Exclusive : ମୁଁ ସିଦ୍ଧାନ୍ତଙ୍କ ସ୍ତ୍ରୀ କୋରାପୁଟ ରେ ରୁହେ,ଆଉ ଏବେ ଆମେ ମିଶିବା ପରେ ଏଭଳି…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ସମସ୍ତେ ଓଲିଉଡ୍ ଇଣ୍ଡଷ୍ଟ୍ରି କଥା ଆସିଲେ ଖୁସି ହୋଇଯାଆନ୍ତି। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ପ୍ରତି ଅନେକ ଦର୍ଶକଙ୍କ ଅହେତୁକ ଭଲପାଇବା ରହିଛି। ଯଦି ଆମେ ଓଡ଼ିଶାର ଚଳଚ୍ଚିତ୍ର ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି।

ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।

ଫିଲ୍ମ୍ ଜଗତର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ତେବେ ସେ ଯାହାବି ହେଉ ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି।

 ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ତେବେ ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ।

ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି।ତେବେ ଫିଲ୍ମ୍ ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି।

 ସେମାନଙ୍କ ମଧ୍ୟରୁ ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଅନ୍ୟତମ। ସେ ଅନେକ ସିନେମା ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ପରିଚିତ।ସେ ଦର୍ଶକ ଏବଂ ପ୍ରସଂଶକ ମାନଙ୍କ ଉପରେ ତାଙ୍କର ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛନ୍ତି।ସେ ବହୁତ ଭଲ କଳାକାର ଥିଲେ।

ସେ ଓଲିଉଡ୍ ହେଉ ବା ଯଲିଉଡ଼୍ ସବୁ କ୍ଷେତ୍ରରେ ସେ ତାଙ୍କର ପାରଦର୍ଶିତା ହାସଲ କରିଥିଲେ। ସେ ପ୍ରାୟ ୯୦ ରୁ ଅଧିକ ସିନେମା ରେ କାମ କରିଛନ୍ତି। ଏହା ବ୍ୟତୀତ ସେ ଜଣେ ଭଲ ଖଳନାୟକ ଭୂମିକାରେ ଅଭିନୟ କରନ୍ତି। କିନ୍ତୁ ଆଜି ହଠାତ୍ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛି ତାହା ଅସ୍ପଷ୍ଟ।

ଆଉ ଏହି ଖବର ଶୁଣି ସମସ୍ତ କଳାକାର କେହିବି ବିଶ୍ୱାସ କରିପାରୁ ନାହାନ୍ତି। ତାଙ୍କ ମୃତ୍ୟୁରେ ଏବେ ଓଲିଉଡ୍ ଦୁନିଆ ପୁରା ସ୍ତବ୍ଧ ହୋଇଯାଇଛି।ତେବେ ତାଙ୍କର ଅଭିନୟ ଯେମିତି ବାସ୍ତବ ସେମିତି ଜୀବନ୍ତ ଓ ଆକର୍ଷଣୀୟ ଅଟେ। କିନ୍ତୁ ବର୍ତ୍ତମାନ ସମୟରେ ରାଇମୋହନ ପରିଡ଼ା କୁ ନେଇ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଖେଳିଯାଇଛି। ଆଉ ତାହା ହେଉଛି ରାଇମୋହନ ପରିଡ଼ା ଭୁବନେଶ୍ବର ସ୍ଥିତ ପ୍ରାଚୀ ବିହାର ରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ