IAS Interview Questions ! ପୁଅ ମାନଙ୍କର ଲମ୍ବା ଥାଏ ,ଝିଅ ମାନଙ୍କର ଗୋଲ ତାହା କଣ,ସାହସ ଅଛି ତ ଉତ୍ତର ଦିଅ….

ପୁଅ ବା ଝିଅ ଆଇଏଏସ୍‌ ଅଫିସରଟିଏ ହେଉ-ଏମିତି ସ୍ୱପ୍ନ କେଉଁ ବାପା-ମା’ଙ୍କ ଆଖିରେ ନ ଥାଏ ? ହେଲେ ଆଇଏଏସ ପାଇବା ଏତେ ସହଜ ନୁହେଁ। ୟୁପିଏସ୍‌ସି ପରୀକ୍ଷା ଯେତିକି କଷ୍ଟ ତା’ଠାରୁ ବେଶି କଷ୍ଟ ‘ଇଣ୍ଟରଭ୍ୟୁ’ ପର୍ଯ୍ୟାୟ।ଏହି ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରିବେ, ଇଣ୍ଟରଭ୍ୟୁକୁ କିପରି ସାମ୍ନା କରିବେ ସେ ନେଇ ଆଇଏଏସ୍‌ ଦୀପକ ଗୁପ୍ତା ତାଙ୍କର ଏକ ପୁସ୍ତକ ‘The Steel Frame A History Of the IAS’ରେ ଲେଖିଛନ୍ତି ।

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।
ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;

ପ୍ରଶ୍ନ-୧- ମହିଳା ମାନେ ଶାଢ଼ୀ ତଳେ କଣ ପିନ୍ଧନ୍ତି ?
ଉତ୍ତର- ଚପଲ

ପ୍ରଶ୍ନ-୨- ସେଇଟା କଣ ଯାହାକୁ ଝିଅ ମାନେ କଲା ବେଳେ କଷ୍ଟ ହୋଇ ଥାଏ ?
ଉତ୍ତର- କାନ ଫୋଡିଲା ବେଳେ

ପ୍ରଶ୍ନ -୩- ସେଇଟା କଣ ଯାହା ଗାଈ ମାନକ ପଛରେ ଥାଏ ଓ ମହିଳାମାନଙ୍କ ଆଗରେ ଥାଏ ?
ଉତ୍ତର- w(,cow, women )ପ୍ରଶ୍ନ-୪- ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କୁ ଦେବା ପୂର୍ବରୁ ଆପଣଙ୍କ ଠାରୁ ନେବାକୁ ପଡି ଥାଏ ?
ଉତ୍ତର- ଫଟୋ

ପ୍ରଶ୍ନ -୫- ଏମିତି କେଉଁ ଜିନିଷ ଯାହା ପୁଅ ମାନଙ୍କର ଲମ୍ବା ଥାଏ ଆଉ ଝିଅ ମାନଙ୍କର ଗୋଲ ଥାଏ ?
ଉତ୍ତର- ମୁଣ୍ଡର ଟୀକା

ପ୍ରଶ୍ନ-୬- ମୃତ୍ୟୁ ପରେ ଯିଏ ଠିଆ ହୋଇ ପାରେ ସେ କିଏ ?
ଉତ୍ତର- ଗଛ

ପ୍ରଶ୍ନ-୭- ନ ରୁ ଆରମ୍ଭ ନ ରେ ଶେଷ ଦେଖୁ ଥାଏ ସାରା ଦୁନିଆ ଦୃଶ୍ୟ ତାହା କଣ ?
ଉତ୍ତର- ନୟନ

ପ୍ରଶ୍ନ-୮- କାହାକୁ ଆପଣ ଥରେ ଖାଇବା ପରେ ଦ୍ଵିତୀୟ ଥର ଖାଇବାକୁ ଇଛା କରନ୍ତି ନାହିଁ ?
ଉତ୍ତର- ଧୋକା

ପ୍ରଶ୍ନ- ୯- ଉତ୍ତାପ ନ ପାଇକି ବି ସେ ଗରମ ହୁଏ ସେ କିଏ ?
ଉତ୍ତର- ମୁଣ୍ଡ

ପ୍ରଶ୍ନ- ୧୦- କେଉଁ ଜିନିଷ ଆମେ ଦେଖିପାରୁ କିନ୍ତୁ ଛୁଆଁଇ ପାରୁ ନାହିଁ ?
ଉତ୍ତର- ସ୍ୱପ୍ନ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।