଭୟ ନବ ଦମ୍ପତି ପ୍ରତିଶୃତି କରିଥାନ୍ତି ଯେ, ୭ ଜନ୍ମ ପର୍ଯ୍ୟନ୍ତ ଦୁହେଁ ଏକା ସହିତ ସମସ୍ତ ପରିସ୍ଥିତି ରେ ଜୀବନ ଅତିବାହିତ କରିବେ ।
ମାତ୍ର କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ, ଏହି ପବିତ୍ର ସମ୍ପର୍କର ସମ୍ମାନ କରି ନଥାନ୍ତି । ଏହିଭଳି ପୁରୁଷ ଅନ୍ୟ ସ୍ତ୍ରୀ ଅଥବା ମହିଳା ମାନଙ୍କ ଠାରେ ଆକର୍ଷିତ ହୋଇ ଅନ୍ୟିତିକ ସମ୍ବନ୍ଧ ବନାଇଥାନ୍ତି । ଏପରି ସଂପୂର୍ଣ୍ଣ ଭୁଲ ଅଟେ । ଆଜି ଭଳି ଦିନ ରେ ଯୁବା ମାନେ ପ୍ରେମ ବିବାହ କୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ।
ଏହା କାରଣ ହୋଇଥାଏ, ଯେ ଦୁହିଜଣ ପରସ୍ପରକୁ ବିଶେଷ ମହତ୍ଵ ଦେଇ ନଥାନ୍ତି । ଏମାନେ ଅତି ଶୀଘ୍ର ପରସ୍ପର ଠାରୁ ବିରକ୍ତ ହୋଇଯାନ୍ତି । ଆପଣଙ୍କୁ ପୁରୁଷ ମାନଙ୍କ ବିଷୟ ରେ ଜଣାଇବାକୁ ଯାଉଅଛୁ, ଯେଉଁ ମାନେ ପର ସ୍ତ୍ରୀ ମାନଙ୍କ ଠାରେ ଅନେଇତିକ ସମ୍ପର୍କ ରଖିଥାନ୍ତି ।
ଘଟଣା ଟି ଘଟିଛି ଯାଜପୁର ଠାରେ ପୁରୁଷ ମାନେ ନିଜ ପତ୍ନୀ ମଧ୍ୟରେ ସନ୍ତୁଷ୍ଟ ରହି vନଥାନ୍ତି । ଏମାନେ ସାଧାରଣତ ବିବାହ ପରେ ମଧ୍ୟ ଅନ୍ୟ ସ୍ତ୍ରୀ ମାନଙ୍କ ଠାରେ ସମ୍ବନ୍ଧ ରଖିଥାନ୍ତି , ପୁରୁଷ ମାନେ ଦେଖିବାକୁ ବହୁତ ଶାନ୍ତ ଏବଂ ସରଳ ସ୍ଵୋଭାବର ହୋଇଥାନ୍ତି । ମାତ୍ର ଭିତରି ଭାଗରୁ ବହୁତ ଚାଲାକ ହୋଇଥାନ୍ତି । ସେ ରାତି ରେ ମଦ ଖାଇ ଆସି ମହିଳା ଙ୍କୁ ବାଡ଼େଇ ଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!