Pregnancy – ଏହି ପାଣି କୁ ପ୍ରତି ଦିନ ନିଅନ୍ତୁ । ମହିଳା ମାନଙ୍କ ସମୟରେ Ovulation ହେବ। ଖୁବ ଶୀଘ୍ର ମା ହେବାର ସୌଭାଗ୍ୟ ଲାଭ କରିବେ….. Anshika….
ଭାରତୀୟ ଆୟୁର୍ବେଦ ହେଉଛି ପୁରାତନ ପଦ୍ଧତି । ଏହା ମଣିଷକୁ ସୁସ୍ଥ ରଖିବା ପାଇଁ ଖୁବ ଉପକାରୀ ଓ ଉପଯୋଗୀ ଅଟେ । ପୂର୍ବ ସମୟରେ କେବଳ ଆୟୁର୍ବେଦ ଚିକିତ୍ସା ଦ୍ୱାରା ମଣିଷମାନେ ଚିକିିତ୍ସିତ ହେଉଥିଲେ । ତେଣୁ ଆୟୁର୍ବେଦ ଅନୁସାରେ ଏପରି କିଛି ରୋଗ ରହିଛି ଯାହା ପାନମଧୁରୀ ଓ ମହୁ ଦ୍ୱାରା ଚିକିତ୍ସିିତ କରାଯାଇ ପାରିବ ।
କେବଳ ତ୍ୱଚାର ସୁନ୍ଦରତା ବଢାଇବା ପାଇଁ ସୁସ୍ଥ ରହିବା ପାଇଁ ମଧ୍ୟ ପାନମଧୁରୀକୁ ବ୍ୟବହାର କରାଯାଏ।ଏହା ମୁହଁର ଦୁର୍ଗନ୍ଧ ଦୂର କରିଥାଏ। ପାନମଧୁରୀରେ କପର, ପୋଟାସିୟମ୍, କ୍ୟାଲସିୟମ୍, ଜିଙ୍କ, ମାଙ୍ଗାନିଜ୍, ଭିଟାମିନ୍ ସି, ଆଇରନ୍, ସେଲେନିୟମ ଓ ମ୍ୟାଗ୍ନେସିୟମ୍ ଭଳି ଖଣିଜ ତତ୍ତ୍ୱ ରହିଛି। ରାତିରେ ପୁରୁଷମାନେ ପାନମଧୁରୀ ସେବନ କରିବା ଉଚିତ।
ପାନମଧୁରୀରେ ପୋଷାକ ତତ୍ତ୍ୱ, ଆଣ୍ଟି ଆକ୍ସିଡେଣ୍ଟ ଭଳି ଗୁଣ ପ୍ରଚୁର ପରିମାଣରେ ରହିଛି । ପାନମଧୁରୀରେ କପର, ପୋଟାସିୟମ୍, କ୍ୟାଲସିୟମ୍, ଜିଙ୍କ, ମାଙ୍ଗାନିଜ୍, ଭିଟାମିନ୍ ସି, ଆଇରନ୍, ସେଲେନିୟମ ଓ ମ୍ୟାଗ୍ନେସିୟମ୍ ଭଳି ଖଣିଜ ତତ୍ତ୍ୱ ରହିଛି। ରାତିରେ ପୁରୁଷମାନେ ପାନମଧୁରୀ ସେବନ କରିବା ଉଚିତ। ପାନମଧୁରୀରେ ପଲିଫେନଲ, ଅଣ୍ଟିଆକ୍ସିଡେଣ୍ଟ ଭରପୁର ପରିମାଣରେ ଥାଏ । ଯାହାକି ଶରୀରର ବିକାଶରେ ସାହାଯ୍ୟ କରିଥାଏ । କ୍ୟାନସର ପରି ରୋଗ ଦାଉରୁ ବି ରକ୍ଷା କରିଥାଏ ।
• ପ୍ରଥମତଃ ପାନମଧୁରୀ ଓ ମହୁ ଓଜନ କମାଇବାରେ ସାହାଯ୍ୟ କରିଥାଏ । ଆଜିକାଲିର ଜୀବନ ଶୈଳୀ ମଣିଷକୁ ରୋଗରେ ପକାଉଛି । ଓ ସବୁଠୁ ବଡ ରୋଗ ହେଉଛି ମେଦବହୁଳତା । ମୋଟାପଣ ଦୂର କରିବାକୁ ନିୟମିତ ସକାଳୁ ଖାଲି ପେଟରେ ଗୋଟିଏ ଚାମଚ ପାନମଧୁରୀ ଗୁଣ୍ଡକୁ ମହୁ ସହିତ ମିଶାଇ ଉଷୁମ ପାଣିରେ ସେବନ ରନ୍ତୁ । ଯାହା ଓଜନ ହ୍ରାସ କରିବାରେ ବିଶେଷ ସାହାଯ୍ୟ କରିଥାଏ ।
• ଥଣ୍ଡା କାଶ ସମସ୍ୟା ମଧ୍ୟ ଏହି ପଥୀ ମାଧ୍ୟମରେ ଦୂର ହୋଇପାରେ । କିଛି ଲୋକ ଏପରି ଥାଆନ୍ତି ଯେଉଁମାନେ ସବୁବେଳେ ଥଣ୍ଡା ସମସ୍ୟାରେ ଆକ୍ରାନ୍ତ ଥାଆନ୍ତି । ସେମାନଙ୍କ ପାଇଁ ଏହି ପଥୀ ବେଶ୍ ଲାଭଦାୟକ ।
• ଥଣ୍ଡାକାଶ ଓ କଫ ସମସ୍ୟାକୁ ଠିକ୍ କରିବାକୁ ଆପଣ ନିୟମିତ ଗୋଟିଏ ଚାମଚ ମହୁକୁ ଉଷୁମ କରି ସେଥିରେ ଗୋଟିଏ ଚାମଚ ପାନମଧୁରୀ ଗୁଣ୍ଡ ମିଶାଇ ସେବନ କରନ୍ତୁ । ନିୟମିତ ଏପରି କରିବା ଦ୍ୱାରା ଥଣ୍ଡା କାଶ ଓ କଫ ସମସ୍ୟା ଦୂର ହୋଇଥାଏ ।
• ପାଚନ ତନ୍ତ୍ର ପାଇଁ ଲାଭ ଦାୟକ ମଧ୍ୟ ହୋଇଥାଏ । ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ପାଚନ ତନ୍ତ୍ର ଖୁବ୍ ସୁଦୃଢ ରହିବା ଉଚିତ୍ । ଯେଉଁ ବ୍ୟକ୍ତି ଗ୍ୟାସ୍ ଏସିଡିଟି ସମସ୍ୟା ଦେଇ ଗତି କରୁଛନ୍ତି ସେମାନେ ନିୟମିତ ଭାବରେ ପାନମଧୁରୀ ଓ ମହୁ ସେବନ କରିବା ଉଚିତ ।
• ସକାଳେ ଓ ରାତିରେ ଖାଇ ସାରିବା ପରେ ଏହି ଉପାୟକୁ ଆପଣାନ୍ତୁ । ରକ୍ତ ସଫା କରି ସ୍କିନକୁ ସଫା ରଖିବାରେ ମଧ୍ୟ ଏହା ବେଶ୍ ଉପଯୋଗୀ । ପାନମଧୁରୀ ଓ ମହୁରେ ଥିବା ପୋଷକ ତତ୍ତ୍ୱ ଉଭୟ ତ୍ୱଚା ଓ ରକ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ନିୟମିତ ସେବନ କରିବା ଦ୍ୱାରା ଚର୍ମ ସୁସ୍ଥ ରହିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !