Exclusive : ମୋର ଶଙ୍କର ଦରକାର ! ମତେ ଜବରଦସ୍ତି ପ୍ରେମ କଲା..ମୋ ସ୍ୱାମୀ ମତେ ଛାଡିଦେଲା ..ମୁଁ ଏବେ କେମିତି ବଞ୍ଚିବି….ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…..

ଟୁଙ୍ଗୁର ଭୋଳ ପରେ ଏବେ ଶଙ୍କର କହଁର । ସ୍ତ୍ରୀ ମାନ୍ୟତା ପାଇଁ ଧାରଣା । ନ୍ୟାୟ ପାଇଁ ଥାନାରେ ଧାରଣାରେ ବସିଛନ୍ତି ମହିଳା । ଟୁଙ୍ଗୁରୁ ଭୋଳ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କ ଜିଦ୍ ଯେ ମୋର ଶଙ୍କର କହଁର ଦରକାର । ସିଏ ବାହା ହେଲେ ବି ମୁଁ ତା ସହ ରହିବି ବୋଲି ଜିଦ୍ ଧରି ବସିଛନ୍ତି ମହିଳାଜଣକ ।

ମହିଳାଙ୍କ ଅଭିଯୋଗ ଯେ, ଶଙ୍କର କହଁର ମୋ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ମାନେ ସେ ମୋତେ ବାହାହେବେ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ନୟାପଲ୍ଲୀ ଥାନା ଆଗରେ ଧାରଣା ଦେଇଛନ୍ତି ମହିଳା ଜଣକ । ସେପଟେ ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଛି ନୟାପଲ୍ଲୀ ପୋଲସ । ସ୍ତ୍ରୀର ମାନ୍ୟତା ପାଇଁ ଥାନାରେ ଧାରଣାରେ ବସିଛନ୍ତି ମହିଳା । ସିଏ ବାହା ହେଲେ ବି ମୁଁ ତା ସହ ରହିବି ବୋଲି ଜିଦ୍ ଧରି ବସିଛନ୍ତି ମହିଳାଜଣକ ।

ମହିଳାଙ୍କ ଅଭିଯୋଗ ଯେ, ଶଙ୍କର କହଁର ମୋ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ମାନେ ସେ ମୋତେ ବାହାହେବେ । ମହିଳା ଜଣକ କହିଥିଲେ କି ସେମାନେ ଗତ ୨ ବର୍ଷ ହେଲା ଶାରୀରିକ ସଂପର୍କ ରଖିଥିଲେ ଏବେ ନୁହେଁ ଏହି ସଂପର୍କ କରୋନା ସମୟରେ ଚାଲିଥିଲା ।

ଶଙ୍କର କହଁର ଙ୍କ ର ଏକ ଚାହା ଦୋକାନ ଥିଲା ସେହି ଦୋକାନ ରେ ମହିଳା ଜଣକ କାମ କରୁଥିଲେ ୫୦୦ ଟଙ୍କା ଲେଖଏଁ ଦେଉଥିଲେ ଓ ସେମାନେ ଏକା ସହିତ ଜରି ଘୋଡ଼ାଇ ରହୁଥିଲେ । ସେମାନେ ଏକା ସହିତ ରହୁଥିଲେ ସମସ୍ତେ ଜାଣିଥିଲେ ।

ସେମାନେ ୨ ବର୍ଷ ଧରି ଏକାଠି ରହୁଥିଲେ ଓ ମହିଳା ଜଣକ ବିବାହିତ ଥିଲେ । ଏମିତି କିଛି ଦିନ ଚାଲିବା ପରେ ମହିଳା ଜଣ କୁ ୨ ରୁ ୩ ମାସ ପଇସା ଦେଲେ ତାପରେ ସେ ଆଉ ଟଙ୍କା ଦେଲେ ନାହିଁ ।ମହିଳା ଜଣକ କହିବାରୁ ସେ କହିଲେ କି ବ୍ୟବସାୟ ଚାଲୁନାହି କାହିଁକି ଆଉ ଟଙ୍କା ଦେଲେ ନାହିଁ ଏହି ପରି ଭାବରେ ଚାଲିଥାଏ ।

ଦିନେ ଶଙ୍କର କହଁର ମଦ ଖାଇ ଆସି ମହିଳା ଙ୍କ ପ୍ରତି ଅସଦାଚରଣ ବ୍ୟବହାର କରିଲେ ଓ ତାଙ୍କୁ ଜବରଦସ୍ତ ରେପ୍ କରିଲେ । ଶଙ୍କର କହଁର ଏଭଳି କାମ କରିବାରୁ ମହିଳା ଜଣକ ଥାନା ରେ ଯାଇ ଏଫାର୍ ଦବା ପାଇଁ ଥାନା କୁ ଯିବେ ବୋଲି କହିଥିଲେ କିନ୍ତୁ ଶଙ୍କର କହଁର ତାଙ୍କୁ ମନା କରିଥିଲେ ତଥାପି ସେ ଯାଇକି ମହିଳା ଥାନା ରେ ଜଣାଇଥିଲେ , ଓ ତାପରେ ମହିଳା ଥାନା ରୁ ଲୋକ ଆସି ସମାଧାନ କରିଥିଲେ ।

ସେଥି ରେ ସେ କହିଥିଲେ କି ୨୫୦୦ ଟଙ୍କା ମାସକୁ ଦେବେ ଓ ହାଟ ବାବଦ କୁ ୫୦୦ ଟଙ୍କା ଦେବେ କହିଥିଲେ । ତାପରେ ସେ ନ ମାନି ସେ ଆଉ ଗୋଟିଏ ବିବାହ କରିଥିଲେ । ସେହି କଥା ଶୁଣି ମହିଳା ଜଣକ ସାଙ୍ଘାତିକ ଅଭିଯୋଗ ଆଣି ନୟାପଲ୍ଲୀ ଥାନା ଆଗରେ ଧାରଣା ଦେଇଛନ୍ତି ମହିଳା ଜଣକ । ସେପଟେ ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଛି ନୟାପଲ୍ଲୀ ପୁଲସ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।