Exclusive : ସେକ୍ସ ଗୋଟେ ବାଇଓଲୋଜିକାଲ ନିଡ଼ ..ସମସ୍ତେ କରୁଛନ୍ତି ..ଆଉ କରିବେ : ବ୍ୟୋମକେଶ ତ୍ରିପାଠୀ କହିଲା ଏମିତି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

ଏବେ ଯୁଆଡେ ଦେଖିବ କେବଳ ବାବୁସାନ ଓ ପ୍ରକୃତି ଙ୍କୁ ନେଇ ଚର୍ଚ୍ଚା କାରଣ ଆଜି ସକାଳେ ରୋଡ଼ ଉପରେ କିଛି ଏମିତି ଘଟଣା ଘଟିଛି ଯାହାକୁ ଶୁଣିଲେ ଓ ଦେଖିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ବାବୁସାନ ଓ ତୃପ୍ତି ଙ୍କର ଯୋଡ଼ି କୁ ଦର୍ଶକ କେତେ ମାତ୍ରା ରେ ଯେ ଭଲ ପାଆନ୍ତି | କିନ୍ତୁ ବାବୁସାନ ଏବେ ଏମିତି ଘଟଣା ଘଟଇଲେ ଯାହା ଖୁବ ନିନ୍ଦନୀୟ ଅଟେ ଏବଂ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ କେହି ତାଙ୍କ ଠାରୁ ଏମିତି ଆଶା କରି ନଥିଲେ |

ଏହି ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ବାବୁସାନ ଓ ପ୍ରକୃତି ଏକ କାର ରେ ଏକାଠି ମିଶି ଯାଉ ଥିବା ବେଳେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ନିଜ ବାପା ଙ୍କ ସହ ଆସି ତାଙ୍କୁ ଅଟକାଇ ଥିଲେ | ଏହାପରେ ବାବୁସାନ ଙ୍କର ସାର୍ଟ ଧରି ଅନେକ ଗାଳି ଗୁଲଜ କରି ଥିଲେ ଏବଂ ଏହା ପରେ ଗାଡ଼ି ଭିତରେ ଥିବା ବେଳେ ପ୍ରକୃତି ଙ୍କର ଚୁଟି ଧରି ପିଟା ପିଟି ମଧ୍ୟ କରି ଥିଲେ | ତେବେ ଗାଡ଼ି ଭିତରୁ ବାହାରି ପ୍ରକୃତି ମିଶ୍ର ଯେତେ ବେଳେ ଚାଲି ଯାଉ ଥିଲେ ସେତେ ବେଳେ ତୃପ୍ତି ତାଙ୍କ ପଛରେ ଗୋଡ଼ାଇ ତାଙ୍କୁ ଠେଲି ଦେଇ ଥିଲେ |

ରାସ୍ତା ମଝିରେ ତୃପ୍ତି ଚିଲେଇ ଚିଲେଇ କହୁ ଥିଲେ କି ଏ ହେଉଛି ପ୍ରକୃତି ମିଶ୍ର ପ୍ରେମମ ଫିଲ୍ମ ରୁ ବାବୁସାନ ଙ୍କ ସହ ପ୍ରେମ କରୁଛି | ଏ ପ୍ରକୃତି ମିଶ୍ର ମୋ ପରିବାର କୁ ଧ୍ୱଂସ କରୁଛି, ତିନି ବର୍ଷ ହେଲାଣି ଏ ମୋ ସଂସାର ଭାଗୁଛି ଏମିତି ଅନେକ କଥା ତୃପ୍ତି ସମସ୍ତ ଙ୍କ ସାମ୍ନା ରେ କହି ଥିଲେ | ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚହଳ ପକାଇଛି ଏବଂ ଏହାକୁ ଦେଖି ଲୋକେ ମଧ୍ୟ ଖୁବ ନିନ୍ଦା କରିଛନ୍ତି ଏବଂ ତୃପ୍ତି ଙ୍କୁ ସପର୍ଟ କରିଥିବାର ଦେଖିବାକୁ ମିଳି ଥିଲା |

କାରଣ ସେମାନଙ୍କ ବ୍ୟବହାର ଯାହାକି ସମାଜ ଉପରେ ଗଭୀର ଭାବରେ ପଡ଼ିଥାଏ। ଆପଣ ମାନେ ଅନେକ କଳାକାରଙ୍କୁ ଦେଖିଥିବେ ଯାହାକି ନିଜର ଭୂଲ ପାଇଁ ଲୋକ ମାନଙ୍କ ପାଖରେ ସମାଲୋଚିତ ହେବା ପାଇଁ ପଡ଼ିଥାଏ। ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏପରି କିଛି ଖବର ଶୁଣିବା ପାଇଁ ମିଳିଛି। ଯାହାକି ବାବୁସାନ ଏବଂ ପ୍ରକୃତି ମିଶ୍ର ଚୋର ପ୍ରେମରେ ତାଙ୍କ ସ୍ତ୍ରୀ ବିଚ ରାସ୍ତାରେ ମାଡ଼ ମାରିବା ଦେଖିବା ପାଇଁ ମିଳିଛି। ବାବୁସାନଙ୍କ ବିଦ୍ୟରାଣ ଫିଲ୍ମରେ ପ୍ରକୃତି ମିଶ୍ର ହିରୋଇନ ଭାବରେ ଅଂଶ ଗ୍ରହଣ କରିଥିଲେ।

ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ବାବୁସାନ ଓ ପ୍ରକୃତି ଏକ କାର ରେ ଏକାଠି ମିଶି ଯାଉ ଥିବା ବେଳେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ନିଜ ବାପା ଙ୍କ ସହ ଆସି ତାଙ୍କୁ ଅଟକାଇ ଥିଲେ | ଏହାପରେ ବାବୁସାନ ଙ୍କର ସାର୍ଟ ଧରି ଅନେକ ଗାଳି ଗୁଲଜ କରି ଥିଲେ ଏବଂ ଏହା ପରେ ଗାଡ଼ି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।