viral video – ରସିକିଆ ସାର ! ବହି ଦେବାକୁ ଡାକି ସାର ରୁମ ରେ ମୋ ସହ ଖରାପ କାମ କଲେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ
ସାର୍ ମତେ ଏକୁଟିଆ ବହି ଦେବେ ବୋଲି କହି ଅଫିସ୍ କୁ ଡାକିଥିଲେ। ଆଜିର ଏହି ସଭ୍ୟ ଶିକ୍ଷିତ ସମାଜ ରେ କିଛି ଏପରି ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ବିଶେଷ ରହିଛନ୍ତି ଯେଉଁ ମାନଙ୍କର କିଛି ନିନ୍ଦନୀୟ କାର୍ଯ୍ୟ କଳାପ ଅଗ୍ରଗତି ଉପରେ ବିଶ୍ୱାସ କରୁଥିବା ସମାଜ କୁ ନିମ୍ନଗାମୀ କରି ଦେଉଛି ।
ତେବେ ସମାଜ ର ଲୋକ ମାନେ ଯେତେ ଶିକ୍ଷିତ ହେଲେ କିମ୍ବା ସମାଜ ଯେତେ ଅଗ୍ରଗତି କଲେ କଣ ହେବ, କିଛି ଲୋକଙ୍କ କୁତ୍ସିତ କଦାକାର ମାନସିକତା ରେ ପରିବର୍ତ୍ତନ ନ ହେବା ସମାଜ ପାଇଁ ଏକ ନିନ୍ଦନୀୟ ର ବିଷୟ ଅଟେ ।
ସଭ୍ୟ ଶିକ୍ଷିତ ସମାଜରେ ଏହି ପରି ଅନେକ ନିୟାମକ ଥିଲେ ମଧ୍ୟ ଏହାର ବ୍ୟତିକ୍ରମ ସଦୃଶ କିଛି ଏପରି କାର୍ଯ୍ୟ କରି ଲୋକ ଲୋଚନ କୁ ଆସି ନିନ୍ଦନୀୟ ହେଉଛନ୍ତି ଆଜିର ଏହି ଆଧୁନିକ ପ୍ରେମୀ ଶିକ୍ଷିତ ମଣିଷ । ଆଜିର ଦୁନିଆରେ ଲୋକଙ୍କ ଆଚାର ବ୍ୟବହାର ରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହେଉଛି ଯାହା ସମୟେ ସମୟେ ଲଜ୍ଜାରେ ଆମ ମୁହଁକୁ ପୋତି ଦେବାକୁ ବାଧ୍ୟ କରୁଛି ।
ଏହିପରି କିଛି ବାସ୍ତବ ଘଟଣା ସଂସ୍ପର୍ଶରେ ଆସିବା ପରେ ଆମେ ସେହି ଘଟଣା କୁ ସହଜରେ ଗ୍ରହଣ କରି ପାରି ନ ଥାଉ । ତେବେ ସାମାଜିକ ସ୍ତରରେ ଏପରି ନିନ୍ଦନୀୟ ଘଟଣା ଅନ୍ୟ ଦିଗକୁ ଇଙ୍ଗିତ କରିଥାଏ । ତେବେ ଏହି ସବୁ ଘଟଣା ସମ୍ପର୍କରେ ଅବଗତ ହୋଇ ସମସ୍ତେ ସାମାନ୍ୟ ଚକିତ ହେବା ସ୍ୱଭାବିକ ଅଟେ ।
ଶିକ୍ଷକ ଙ୍କ କାମ ପିଲାଙ୍କୁ ଭୁଲ ଠିକର ଜ୍ଞାନ ବିତରଣ କରି ଅଜ୍ଞାନ ରୂପକ ଅନ୍ଧକାର ରୁ ଜ୍ଞାନ ରୂପକ ଅଲୋକ ଦେଖାଇବା । ତେବେ ବିଶେଷ ଭାବେ କହିଲେ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କର ମାର୍ଗ ଦର୍ଶନ କରାଇ ସେମାନଙ୍କ ଜୀବନକୁ ସଫଳ କରି ଗଢି ତୋଳିଥାନ୍ତି ।
ସେ ଯେତେ ବି ମୁର୍ଖ student ହେଲେ ମଧ୍ୟ ଜଣେ ଉପଯୁକ୍ତ ଶିକ୍ଷକ ତାର ତ୍ରୁଟି ଦୁର୍ବଳତାକୁ ଗୁରୁତ୍ୱ ଦେଇ ତାର ତ୍ରୁଟି ସଂଶୋଧନ କରି ତାକୁ ଉଚିତ ମାର୍ଗ ଦର୍ଶନ କରାଇ ତାକୁ ସଫଳ କରି ପରିଥାନ୍ତି । କିନ୍ତୁ ଆଜି କାଲିର ଶିକ୍ଷକ ମାନେ ତ ଶିକ୍ଷା କୁ ଏକ ବ୍ୟବସାୟ କରି ଦେଇଛନ୍ତି ।
ସାର୍ ମତେ ଏକୁଟିଆ ବହି ଦେବେ ବୋଲି କହି ଅଫିସ୍ କୁ ଡାକିଥିଲେ। ଆଜିର ଏହି ସଭ୍ୟ ଶିକ୍ଷିତ ସମାଜ ରେ କିଛି ଏପରି ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ବିଶେଷ ରହିଛନ୍ତି ଯେଉଁ ମାନଙ୍କର କିଛି ନିନ୍ଦନୀୟ କାର୍ଯ୍ୟ କଳାପ ଅଗ୍ରଗତି ଉପରେ ବିଶ୍ୱାସ କରୁଥିବା ସମାଜ କୁ ନିମ୍ନଗାମୀ କରି ଦେଉଛି ।
ତେବେ ସମାଜ ର ଲୋକ ମାନେ ଯେତେ ଶିକ୍ଷିତ ହେଲେ କିମ୍ବା ସମାଜ ଯେତେ ଅଗ୍ରଗତି କଲେ କଣ ହେବ, କିଛି ଲୋକଙ୍କ କୁତ୍ସିତ କଦାକାର ମାନସିକତା ରେ ପରିବର୍ତ୍ତନ ନ ହେବା ସମାଜ ପାଇଁ ଏକ ନିନ୍ଦନୀୟ ର ବିଷୟ ଅଟେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।