viral ଭିଡ଼ିଓ – ରାସ୍ତାରେ ଅନ୍ୟ ଯୁବତୀଙ୍କୁ propose କଲେ ଦୀନେଶ,ଏଠି ବର୍ଷାରେ ପୁଅକୁ ଧରି ଘର ଆଗରେ ବସିଛନ୍ତି ଦୀପିକା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଚର୍ଚ୍ଚାରେ ବ୍ରହ୍ମପୁର।ଆଉ ଜଣେ ପ୍ରେମିକା ଆସି ପ୍ରେମିକର ଘର ଆଗରେ।ଏଥର ବ୍ରହ୍ମପୁର ବେହେରା ସାହିରେ ଘଟିଛି ଏହି ଘଟଣା।ତେବେ ଗତ ୬ ଦିନ ହେବ ସ୍ବାମୀ ଘରେ ଆଗରେ ଧାରଣାରେ ବସିଛନ୍ତି ଦୀପିକା,ଦୀପିକା ଙ୍କ କହିବା କଥା ଯେପର୍ଯ୍ୟନ୍ତ ତାଙ୍କୁ ଆଉ ତାଙ୍କର ଛୁଆ କୁ ସ୍ତ୍ରୀ ଏବଂ ପୁଅର ପରିଚୟ ମିଳି ନାହିଁ ସେ ଏମିତି ଧାରଣାରେ ବସିଥିବେ।
ଗତ କାଲି ଯେଉଁ ଭଳି ଭାବରେ ତୁହାକୁ ତୁହା ବର୍ଷା ଏବଂ ପବନ ଲାଗି ରହିଥିଲା ସେଥିରେ ମଧ୍ୟ ଏହି ପରି ଧାରଣାରେ ବସିଥିଲେ ଦୀପିକା। ଗତ କିଛି ଦିନ ପୂର୍ବରୁ ବ୍ରହ୍ମପୁରରେ ଏହି ପରି ଭାବରେ ଆଉ ଜଣେ ପ୍ରେମିକା ଯାହାଙ୍କ ନାମ ତପସ୍ଵିନୀ ସେ ବି ନିଜର ପ୍ରେମିକ ଘର ଆଗରେ ଧାରଣା ଦେଇଥିଲେ।
କାହିଁକି ନା ଆମେ ଜଣେ ସାଧାରଣ ଲୋକ।ଆମେ ଯଦି ଜଣେ ସେଲିବ୍ରିଟି ହେଇ ଥାନ୍ତୁ କି ରାଜନେତା ହେଇ ଥାଆନ୍ତୁ ତାହେଲେ ବୋଧ ହୁଏ ଓଡ଼ିଶାରେ ଏହି କେଶର ଅନ୍ତ ଘଟି ସାରନ୍ତାଣି।ରାତି ପାହିଲେ ରାକ୍ଷୀ ହେବ।ମୋ ଝିଅ କୋଉ ଭାଇ ହାତରେ ରାଖି ବାନ୍ଧିବ।ମୋ ଘର ବର୍ବାଦ କରି ଗୋଟେ ଝିଅ ଚାଲିଗଲା।ତା ପାଇଁ କଣ ହେଲା।
ଆମେ ଯଦି ଜଣେ ସେଲିବ୍ରିଟି ହେଇ ଥାନ୍ତୁ କି ରାଜନେତା ହେଇ ଥାଆନ୍ତୁ ତାହେଲେ ବୋଧ ହୁଏ ଓଡ଼ିଶାରେ ଏହି କେଶର ଅନ୍ତ ଘଟି ସାରନ୍ତାଣି।ଆମେ ତ ସାଧାରଣ ନାଗରିକ।ଆମ ପ୍ରତି ସରକାର ବି ଦେଲେ ନାହିଁ ଧ୍ୟାନ।କୌଣସି ନ୍ୟାୟ ପ୍ରକ୍ରିୟାରେ ଆମେ ଶାନ୍ତି ନୁହେଁ।ତେବେ ଓଡ଼ିଶା ବାସୀ ନୁହେଁ ସାରା ଭାରତ ବାସୀ ମଧ୍ୟ ଚାହିଁ ବସିଥିଲେ!
ଯେ ଏହି କେଶର କିଛି ଗୋଟେ ହବ।କାରଣ ସେଇ ଯେହେତୁ ଯେତେ ପ୍ରକାର ଡକ୍ୟୁମେଣ୍ଟ ସବୁ ନିଜେ ଲେଖି ଦେଇ ଯାଇଥିଲା।ମୋବାଇଲ ମଧ୍ୟ ସିଜ କରି ରଖିଲେ ଦୁଇ ମାସ କାଳ ଇନ୍ଫୋଷିସ ଥାନା।ସବୁ ରଖିଲା ପରେ କିଛି ହେଲା ନାହିଁ।ଆମେ ଭାବୁଚୁ ବୋଧେ ଉପରୁ କୌଣସି ପ୍ରକାର ଚାପ ପଡିଲା।
ଲୋକେ ତ କହୁଛନ୍ତି ଏଇଟା ପାଇଁ ପୁରା ପୋଲିସ ଦାୟୀ।କେବେ ହେଲେ ତଦନ୍ତ କଲେ ନାହିଁ।ତେବେ କି ତଦନ୍ତ କରିଛନ୍ତି କି ନାହିଁ ତାର ପ୍ରମାଣ ଏପର୍ଯ୍ୟନ୍ତ ଓଡ଼ିଶା ବାସୀ ପାଇ ପାରିଲେ ନାହିଁ।ଆମେ ବାପା ହେଇ ପାଇଲୁ ନାହିଁ ପରିବାର ପାଇଲୁ ନାହିଁ କି ଓଡ଼ିଶା ବାସୀ ବି ପାଇଲେ ନାହିଁ।ଆମକୁ କିଛି ମଧ୍ୟ ଜଣେଇ ନାହାଁନ୍ତି।
ସହାୟତା କରି ଥିଲେ ବୋଲି ସେ କହିଥିଲେ ଏହା ବ୍ୟତୀତ ସେ ତାଙ୍କ ପାଇଁ ଆଜି ସେମାନଙ୍କ ଘର ସମ୍ମୁଖରେ ନ୍ୟାୟ ପାଇବା ପାଇଁ ସେହିପରି ଭାବରେ ଧାରଣା ଦେଇ ବସି ରହିଛନ୍ତି ବୋଲି ସେ କହିଥିଲେ।ଏହା ବ୍ୟତୀତ ସେ କହିଥିଲେ କି ଏପରି ଅନେକ ବ୍ୟକ୍ତି ଭଲ ପାଇବା ପରେ ପିଲା ମଧ୍ୟ ଜନ୍ମ କରି!
ଗତ କାଲି ଯେଉଁ ଭଳି ଭାବରେ ତୁହାକୁ ତୁହା ବର୍ଷା ଏବଂ ପବନ ଲାଗି ରହିଥିଲା ସେଥିରେ ମଧ୍ୟ ଏହି ପରି ଧାରଣାରେ ବସିଥିଲେ ଦୀପିକା। ଗତ କିଛି ଦିନ ପୂର୍ବରୁ ବ୍ରହ୍ମପୁରରେ ଏହି ପରି ଭାବରେ ଆଉ ଜଣେ ପ୍ରେମିକା ଯାହାଙ୍କ ନାମ ତପସ୍ଵିନୀ ସେ ବି ନିଜର ପ୍ରେମିକ ଘର ଆଗରେ ଧାରଣା ଦେଇଥିଲେ।
ତେବେ ତପସ୍ଵିନୀ ଙ୍କ ପରି ଦୀପିକା ମଧ୍ୟ ଏବେ ଧାରଣା ଦେଇଛନ୍ତି କିନ୍ତୁ ଦୁଇଟି ଯାକ ଘଟଣାରେ ଗୋଟିଏ ସମାନତା ଅଛି ସେଇଟା ହେଉଛି ସମାଜସେବୀ ପ୍ରମିଳା ତ୍ରିପାଠୀ।ତେବେ ତପସ୍ଵିନୀ ଙ୍କୁ ବି ସାହାଯ୍ୟ କରିବା ପାଇଁ ପ୍ରମିଳା ତ୍ରିପାଠୀ ଆଗକୁ ଆସିଥିଲେ ଏବେ ଦୀପିକା ଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ସେ ଆଗକୁ ଆସିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।