omg ! ଛୋଟ ପିଲାଟି ଯାହା କହୁଛି ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

ଆଜି ଆମେ ଆପଣଂକୁ ଦୁଇ ଗୋଟି କଥା କହିବା ପାଇଁ ଯାଉଛୁ , ତାହା ଆପଣ ମାନେ ଯଦି କରି ଦେବେ ତାହାଲେ ଆପଣ ମାନଂକ ପିଲା ଦିନେ ବଡ ମଣିଷ ହୋଇ ଆପଣ ମାନଂକ ଆଗରେ ଠିଆ ହେବ । ତେବେ ପ୍ରଥମ କଥା ଟି ହେଉଛି ଆଜି କାଲି ଦୁନିଆ ରେ ପିଲା ମାନେ ବହୁତ ଚାଲାକ ଆଉ ସେମାନଙ୍କ ପାଖରେ ମନେ ରଖିବା ଶକ୍ତି ମଧ୍ୟ ବହୁତ ରହିଛି ।

ସେମାନେ ଯାହା ଚାହିଁବେ ତାହା କରି ପାରିବେ । ତେଣୁ ଆଜି ଆମେ ଆପଣ ମାନକୁ ଗୋଟିଏ କଥା କହିବା ପାଇଁ ଯାଉଛୁ ତାହା ଯଦି ଆପଣ ମାନେ କରି ଦେଲେ , ତାହାଲେ ଆପଣଙ୍କ ପିଲା ଭଲ ପାଠ ପଢିବା ସହିତ ବଡ଼ ଚାକିରୀ ଟିଏ ମଧ୍ୟ କରିବ ।

 ଆଜି କାଲି ର ପିଲା ମାନେ ସବୁ ସମୟ ରେ ମୋବାଇଲ ଧରୁ ଛନ୍ତି । ଆଜ୍ଞା ମୋବାଇଲ ଧରିବା ଖରାପ ନୁହେଁ । ମୋବାଇଲ ରେ ମଧ୍ୟ ଏମିତି କିଛି ଜିନିଷ ରହିଛି ଯାହା ପିଲା ମାନକୁ ବହୁତ କିଛି ଶିଖିବା ପାଇଁ ଜିନିଷ ଦେଇ ଥାଏ । କିନ୍ତୁ ସେହି ମୋବାଇଲ ପିଲା ମାନକୁ ବର୍ବାଦ କରି ଦେଇ ଥାଏ ।

ହଁ ଆଜ୍ଞା ମୋବାଇଲ ପିଲା ମାନକୁ ବହୁତ କ୍ଷତି ପହଞ୍ଚାଇ ଥାଏ । ଆଜି କାଲି ର ପିଲା ମାନେ ସବୁ ସମୟ ରେ ପବଜି ଭଳି ଗେମ ଖେଳି ନିଜର ଟାଇମ କୁ ନଷ୍ଟ କରୁ ଛନ୍ତି । ତେବେ ସେହି ସମୟ ରେ ଯଦି ପିଲା ନ ପାଠ ଯଦି ଖେଳିବା ପାଇଁ ଯାଇ ଥାନ୍ତି ।

 ତାହାଲେ ପିଲା ବହୁତ ଲାଭବାନ ହୋଇ ଥାଏ । କାରଣ ଖେଳିବା ଦ୍ୱାରା ପିଲାଙ୍କ ମାଇଣ୍ଡ ଫ୍ରେସ ରହି ଥାଏ । ଆଉ ଖେଳି ସାରି ପାଠ ପଢିଲେ ପିଲାଙ୍କ ର ପାଠ ମନେ ରହି ଥାଏ । ତେବେ ଦ୍ୱିତୀୟ ରେ ରିଲସ । ରିଲସ କହିଲେ ଛୋଟ ଛୋଟ ଭିଡିଓ କରି ସୋସିଆଲ ମିଡ଼ିଆ ରେ ଛାଡିବା । ତେବେ ରିଲସ ଗିଟିଏ ନିଶା । ଯିଏ ଥରେ ରିଲସ କରିଛି ତାର ମୁଣ୍ଡରେ କେବଳ କେମିତି ରିଲସ କରିବା ରାତି ଦିନ ଚାଲି ଥାଏ । ଯାହା ଫୋଳରେ ପିଲା ଖରାପ ହୋଇ ଥାଏ ।
ତା ପରେ ମଧ୍ୟ ଛୋଟ ଛୋଟ ଭିଡିଓ କରି କେହି କେବେ ସଲମନ ଖାଁ ହୋଇ ପାରିବ ନାହିଁ । ତୃତୀତ ରେ ସବୁ ଠାରୁ ବଡ଼ କଥା ହେଉଛି ପିଲା ମୋବାଇଲ ରେ କଣ ଦେଖୁଚି । ପାଠ ଭିଡିଓ ଦେଖୁଚି ନା ସେକ୍ସ ଭିଡିଓ ଦେଖୁଚି । ତେବେ ସେହି ଖରାପ ଭିଡିଓ ଦେଖିବା ଦ୍ୱାରା ପିଲା ବହୁତ ଖରାପ ହୋଇ ଯାଇ ଥାନ୍ତି ।

ପିଲା ମାନଙ୍କ ର ମନେ ରଖିବା ଶକ୍ତି କମି ଯାଇ ଥାଏ । ତେଣୁ ପିଲା କୁ ଜାଣି ଶୁଣି ନର୍କ କୁ ଠେଲି ଦିଅନ୍ତୁ ନାହିଁ । ସେହି ପିଲା IAS ହେଉଛି ତେବେ ଆପଣଂକ ପିଲା କାହିଁକି ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।