Joint pain – ( ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ) ୨ ମିନିଟ୍ ରେ ଭଲ କରିବ ଏହି ଚମତ୍କାରି ତେଲ,ମୂଳରୁ ଶେଷ ହେଇଯିବ ସବୁ ବ୍ୟଥା !

ଆପଣଙ୍କ ଶରୀରରୁ ଅନେକ ପ୍ରକାରର ରୋଗ ଦୂର କରିଥାଏ। ଆଜିର ଏହି ରେମେଡ଼ିରେ ଆପଣଙ୍କୁ ଯେଉଁ ପତ୍ରର ଆବଶ୍ୟକତା ପଡ଼ିବ ତାହା ଅଟେ ତେଜ ପତ୍ର।ଯାହା ଆପଣଙ୍କୁ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ।ଏହା ଆପଣଙ୍କର ଖାଦ୍ୟର ସ୍ଵାଦ ବଢାଇବା ସହିତ ଅନେକ ରୋଗ ଠାରୁ ଆପଣଙ୍କୁ ବଞ୍ଚାଇ ଥାଏ।

ତେଜ ପତ୍ର ଆପଣଙ୍କ ଶରୀର ପାଇଁ ବହୁତ ଅଧିକ ଚମତ୍କାରୀ ଅଟେ।ଏହା ଔଷଧୀୟ ଗୁଣରେ ଭର ପୁର ଅଟେ।ଏହା ଆପଣଙ୍କର ଦାନ୍ତରେ କଷ୍ଟ ହେଉ କି ଡାଇବେଟିସ ହେଉ ବା ଭୁଲିଯିବା ଭଳି ରୋଗ ହେଉ ସେହି ସମସ୍ତ ରୋଗକୁ ଦୂର କରିଥାଏ।ଏହି ଗଛର ନାମ ଅଟେ ତମାଲ ଗଛ।ଏହାର ପତ୍ର ସଂପୂର୍ଣ୍ଣ ସବୁଜ ଅଟେ।

 ଏହାକୁ ଖରା ରେ ଶୁଖାଇ ଏହାକୁ ତେଜ ପତ୍ର ବନାଯାଏ। ବାତ ନାଶକ, କଫ ନାଶକ,କଷ୍ଟ ନାଶକ ଏବଂ ପାଚକ ହୋଇଥାଏ।ଏହି ପତ୍ର ସେଥି ପାଇଁ ଆୟୁର୍ବେଦ ରେ ଗମ୍ଭୀର ରୋଗ ପାଇଁ ତେଜ ପତ୍ର ଚୁର୍ଣର ପ୍ରୟୋଗ ହେଇଥାଏ।ଯେଉଁ ଲୋକ ମାନେ ନିଜ ଓଜନ କମ କରିବା କୁ ଚାହୁଁଛନ୍ତି ସେମାନେ ପ୍ରତିଦିନ ସକାଳୁ ତେଜ ପତ୍ର ପାଣି ପିଇବା ଆବଶ୍ୟକ ଅଟେ।

ପ୍ରଥମେ ଏକ ଗ୍ଲାସ ପାଣି ଏକ ପାତ୍ର ରେ ନେଇ ଏଥିରେ ୩ରୁ ୪ଟି ତେଜ ପତ୍ର ପକାନ୍ତୁ।ଏବେ ଏହାକୁ ଫୁଟାନ୍ତୁ।ଆପଣ ଚାହିଁଲେ ଏହି ପତ୍ରକୁ ଏକ ଗ୍ଲାସ ପାଣି ରେ ଭେଦିବା କୁ ଛାଡ଼ି ପାରିବେ।ସର୍ବଦା ଏହା କୁ ସକାଳୁ ଖାଲି ପେଟରେ ନିଅନ୍ତୁ।ଗରମ ଗରମ ହିଁ ସେବନ କରନ୍ତୁ।

ତେବେ ଯାଇ ଶରୀର ରେ ଜମା ହୋଇଥିବା ଚର୍ବି ଶୀଘ୍ର କମିଥାଏ ।ଓଜନ କମ କରିବା ସହିତ ଏହା ଆପଣ ଙ୍କ ର ଆଣ୍ଠୁ ଗଣ୍ଠି ବିନ୍ଧା ପାଇଁ ମଧ୍ୟ ବହୁତ ଅଧିକ ଲାଭ ଦାୟକ ହୋଇଥାଏ।ଆଣ୍ଠୁ ଗଣ୍ଠି ବିନ୍ଧା ହେଉ ବା ଅଣ୍ଟା ବିନ୍ଧା ହେଉ ବା ଆମ ମାଂସପେଶୀ ରେ ବ୍ୟଥା ହେଉ ତେଜ ପତ୍ର ପାଣିର ଯଦି ଆପଣ ସେବନ କରିବେ ଏହି ସବୁ ରୋଗ ରୁ ଆପଣ ଙ୍କୁ ଆରାମ ମିଳିବ।

ଏକ ତାଟିଆ ଦହିରେ ଆପଣ ଙ୍କୁ ଏକ ଚାମଚ ତେଜ ପତ୍ର ଗୁଣ୍ଡ ମିଶାଇ ଆପଣ ଙ୍କୁ ସେବନ କରିବା କୁ ହେବ।କୌଣସି ବି ଉପାୟ ରେ ଆପଣ ତେଜ ପତ୍ରର ସେବନ କରି ପାରିବେ।ଏହା ଦ୍ଵାରା ଆପଣ ଙ୍କ ର ଡାଇବେଟିସ ନିୟନ୍ତ୍ରଣ ରେ ରହିବ।

ତେଜ ପତ୍ର ର ତେଲ ଯଦି ଆପଣ ନିଜର ଆଣ୍ଠୁରେ ମାଲିସ କରିବେ ତେବେ ଏହା ଦ୍ଵାରା ବି ବହୁତ ଆରମ ମିଳିଥାଏ । ସୋରିଷ ତେଲ ରେ ତେଜ ପତ୍ର ମିଶି ଲଗେଇବେ । ଏହି ତେଲ କୁ ମୁଣ୍ଡରେ ଲଗାଇଲେ ନିଦ ଭଲ ହେବ ଓ କେଶ ଝଡ଼ିବା ବନ୍ଦ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !