Shocking Video-ଗଙ୍ଗାନଦୀରେ ହଠାତ ପାଣି ଆସିଯିବା ପରେ ଫସିଯାଇଥିଲେ ହାତୀ ଓ ମାହୁନ୍ତ- କଣ ହେଲା ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବନ୍ୟ ଜନ୍ତୁ ମାନଙ୍କ ପ୍ରତି ସାଧାରଣରେ ଲୋକଙ୍କ ମନରେ ଏକ ଭୟ ରହିଥାଏ। କାରଣ ଯଦି କୌଣସି କାରଣରୁ ଆପଣ ତାଙ୍କର ଆକ୍ରମଣର ଶିକାର ହେବେ ତେବେ ଜୀବନ ଗଲା ବୋଲି ଜାଣି ନିଅନ୍ତୁ। ତେବେ ସେସବୁ ଘଟଣାର ଦୃଶ୍ୟ ବହୁତ୍ ଭୟାନକ ହୋଇଥାଏ।

ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏହିପରି ଭାଇରାଲ ଘଟଣା ସବୁ ଦେଖୁଥିବେ ଏବଂ ସେୟାର ମଧ୍ୟ କରୁଥିବେ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ ଯାହାକୁ ଦେଖିଲେ ବହୁତ୍ ଖୁସି ମଧ୍ଯ ଲାଗିଥାଏ।କିନ୍ତୁ ସେହିପରି କିଛି ଖୁସି ମଜାର ଭିଡିଓ ବ୍ୟତୀତ କିଛି ଏମିତି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ ।

ଯାହା ସାଧାରଣରେ ସମସ୍ତଙ୍କୁ ଭୟଭୀତ କରାଇଥାଏ। କାରଣ ଏହାର ଭୟାବହତା ସେହିପରି ରହିଥାଏ। ଆଉ ଏହିଭଳି ଭିଡିଓ ଯାହା ବେଶ୍ ଭାଇରାଲ ବି ହୋଇଥାଏ। ଲୋକେ ଏହାକୁ ଦେଖି ଚକିତ ହୋଇ
ଯାଇଥାନ୍ତି। ତେବେ ଏହିପରି ଅନେକ ଭିଡିଓ ଯାହା ମାତ୍ର ଅଳ୍ପ ସମୟ ମଧ୍ୟରେ ଆମ ସମ୍ମୁଖରେ ଆସି ପହଞ୍ଚି ଯାଇଥାଏ ଏଵଂ ଆମେ ସେ ବିଷୟରେ ଜାଣିବାର ସୁଯୋଗ ପାଇଥାଉ।

ଆମେ କହୁଥିବା ଏହି ଭିଡିଓ ରେ ସେମିତି କଣ ଘଟିଛି ତାହା ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ବି ଭୟରେ ଥରି ଉଠିବେ।ଏହି ଘଟଣାଟି ହେଉଛି ଚାଲସା ନାଗରକଟା ରୋଡ ର। ଦିନ ଦ୍ଵି ପ୍ରହରରେ ଘଟିଥିବା ଏହି ଘଟଣାକୁ ଦେଖିଲେ ଆପଣ ବି ଡରି ଯିବେ।

ଏଠାରେ ଏକ ମା ହାତୀ ରାସ୍ତା ଉପରେ କିପରି ଭାବରେ ଜଣେ ସାଇକେଲ ଚଲାଳି ଙ୍କୁ ଆକ୍ରମନାତ୍ମକ ଢଙ୍ଗରେ ଗୋଡାଉଛି ତାହା ଥରେ ଦେଖନ୍ତୁ। ଏହାକୁ ଦେଖି ସାଇକେଲ ଚାଳକ ଜଣଙ୍କ ବହୁତ୍ ଜୋର୍ ରେ ପ୍ୟାଡେଲ ମାଡ଼ି ସେଠାରୁ ଦୂରକୁ ଯିବାକୁ ଚେଷ୍ଟା କରୁଛନ୍ତି ଆଉ ଯାଉଛନ୍ତି।

ତେବେ କିଛି ସମୟ ପରେ ଦେଖିବା ପାଇଁ ମିଳୁଛି ଯେ ହାତୀ ଛିଡା ହୋଇଥିବା ଦିଗର ପଛ ପଟେ କିଛି କାର୍ ଗୁଡ଼ିକ ଛିଡା ହେଇଛନ୍ତି ଏବଂ ସେମାନେ ସେଠାରୁ ଗାଡ଼ି ଘୁରାଇ ପଛକୁ ଫେରି ଯିବାକୁ ବାହାରି ଛନ୍ତି। ଏହାପରେ ଏହି ସମୟରେ ମା ହାତୀଟି ଗାଡ଼ି ଗୁଡ଼ିକ ଆଡ଼କୁ ଯାଉଛି ଏବଂ ପୁଣି ଛିଡା ହେଇ ଯାଉଛି।

ଏହାପରେ ଯାହା ଦେଖିବାକୁ ମିଳୁଛି ତାହା ବେଶ୍ ଆଶ୍ଚର୍ଯ୍ୟ କରିବା ଭଳି। କାରଣ ସେଠାରେ ମାଆ ହାତୀ ସହିତ ତାର ପିଲାମାନେ ମଧ୍ୟ ଦଳ ହୋଇ ଜଙ୍ଗଲ ଭିତରୁ ବାହାରି ଆସୁଛନ୍ତି ଏବଂ ରାସ୍ତା ପାରି ହୋଇ ମାଆ ସାଙ୍ଗରେ ଅପର ପାର୍ଶ୍ଵ କୁ ଚାଲି ଯାଉଛନ୍ତି। କାହାକୁ ଆକ୍ରମଣ ନକରି ସେମାନେ ସାଙ୍ଗ ହୋଇ ଜଙ୍ଗଲ ଭିତରକୁ ଚାଲି ଯାଉଛନ୍ତି।ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।