ମାତୃତ୍ଵ ଲାଭ ଜଣେ ମହିଳା ପାଇଁ ଖୁବ୍ ସୁନ୍ଦର ଅନୁଭବ ଆଣିଥାଏ। ବିବାହ ପରେ ଯେତେବେଳେ ନାରୀଟିଏ ମା ହେବାର ସୌଭାଗ୍ୟ ଅର୍ଜନ କରିଥାଏ,ସେତେବେଳେ ସେ ନାରୀର ଜୀବନରେ ପୂର୍ଣ୍ଣତା ଆସି ଥାଏ।ଏଥି ନିମନ୍ତେ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ଶାରୀରିକ ସଂପର୍କ ରଖିବାକୁ ପଡ଼ିଥାଏ।ତେବେ କିଛି ଦମ୍ପତି ବାପା ମା ହେବାର ସୌଭାଗ୍ୟ ଅର୍ଜନ କରି ପାରନ୍ତି ନାହିଁ। ଏହାକୁ ନେଇ ଦମ୍ପତି ମାନେ ଖୁବ୍ ଚିନ୍ତିତ ରହିଥାନ୍ତି।
ଆଜିକାଲି ଗର୍ଭ ନ ରହିବା ସମସ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ବାରମ୍ବାର ଚେଷ୍ଟା କଲା ପରେ ମଧ୍ୟ ଗର୍ଭ ରହୁ ନାହିଁ। କିମ୍ବା ଯଦି ଗର୍ଭ ରହିଯାଉଛି କିନ୍ତୁ ଅଳ୍ପ ଦିନରେ ଗର୍ଭ ନଷ୍ଟ ହେଇ ଯାଉଛି । ଅନେକ ଲୋକେ ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଗର୍ଭ ଧାରଣ କରି ପାରନ୍ତି ନାହିଁ। ଗର୍ଭ ନ ରହିବାର ମଧ୍ୟଅନେକ ଗୁଡ଼ିଏ କାରଣ ରହିଥାଏ। ହେଲେ ଆୟୁର୍ବେଦ ଅନୁଯାୟୀ କିଛି ଏମିତି ଔଷଧ ବିଷୟରେ ବର୍ଣ୍ଣିତ ରହିଛି ଯାହାକୁ ସେବନ କରି ଆପଣ ଗର୍ଭ ଧାରଣ କରିବାର ସୌଭାଗ୍ୟ ଅର୍ଜନ କରିପାରିବେ।
ଯଦି ବାରମ୍ବାର ସହବାସକରିବା ପରେ ମଧ୍ୟ ଗର୍ଭ ରହୁନାହିଁ ତେବେ କଣ କରିବା ଦରକାର ।ଆଜି ଆମେ ଆପଣ ମାନଙ୍କୁ ସେହି ଟିପ୍ସ ବିଷୟରେ ଜଣେଇବୁ ଯାହା ଆପଣ ମାନଙ୍କୁ ଗର୍ଭଧାରଣ କରିବାରେ ସାହାର୍ଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ସେହି ଟିପ୍ସ ବିଷୟରେ ଜାଣିବା।ଯଦି ଆପଣ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କିଛୁ ନିୟମ ପାଳନ କରନ୍ତୁ ଯାହା ଦ୍ଵାରା ଆପଣଙ୍କ ବନ୍ଧ୍ୟା ଦୋଷ ଦୁର ହେବା ସହିତ ଖୁବ୍ ଶୀଘ୍ର ମାତୃତ୍ଵ ଲାଭ କରିପାରିବେ।
ଏଥି ନିମନ୍ତେ ଆବଶ୍ୟକ ସାମଗ୍ରୀ ହେଉଛି:-
କ୍ଷୀର,ପାଣି, ଅଶ୍ଵଗନ୍ଧା ପାଉଡର, ମିଶ୍ରି ଦାନା, ଗୁଆ ଘିଅ
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଗ୍ୟାସ ଉପରେ ଏକ ପାତ୍ର ବସାଇ ସେଥିରେ ଏକ ଲିଟର ପାଣି ଦିଅନ୍ତୁ। ଏବେ ଏଥିରେ ୨୫୦ ମିଲିଗ୍ରାମ କ୍ଷୀର ଦିଅନ୍ତୁ। ଏହା ପରେ ଏକ ଚାମଚ ଅଶ୍ଵ ଗନ୍ଧା ପାଉଡର ପକାନ୍ତୁ।ଏହାପରେ ଏକ ଛୋଟ ଖଣ୍ଡ ମିଶ୍ରି ଦାନାକୁ ଏଥିରେ ପକାନ୍ତୁ।
ଶେଷରେ ଏକ ଚାମଚ ଗୁଆ ଘିଅ ପକାଇ ଏହାକୁ ଭଲ ଭାବରେ ମିଶ୍ରଣ କରନ୍ତୁ।୨୦-୨୫ ମିନିଟ ପର୍ଯ୍ୟନ୍ତ ଏହାକୁ ଭଲ ଭାବରେ ଫୁଟାଇବାକୁ ଛାଡି ଦିଅନ୍ତୁ। ଯେମିତି ଏହା ୨୫୦ ମିଲିଗ୍ରାମ ହୋଇଯିବ। ଏବେ ଗ୍ୟାସକୁ ବନ୍ଦ କରି କ୍ଷୀରକୁ ଥଣ୍ଡା କରି ଏକ ଗ୍ଲାସକୁ କାଢି ରଖନ୍ତୁ। ଏବେ ଏହା ସମ୍ପୁର୍ଣ୍ଣ ରୂପେ ପ୍ରସ୍ତୁତ।
ସେବନ:-
ଏହି ପାନୀୟକୁ ପ୍ରସ୍ତୁତ କରି ଶୁଦ୍ଧ ସ୍ନାନ ଦିନ ଅର୍ଥାତ୍ ଋତୁସ୍ରାବର ୪ ଦିନ ଠାରୁ ଆରମ୍ଭ କରି ୫ ଦିନ ପର୍ଯ୍ୟନ୍ତ ରେଗୁଲାର ପିଇବା ପାଇଁ ପଡିବ। ଏହା ପରେ ଆପଣ ସହବାସ କରନ୍ତୁ ଗର୍ଭ ଧାରଣ କରିବାର ସୌଭାଗ୍ୟ ଅର୍ଜନ କରି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।