” ଆଜି ରାତିଟା ମୋ ସାଙ୍ଗେ କାଟିଦେ ” ଟିକି ଅପା ର Best Scene… ମାତ୍ର 2 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ହଁ ଦର୍ଶକ ବନ୍ଧୁ ଓଡିଆ ଯାତ୍ରା ଜଗତର ନିଜର ଅଭିନୟ କଳା ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଭିନ୍ନ କଳାକାର ମାନଙ୍କ ମଧ୍ୟରୁ ସୁରେଶ ପଣ୍ଡା ଜଣେ ଆଗ ଧାଡି ର ଯାତ୍ରା ନାୟକ | ଯିଏ ଷ୍ଟେଜ କୁ ଉଠିବା ମାତ୍ର ନିଜର ଆବାଜ ରେ ଦର୍ଶକ ମାନଙ୍କ ମନରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଥାନ୍ତି |
ସେଥିପାଇଁ ତୋ ଆଜି ଲୋକମାନଙ୍କ ହୃଦୟ ରେ ସେମାନେ ଜାଗା ସୃଷ୍ଟି କରିପାରିଛନ୍ତି | କାରଣ ଓଡିଶା ହେଉଛି କଳା ଭୂମି ତେଣୁ ଏଠାକାର ଲୋକ ମଧ୍ୟ କଳାକୁ ବେଶୀ ଭଲ ପାଇଥାନ୍ତି | ତେଣୁ ଯାତ୍ରା କଳାକାର ମାନଙ୍କର ଭିତରୁ ଏବେ ସୁରେଶ ପଣ୍ଡା ଙ୍କ ଅଭିନୀତ ଏକ ଯାତ୍ରା ସିନ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |
ଆସନ୍ତୁ ଦର୍ଶକ ବନ୍ଧୁ ସେ ବିଷୟରେ ଜାଣିବା |ତେବେ ବନ୍ଧୁ ଗଣ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କଳିଙ୍ଗ ଗଣନାଟ୍ୟ ର ସେହି ଲୋକପ୍ରିୟ ନାଟକ ଯାହାକୁ ନେଇ ଏବେ ଯାତ୍ରା ଜଗତରେ ହଇଚଇ ସୃଷ୍ଟି ହେଇଛି | ସେହି ନାଟକ ଟି ହେଇଛି କଳିଙ୍ଗ ଗଣନାଟ୍ୟ ର ବେଶ ଚର୍ଚ୍ଚିତ ଓ ଲୋକପ୍ରିୟ ନାଟକ, ମନ ବୁଝୁନି କି ଲୁହ ସରୁନି, |
ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତେବେ ସେହି ନାଟକ ରେ ସୁରେଶ ପଣ୍ଡା ଙ୍କ ଅଭିନୀତ ଗୋଟିଏ ସିନ ଯାହା ଦର୍ଶକ ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ | ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କ ମନ କୁ ମଧ୍ୟ ଜିତି ଥିଲେ ସୁରେଶ ପଣ୍ଡା |
ତେବେ ତାଙ୍କର ସେଇ କିଛି ମିନିଟ ରେ ସେହି ଅଭିନୟ କୁ ଦେଖିଲେ ଆପଣମାନ ଙ୍କ ଆଖି ରୁ ଲୁହ ଆସିଯିବ ବୋଲି କୁହାଯାଇଛି |ତେବେ କଳିଙ୍ଗ ଗଣନାଟ୍ୟ ସେହି ବହୁ ଚର୍ଚ୍ଚିତ ନାଟକ, ମନ ବୁଝୁନି କି ଲୁହ ସରୁନି ନାଟକ ରେ | ସୁରେଶ ପଣ୍ଡା ନାୟକ ଭୂମିକା ରେ ଅଭିନୟ କରୁଥିଲେ |
ସେ ଜଣଙ୍କର ଚିକିତ୍ସା ପାଇଁ କଥା ଦେଇଥିଲେ ହେଲେ ଅର୍ଥ ତାଙ୍କ ଆଗରେ ବାଧକ ସାଜିଥିଲା ଯାହା ପାଇଁ ସେ ଦୁଇଦିନ ଧରି ନ ଖାଇ ନ ପିଇ ଏଣେ ତେଣେ ଘୁରିବୁଳୁ ଥିଲେ | ଶେଷରେ ରେ ପହଁଚିଥିଲେ ରେଳ ଷ୍ଟେସନ ରେ ତାପରେ ସେଠାରେ ପହଞ୍ଚି ଥିଲେ ସେ କଥା ଦେଇଥିବା ସେହି ବ୍ୟକ୍ତି ଜଣଙ୍କ |
ଯାହାଙ୍କର ରକ୍ତ ପରିବର୍ତନ ପାଇଁ ସୁରେଶ ପଣ୍ଡା କଥା ଦେଇଥିଲେ | ତାପରେ ସୁରେଶ ପଣ୍ଡା ସେ ବ୍ୟକ୍ତି ଜଣଙ୍କର ଚିକିତ୍ସା ପାଇଁ ସେ ସେହି ରେଳ ଷ୍ଟେସନ ରେ ଭିକ୍ଷା ମାଗିବା ଆରମ୍ଭ କରିଥିବା ଦେଖା ଯାଇଥିଲେ |ତେବେ କଳିଙ୍ଗ ଗଣନାଟ୍ୟ ସେହି ବହୁ ଚର୍ଚ୍ଚିତ ନାଟକ, ମନ ବୁଝୁନି କି ଲୁହ ସରୁନି ନାଟକ ରେ |
ସୁରେଶ ପଣ୍ଡା ନାୟକ ଭୂମିକା ରେ ଅଭିନୟ କରୁଥିଲେ | ସେ ଜଣଙ୍କର ଚିକିତ୍ସା ପାଇଁ କଥା ଦେଇଥିଲେ ହେଲେ ଅର୍ଥ ତାଙ୍କ ଆଗରେ ବାଧକ ସାଜିଥିଲା ଯାହା ପାଇଁ ସେ ଦୁଇଦିନ ଧରି ନ ଖାଇ ନ ପିଇ ଏଣେ ତେଣେ ଘୁରିବୁଳୁ ଥିଲେ |ଶେଷରେ ରେ ପହଁଚିଥିଲେ ରେଳ ଷ୍ଟେସନ ରେ ତାପରେ ସେଠାରେ ପହଞ୍ଚି ଥିଲେ ସେ କଥା ଦେଇଥିବା ସେହି ବ୍ୟକ୍ତି ଜଣଙ୍କ |ଯାହାଙ୍କର ରକ୍ତ ପରିବର୍ତନ ପାଇଁ ସୁରେଶ ପଣ୍ଡା କଥା ଦେଇଥିଲେ | ତାପରେ ସୁରେଶ ପଣ୍ଡା ସେ ବ୍ୟକ୍ତି ଜଣଙ୍କର ଚିକିତ୍ସା ପାଇଁ ସେ ସେହି ରେଳ ଷ୍ଟେସନ ରେ ଭିକ୍ଷା ମାଗିବା ଆରମ୍ଭ କରିଥିବା ଦେଖା ଯାଇଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !