ସତ ହେଉଛି ମାଳିକା ବଚନ ! ନାରୀ ପାଖରେ ଏବେ ପୁରୁଷ ପାଲଟିଛି ମେଣ୍ଢା : ବ୍ୟୋମକେଶ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଆଜିକାଲିର ଆଧୁନିକ ସମାଜରେ ଯୁବକ ଯୁବତୀ ମାନେ ସବୁବେଳେ ପ୍ରେମ ପଛରେ ଦୌଡୁଛନ୍ତି। ଆପଣ ମାନେ ଦେଖିଥିବେ ଯେ ଯୁବକ ଯୁବତୀ ବହୁତ କମ୍ ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଭଲ ପାଇବା ହୋଇଯାଏ। ତେବେ ଭଲ ପାଇବା ଚିରସ୍ଥାୟୀ ହେଉନାହିଁ କିଛି ଦିନ ସେମାନଙ୍କ ମଧ୍ୟରେ ଭଲ ପାଇବା ଖୁବ ନିବିଡ଼ ହୋଇଯାଏ।
ଏବଂ ଖୁବ ଶୀଘ୍ର ମଧ୍ୟ ସେମାନଙ୍କ ମଧ୍ୟରେ ବ୍ରେକପ ହୋଇ ଯାଉଛି। ହଁ, ବ୍ରେକଅପ୍ ହେଉଛି ଏପରି ଶବ୍ଦ, ଆଜିକାଲି, ପୁଅ ଏବଂ ଝିଅର ପ୍ରେମରେ, ଯଦି କିଛି କାରଣ କୁ ନେଇ ଝଗଡା ହେଉଛି ସେମାନେ କେବଳ ଗୋଟିଏ ଶବ୍ଦ ବ୍ରେକଅପ୍ କୁହନ୍ତି! ତାପରେ ସେମାନଙ୍କ ମଧ୍ୟରେ ଭଲ ପାଇବା ରହୁନାହିଁ। ମନ ମଧ୍ୟରେ ଶତ୍ରୁତା ରହୁଛି।
ତେବେ ଏହି ଭଲ ପାଇବା ଏବଂ ବ୍ରେକଅପ କୁ ନେଇ ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ ଜଣାଇବୁ ଯାହା ଜାଣିଲା ପରେ ଆପଣମାନେ ନିଜେ ହିଁ ଭାବିବେ ଆଜିକାଲି ପୁଅ ଏବଂ ଝିଅର ଅବସ୍ଥା କ’ଣ ହେଉଛି ?
ତେବେ ଘଟଣାଟି ହେଉଛି, ଜଣେ ଯୁବକ ପ୍ରେମିକାକୁ ଦେଖା କରିବା ପଡ଼ିଲା ମହଙ୍ଗା, ଆପଣ ମାନେ ପୁରା ଘଟଣା ଜାଣିଲା ପରେ ନିଶ୍ଚିତ ଭାବରେ ତାଜୁକ ହୋଇ ଯିବେ। ଆପଣଙ୍କର ଯଦି କେହି ପ୍ରେମିକା ଅଛନ୍ତି ଦେଖା କରିବା ପୂର୍ବରୁ ଦଶଥର ଚିନ୍ତା କରିବେ।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ ଜଣାଇବୁ ଯାହା ଜାଣିଲା ପରେ ଆପଣମାନେ ନିଜେ ହିଁ ଭାବିବେ ଆଜିକାଲି ପୁଅ ଏବଂ ଝିଅର ଅବସ୍ଥା କ’ଣ ହେଉଛି ?
ତେବେ ଘଟଣାଟି ହେଉଛି, ଜଣେ ଯୁବକ ପ୍ରେମିକାକୁ ଦେଖା କରିବା ପଡ଼ିଲା ମହଙ୍ଗା, ଆପଣ ମାନେ ପୁରା ଘଟଣା ଜାଣିଲା ପରେ ନିଶ୍ଚିତ ଭାବରେ ତାଜୁକ ହୋଇ ଯିବେ। ଆପଣଙ୍କର ଯଦି କେହି ପ୍ରେମିକା ଅଛନ୍ତି ଦେଖା କରିବା ପୂର୍ବରୁ ଦଶଥର ଚିନ୍ତା କରିବେ।ତେବେ ଏହି ଭ୍ରଛୁଆଲ କ୍ରାଇମ ର ସବୁଠାରୁ ପ୍ରଥମ ନଜର ରହୁଛି ଯୁବତୀ ଙ୍କର ଉପରେ ଏବଂ ଯୁବତୀ ମାନେ ମଧ୍ୟ ବହୁଳ ଭାବରେ ଏହାର ଶିକାର ହେଉଛନ୍ତି।
କେବଳ ଗୋଟିଏ ଦେଶ ବା ରାଜ୍ୟରେ ନୁହେଁ ବରଂ ପ୍ରାୟ ସମସ୍ତ ଦେଶ ଓ ରାଜ୍ୟରେ ଏହା ଧୀରେ ଧୀରେ ବଳବତ୍ତର ହେବାରେ ଲାଗିଛି।ତେବେ ସୂଚନାଯୋଗ୍ୟ ଯେ,ବର୍ତ୍ତମାନ ଅନଲାଇନ ସେକ୍ସ ରକେଡ କଥା ଆପଣ ମାନେ ଶୁଣୁଥିବେ।ତେବେ ଏହି ଗ୍ୟାଙ୍ଗ ପ୍ରାୟ ସବୁ ରାଜ୍ୟ ରେ ଲୁଚିକରି ନିଜର ପରିଚୟ ଲୁଚାଇ କି ସକ୍ରିୟ ରହୁଛନ୍ତି।
ତେବେ ବର୍ତ୍ତମାନ ଏହି ଗ୍ୟାଙ୍ଗ ର ନଜର ଏବେ ଆମ ରାଜ୍ୟ ଓଡ଼ିଶା ଉପରେ ପଡିଛି।ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶା ରେ ଭ୍ରଛୁଆଲ ସେକ୍ସ ରକେଡ ଧୀରେ ଧୀରେ ମାତିବାରେ ଲାଗିଛି। ଏମାନେ ଅତି ଚତୁର ଭାବରେ ନିଜ ଗ୍ୟାଙ୍ଗ ର ଲୋକମାନ ଙ୍କୁ ଯୁବତୀ ମାନଙ୍କୁ ଶୋଷଣ କରିବାର ଉପାୟ ଶିକ୍ଷା ଦେଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !