ହେ ଭାଗବାନ ଧରମ ପୁଅ ସାଜିଲା ଧରମ ସ୍ୱାମୀ ,ଏଵେ ତୁ ଧୋକା ଦେଲେ ମୁଁ ଆଖି ବୁଜିବି,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ସ୍ବାମୀଙ୍କୁ ଛାଡି ପ୍ରେମିକ ସହିତ ଚାଲିଯାଇଥିଲେ ମହିଳା ହେଲେ ପ୍ରେମିକ ଧୋକା ଦେବା ପରେ ମହିଳା ହୋଇଛନ୍ତି ହଟହଟା। ରାସ୍ତା ମଝିରେ ଚିତ୍କାର କରି ଚାଲିଛନ୍ତି ମହିଳା ଜଣକ। ଯାହା ପାଇଁ ସ୍ଵାମୀକୁ ଛାଡିଲେ ଯାହା ପାଇଁ ପୁଅକୁ ଛାଡିଲେ ସିଏ ଆଜି ସମ୍ପର୍କ ଛିନ୍ନ କରି ଆଉ କାହାକୁ ବାହା ହୋଇ ଯିବା କଥାକୁ ନେଇ ମହିଳା ଜଣକ ରାସ୍ତା ମଝିରେ କରିଛନ୍ତି ହଙ୍ଗାମା।

ମହିଳା ଜଣକ ଚିତ୍କାର କରି କହୁଛନ୍ତି, ତାକୁ ଧର ଧର ନହେଲେ ମୁଁ ଆଜି ଆତ୍ମହତ୍ୟା କରିଦେବି। ଯାହାକୁ ଶୁଣି ପ୍ରେମିକଙ୍କ ଆଖି ଟେରା ହୋଇଯାଇଛି। ହଠାତ୍ ଏମିତି କରିଦବ ବିବାହିତ ମହିଳା ପ୍ରେମିକ ଜଣକ ଭାବି ପାରି ନଥିଲେ। ମହିଳା ଜଣକ ଚିତ୍କାର କରି କହୁଛନ୍ତି ତାଙ୍କୁ ସମସ୍ତେ ଛାଡି ବସିଛନ୍ତି।

 ତେବେ ମହିଳା ଜଣକ ପୁର୍ବରୁ ବିବାହିତ ଅଟନ୍ତି। ସେ ପ୍ରେମିକ ଜଣକ ପ୍ରେମରେ ଅନ୍ଧ ହୋଇ ସ୍ଵାମୀ ଓ ୮ ବର୍ଷର ସନ୍ତାନକୁ ଛାଡି ପ୍ରେମିକଙ୍କ ହାତ ଧରି ଛାଡି ଚାଲି ଯାଇଥିଲେ। ଏହା ପରେ ଦୁଇ ବର୍ଷ ଧରି ପ୍ରେମିକ ସହ ରହି ଆସୁଥିଲେ ମହିଳା। ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ।

ଏପରିକି ମହିଳାଙ୍କ କହିବା ଅନୁଯାୟୀ ସେ ଗର୍ଭ ମଧ୍ୟ ନଷ୍ଟ କରିଛନ୍ତି। କିନ୍ତୁ ଏବେ ପ୍ରେମିକ କୁଆଡେ ମହିଳାଙ୍କୁ ଛାଡି ଆଉ ଜଣକୁ ବିବାହ କରିଛନ୍ତି। ତେବେ ଏ ନେଇ ମହିଳା ଜଣକ ସର୍ବ ସାଧାରଣଙ୍କ ଆଗରେ ଚିତ୍କାର କରି ଚାଲିଛନ୍ତି। ଏବଂ କହୁଛନ୍ତି ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବେ।

 ତେବେ ଏପଟେ ପ୍ରେମିକ ଜଣକ କହାକୁ ଗୋଟେ କଲ କରି କହୁଛନ୍ତି ଭାଇରେ ମତେ ବଞ୍ଚା ମୁଁ ଏଠାରେ ପୁରା ଫସି ଯାଇଛି। ତେବେ ଏ ଦୀପକ ନାମକ ଯୁବକଙ୍କ ସହିତ ମହିଳା ଜଣକ ଚାଲି ଆସିବା ପରେ ଦୀପକଙ୍କ ପାରିବାର ଲୋକେ ମହିଳା ଜଣଙ୍କୁ ଗ୍ରହଣ କରି ନଥିଲେ କାହିଁକି ନା ମହିଳା ଜଣକ ପୁର୍ବରୁ ବିବାହିତା ଥିଲେ। ତାଙ୍କର ସ୍ଵାମୀ ଓ ୮ ବର୍ଷର ସନ୍ତାନ ମଧ୍ୟ ରହିଛି ତେଣୁ ଦୀପକଙ୍କ ପରିବାର ମହିଳାଙ୍କୁ ଗ୍ରହଣ କରିବା ପାଇଁ ରାଜି ନଥିଲେ।

ତେବେ ମହିଳା ଜଣକ ହତାରେ ପେଟ୍ରୋଲ ଧରି ଯୁବକଙ୍କୁ କହୁଛନ୍ତି ତୁ ହିଁ ମତେ ବାହା ହେବୁ। ମୁଁ ତୋ ସହିତ ହିଁ ରହିବି। ତୋ ସହିତ ସଂସାର କରିବି ବୋଲି ଧମକ ଦେଉଛନ୍ତି। ବହୁ ସମୟ ଧରି ଏପରି ଚାଲିବା ପରେ ସେଠାରେ ପୋଲିସ୍ ପହଁଚି ଥିଲା ତା ପରେ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା।

ଏହା ପରେ ଦୁଇ ଜଣକୁ ଥାନାକୁ ନେଇ ଯାଇଥିଲେ। ତେବେ ଏହି ଘଟଣାକୁ ଖୁବ୍ ନିନ୍ଦା କରାଯାଉଥିବାର ଦେଖିବାକୁ ମିଳୁଛି। କିଛି ଲୋକେ ମହିଳାଙ୍କ ସହିତ ଉଚିତ୍ ହୋଇଛି ବୋଲି କହୁଛନ୍ତି। ସ୍ଵାମୀ ଓ ପିଲାଙ୍କୁ ଛାଡି ଚାଲିଯିବା କୁକର୍ମର ଉଚିତ୍ ଫଳ ପାଇଛନ୍ତି ମହିଳା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।