Viral video : ସେମାନେ ମୋ ବ୍ଲାଉଜ ଚିରିଛନ୍ତି,ଶାଶୂ ଭିତରୁ ଶୋଧୁଛି, ପୋଲିସ୍ ବସି ଗୀତ ଶୁଣୁଛି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବ୍ରହ୍ମପୁର ଅଞ୍ଚଳରେ ଦୀପିକା ନିଜର ପତିଙ୍କ ଘର ସମ୍ମୁଖରେ ବସି ରହି ଥିବା କଥା ଆମେ ଭଲ ଭାବରେ ଜାଣୁ ତେବେ ସେ ତାଙ୍କର ଘର ସମ୍ମୁଖରେ ସେହିପରି ଭାବରେ ବସି ରହି ଥିଲେ।ଏହା ସହିତ ଆଜି ସେ ତାଙ୍କର ଘର ସମ୍ମୁଖରେ ନିଜର ସାକ୍ଷାତକାର ଦେଇ ଥିଲେ।ତେବେ ସେ କହିଥିଲେ କି ସେ ସେଠାରେ ପ୍ରାୟ ୭ ଦିନ ହେବ ସେହିପରି ତାଙ୍କର ଘର ସମ୍ମୁଖରେ ବସି ରହିଛନ୍ତି।

ତେବେ ସେ କହିଥିଲେ କି ପ୍ରମିଳା ମାଉସୀ ତାଙ୍କୁ ଅନେକ ଭାବରେ ସହାୟତା କରିଛନ୍ତି ତେବେ ସେ ମିଡ଼ିଆ ଭାଇ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଥିଲେ।ତେବେ ସେ କହିଥିଲେ କି ସେମାନଙ୍କ ପାଇଁ ତାଙ୍କ ସମ୍ପର୍କରେ ପ୍ରମିଳା ମାଉସୀ ଜାଣି ପାରିଲେ ଯାହା ଫଳରେ ସେ ତାଙ୍କୁ ଆସି ସେଠାରେ ଅନେକ ଭାବରେ!

ସହାୟତା କରି ଥିଲେ ବୋଲି ସେ କହିଥିଲେ ଏହା ବ୍ୟତୀତ ସେ ତାଙ୍କ ପାଇଁ ଆଜି ସେମାନଙ୍କ ଘର ସମ୍ମୁଖରେ ନ୍ୟାୟ ପାଇବା ପାଇଁ ସେହିପରି ଭାବରେ ଧାରଣା ଦେଇ ବସି ରହିଛନ୍ତି ବୋଲି ସେ କହିଥିଲେ।ଏହା ବ୍ୟତୀତ ସେ କହିଥିଲେ କି ଏପରି ଅନେକ ବ୍ୟକ୍ତି ଭଲ ପାଇବା ପରେ ପିଲା ମଧ୍ୟ ଜନ୍ମ କରି!
ଗତ କାଲି ଯେଉଁ ଭଳି ଭାବରେ ତୁହାକୁ ତୁହା ବର୍ଷା ଏବଂ ପବନ ଲାଗି ରହିଥିଲା ସେଥିରେ ମଧ୍ୟ ଏହି ପରି ଧାରଣାରେ ବସିଥିଲେ ଦୀପିକା। ଗତ କିଛି ଦିନ ପୂର୍ବରୁ ବ୍ରହ୍ମପୁରରେ ଏହି ପରି ଭାବରେ ଆଉ ଜଣେ ପ୍ରେମିକା ଯାହାଙ୍କ ନାମ ତପସ୍ଵିନୀ ସେ ବି ନିଜର ପ୍ରେମିକ ଘର ଆଗରେ ଧାରଣା ଦେଇଥିଲେ।

ତେବେ ତପସ୍ଵିନୀ ଙ୍କ ପରି ଦୀପିକା ମଧ୍ୟ ଏବେ ଧାରଣା ଦେଇଛନ୍ତି କିନ୍ତୁ ଦୁଇଟି ଯାକ ଘଟଣାରେ ଗୋଟିଏ ସମାନତା ଅଛି ସେଇଟା ହେଉଛି ସମାଜସେବୀ ପ୍ରମିଳା ତ୍ରିପାଠୀ।ତେବେ ତପସ୍ଵିନୀ ଙ୍କୁ ବି ସାହାଯ୍ୟ କରିବା ପାଇଁ ପ୍ରମିଳା ତ୍ରିପାଠୀ ଆଗକୁ ଆସିଥିଲେ ଏବେ ଦୀପିକା ଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ସେ ଆଗକୁ ଆସିଛନ୍ତି।

ସେ ନିଜ ସାଙ୍ଗରେ ଦୀପିକା ଙ୍କ ପାଇଁ ଖାଦ୍ୟ ସାମଗ୍ରୀ ମଧ୍ୟ ଆଣିଥିଲେ ଆଉ କହିଥିଲେ କି ତୁ ଯାହା କରୁଛୁ ଠିକ୍ କରୁଛୁ ତୁ ତୋ ନିଜର ହକ ପାଇଁ ଲଢ଼ୁଚୁ ତୋ ପିଲାକୁ ତା ବାପର ପରିଚୟ ଦେବା ପାଇଁ ଲଢେଇ କରୁଛୁ ଚିନ୍ତା କର ନାହିଁ ମୁଁ ତୋ ସାଙ୍ଗରେ ସବୁ ବେଳେ ଅଛି।ଏଥି ସହ ସେ କହିଥିଲେ କି ଦିନେଶ!

ତେବେ ସେ କହିଥିଲେ କି ଏପରି ଭାବରେ ସେ ନ୍ୟାୟ ପାଇବା ପାଇଁ ଦୀପିକା ତାଙ୍କର ଘର ସମ୍ମୁଖରେ ବସି ରହିଛନ୍ତି ଏହା ପରେ ମଧ୍ୟ ସେ କିପରି ଭାବରେ ନିଜର ପରିବାର ସହିତ ବାହାରେ ଯାଇ ଖାଦ୍ୟ ଖାଇ ଆସି ପାରୁଛନ୍ତି ଏହା ଉପରେ ସେ କହିଥିଲେ କି ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେ ସବୁ କିଛି କରିବେ।

ଦୀପିକା ନିଜର ପତିଙ୍କ ଘର ସମ୍ମୁଖରେ ବସି ରହିଛନ୍ତି ସେ ନିଜକୁ ତାଙ୍କର ପତ୍ନୀ ଓ ନିଜର ପୁଅକୁ ଏକ ବାପର ପରିଚୟ ଦେବା ପାଇଁ ସେ ନିଜର ପତିଙ୍କ ଘର ସମ୍ମୁଖରେ ସେହିପରି ଭାବରେ ବର୍ଷାକୁ ଖାତିର ନ କରି ବସି ରହିଛନ୍ତି।ଅନେକ ଦିନ ତଳେ ଏହିପରି ଭାବରେ ତପସ୍ଵିନୀ ମଧ୍ୟ ନିଜର ପତିଙ୍କ ଘର ସମ୍ମୁଖରେ!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।