Viral Video : ଏହି ହିରୋଙ୍କୁ ବାହା ହେବେ ପ୍ରକୃତି ମିଶ୍ର ,ପ୍ରକୃତିକୁ ବୁଝାଇଲେ ବାପା ମନ୍ମଥ ମିଶ୍ର ! ଦେଖନ୍ତୁ viral ଭିଡ଼ିଓ ଟିକୁ…

ରାଜଧାନୀ ରାଜରାସ୍ତାରେ ଆଜି ସକାଳୁ ଏକ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ଏହା କୌଣସି ଫିଲ୍ମର ଦୃଶ୍ୟ ନଥିଲା, ସତ ଘଟଣା ଥିଲା । ଓଲିଉଡ ଷ୍ଟାର ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ।

ତୃପ୍ତି କହୁୂଥିଲେ ଯେ, ‘ତୁ ମୋ ପରିବାର ଧ୍ୱଂସ କରିଛୁ।’ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଘଟଣା ପରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଖାରବେଳ ନଗର ଥାନାରେ ପ୍ରକୃତିଙ୍କ ମର୍ଯ୍ୟାଦା ହାନି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଏଥିସହିତ ପ୍ରକୃତି ଏବେ ଚେନ୍ନାଇରେ ଥିବା ମନ୍ମଥ ମିଶ୍ର ସ୍ପଷ୍ଟ କରିଛନ୍ତି ।

ଉକ୍ତ ଘଟଣା ଘଟିବା ପରେ ପ୍ରକୃତି ମିଶ୍ର କହିଛନ୍ତି ଯେ, ମୋତେ ଏୟାରପୋର୍ଟକୁ ଆଣିବାକୁ ବାବୁସାନ ଯାଇଥିଲେ । ରାସ୍ତାରେ ତାଙ୍କ ପତ୍ନୀ ଓ ଶ୍ୱଶୁର ହଠାତ୍ ଗୁଣ୍ଡା ଧରି ଆସି ଆକ୍ରମଣ କଲେ । ବାବୁସାନଙ୍କୁ ଟର୍ଚର କରିବା ସହ ମୋତେ ଫିଜିକାଲ ଆବ୍ୟୁଜ କଲେ ।

ମୋ ଚୁଟି ଧରି ଭିଡ଼ାଭିଡ଼ି କରିଛନ୍ତି । ମୋ ସହ ଯାହା ଘଟିଛି ମୁଁ କେବେ ଭୁଲିବି ନାହିଁ । ମୁଁ ଏହା ବିରୋଧରେ ଆଇନଗତ ପଦକ୍ଷେପ ନେବି । ଷ୍ଟାର କଳିକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ବାବୁସାନଙ୍କର ପତ୍ତା ମିଳୁନି । ଏହାରି ମଧ୍ୟରେ ଚେନ୍ନାଇରୁ ଫେରିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଖାରବେଳନଗର ଥାନା ପୋଲିସ ପଚରାଉଚରା କରିଛି ।

ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଘରେ ଖାରବେଳନଗର ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ଘରେ ପହଞ୍ଚିଥିଲେ । ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ରଙ୍କ ତରଫରୁ ପ୍ରଥମ ମାମଲା ତୃପ୍ତିଙ୍କ ବିରୋଧରେ ରୁଜୁ କରିଛନ୍ତି । ସେହିପରି ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ପକ୍ଷରୁ ଦ୍ୱିତୀୟ ମାମଲା ପ୍ରକୃତିଙ୍କ ବିରୋଧରେ ରୁଜୁ ହୋଇଛି ।

ଅନ୍ୟପଟେ ବାବୁସାନ ମହାନ୍ତି କହିଛନ୍ତି ଯେ, ପ୍ରକୃତି ମୋର ଭଲ ସାଙ୍ଗ । ମୋ ଫିଲ୍ମର ପ୍ରମୋସନ ପାଇଁ ଆମେ ଆଜି ଚେନ୍ନାଇ ଆସିଥିଲୁ । ପ୍ରକୃତିଙ୍କୁ ଏୟାରପୋର୍ଟ ଆଣିବା ପାଇଁ ମୁଁ ଯାଇଥିଲି । ରାସ୍ତାରେ ମୋ ପତ୍ନୀ ହଠାତ୍ ଆସି ଆକ୍ରମଣ କଲେ ।

ଶ୍ୱଶୁର ବି ଆସି ହାରାସ୍ କଲେ ଯାହା ଆଦୌ ଠିକ୍ ନୁହେଁ । ମୋ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ସଂପୃକ୍ତ ନୁହଁନ୍ତି । ଆମ କାମ କ’ଣ, ଆମ କାମକୁ ସେ ଜାଣିପାରୁ ନାହାନ୍ତି । ଇଣ୍ଡଷ୍ଟ୍ରୀରେ ବହୁତ ହିରୋଇନଙ୍କ ସହ କାମ କରିବାକୁ ପଡ଼େ । ମୁଁ ବିଭିନ୍ନ ହିରୋଇନଙ୍କ ସହ କାମ କରିବାକୁ ବାଧ୍ୟ । ମୁଁ ମୋ ପତ୍ନୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେବିନି ପ୍ରକୃତି ଯାହା କରିବା କଥା କରିବେ ।

ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ରଙ୍କ କହିଛନ୍ତି ଖୁବ୍ ଜଲଦି ତାଙ୍କ ଝିଅ ଙ୍କ ବାହା ଘର କରିବେ ବୋଲି କହିଛନ୍ତି । ଏତେ ଅପନିନ୍ଦା ସାହି ପାରିବେନି ଏବେ ଲୋକ ଙ୍କ ମନରେ ପ୍ରଶ୍ନ ଆସୁଛି କୁ ପ୍ରକୃତି ମିଶ୍ର ଙ୍କୁ କିଏ ବିବାହ କରିବେ । ପ୍ରକୃତି ମିଶ୍ର ବି ବିବାହ କରିବା ପାଇଁ ଜାଉଛନ୍ତି ତାଙ୍କର ବୟଫ୍ରେଣ୍ଡ ରତୁଲ ଙ୍କ ସହିତ ଏହି ଦିନ ରେ ଡେଟିଂ କରୁଥିଲେ ଓ ଏବେ ବିବାହ ବନ୍ଧନ ରେ ବାନ୍ଧିବା କୁ ଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।