ଛି ..ଛି ..ପାଠ ପଢିବାକୁ ଯାଇ ସ୍କୁଲ ଭିତରେ ଛାତ୍ରୀ ଲଗାଉଛନ୍ତି ମଥାରେ ସିନ୍ଦୁର,ଭିଡ଼ିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
କଲେଜ୍ ଭିତରେ ଚାଲିଛି ପ୍ରେମ ବିବାହ। କଲେଜକୁ ପାଠ ପଢିବା ପାଇଁ ଆସି ଯୁବକ ଯୁବତୀ କଲେ ଏପରି କାରନାମା ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜିର ଯୁବ ପିଢ଼ି ଯେଉଁ ଭାବରେ ପ୍ରେମକୁ ଗ୍ରହଣ କରୁଛନ୍ତି ତାହା ତ କାହାକୁ ଅଛପା ନାହିଁ।
ସେମାନଙ୍କ ଛୋଟିଆ ଛୋଟିଆ ଭୁଲ ପାଇଁ ପ୍ରେମ ଭଳି ଏକ ପବିତ୍ର ବନ୍ଧନ କଳଙ୍କିତ ହେବାକୁ ଲାଗିଛି।ପ୍ରାୟ ସମୟରେ କଲେଜ ଭିତରେ ଘଟୁଥିବା ଘଟଣା ଗୁଡ଼ିକ ଖୁବ୍ ଭାଇରାଲ ହୋଇଥାଏ। ତେବେ ବର୍ତ୍ତମାନ ସମୟରେ +୨ ଛାତ୍ର ଛାତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
କୁହାଯାଇଥାଏ କି ପ୍ରେମ ଶ୍ୱାଶତ, ଚିରନ୍ତନ ଏବଂ ଏକ ପବିତ୍ର ସମ୍ପର୍କ। ଭାଗ୍ୟରେ ଥିଲେ ପ୍ରେମ ମିଳିଥାଏ। କିନ୍ତୁ ଆଜିର କିଶୋର କିଶୋରୀମାନେ ପ୍ରେମ ପରି ପବିତ୍ର ଭାବନାକୁ ବୁଝିବା ଆଗରୁ ପ୍ରେମ କରି ବସୁଛନ୍ତି। ତେବେ ଅନେକ ସମୟରେ ଏପରି କିଛି କାଣ୍ଡ କରି ବସୁଛନ୍ତି। ଯାହାକୁ ନେଇ ସମାଜ ଆଗରେ ସେମାନଙ୍କୁ ଲଜ୍ଜିତ ହେବାକୁ ପଡୁଛି।
ସାଧାରଣତଃ ଦେଖିବାକୁ ମିଳିଥାଏ ଯେ କଲେଜ ବେଳର ଛାତ୍ର ଛାତ୍ରୀ ମାନେ ନିଜ ପ୍ରେମ ଜୀବନକୁ ନେଇ ବହୁତ ଆଗ୍ରହୀ ରହି ଥାନ୍ତି। ପାଠ ପଢିବା ବୟସରେ ପ୍ରେମରେ ପଡିଯାଆନ୍ତି। ନିଜ ପ୍ରେମକୁ ପାଇବା ପାଇଁ କିଛିବି କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି।
ଏଥି ପାଇଁ ବେଳେ ବେଳେ କେହି କେହି ଭୁଲ ଷ୍ଟେପ୍ ମଧ୍ୟ ନେଇଯାଆନ୍ତି। ତେବେ କିଛି ପ୍ରେମିକ ପ୍ରେମିକା କଲେଜ ଟାଇମରେ ପରିବାରଙ୍କ ବିନା ଅନୁମତିରେ ବିବାହ ପରି ଏକ ବଡ ନିଷ୍ପତି ନେଇଯାଆନ୍ତି। କଲେଜରୁ ଲୁଚିକରି ପଳାଇ ଏମାନେ ବିବାହ କରି ନିଅନ୍ତି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କଲେଜକୁ ପାଠ ପଢିବା ପାଇଁ ଆସି କଲେଜ ଭିତରେ ୨ ଜଣ +୨ ଛାତ୍ର ଛାତ୍ରୀ ପରସ୍ପରକୁ ବିବାହ କରିଛନ୍ତି। ଯାହା ଖୁବ୍ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଛାତ୍ର ଛାତ୍ରୀ ପରସ୍ପରକୁ ଫୁଲମାଳ ପିନ୍ଧୁଛନ୍ତି।
ଏହା ପରେ ସିନ୍ଦୂର ମଧ୍ୟ ପିନ୍ଧାଉଛନ୍ତି। ସୂଚନା ଅନୁଯାୟୀ ଜଣା ପଡ଼ିଛି ଛାତ୍ର ଛାତ୍ରୀ ୨ ଜଣ +୨ ଛାତ୍ର ଛାତ୍ରୀ। କିଛି ଦିନ ଧରି ପରସ୍ପରକୁ ପ୍ରେମ କରୁଥିଲେ। ତେବେ ସେମାନେ ବିବାହ ପରି ଏକ ବଡ ନିଷ୍ପତିକୁ ବାଛି ନେବା ଓ କଲେଜ ଭିତରେ ବିବାହ କରିବା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି।
ଆଜିକାଲି ଦୁନିଆରେ ଲୁଚି କରି ଯାଇ ବିବାହ କରିବା କିଛି ବଡ଼ କଥା ନୁହେଁ। କିନ୍ତୁ ବିବାହ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ରଖା ଯାଇଛି। କିନ୍ତୁ ଆଜି କାଲିର ପୁଅ ଝିଅ ମାନେ କିଛି ନ ବୁଝି ବିବାହ ପରି ଚରମ ନିଷ୍ପତି ନେଇ ଯାଉଛନ୍ତି।
ଖୁବ ଅଳ୍ପ ବୟସରୁ ବିବାହ କରି ନେଉଛନ୍ତି।ପରବର୍ତ୍ତୀ ସମୟରେ ଯାହାର କରୁଣ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି। ବେଳେ ବେଳେ ପ୍ରେମିକ ପ୍ରେମିକା ମାନେ ପ୍ରତାରଣାର ଶିକାର ମଧ୍ୟ ହେଉଛନ୍ତି। ସେଥିପାଇଁ ଆତ୍ମହତ୍ୟା ଠାରୁ ଆରମ୍ଭ କରି ଅନେକ କ୍ରାଇମ ଦେଖିବାକୁ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।