Irregular Menstruation (PCOS) – ଡେରିରେ ପିରିୟଡ୍ସ ହେଉଛି କି ? ତେବେ ଜାଣନ୍ତୁ ଏହାର କାରଣ କଣ…Dr Lipika Moharana……
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ | ତାହା ବ୍ୟତୀତ ବିଶେଷ କରିକି ଦେଖା ଯାଏ କି ପୁରୁଷ ଙ୍କ ଠାରୁ ମହିଳା ମାନଙ୍କ ଠାରେ ଅଧିକ ଅଧିକ ରୋଗ ଦେଖା ଯାଇଥାଏ,
ତାହା ବ୍ୟତୀତ ସାଧାରଣତଃ ମହିଳା ମାନଙ୍କ ଠାରେ ପିରିୟଡ଼ସ ଓଃ ପ୍ରେଗନେନସି କୁ ନେଇକି ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ | ତାହେଲେ ଆଜି ମୁଁ ଯେଉଁ ରୋଗ ବିଷୟରେ କହିବାକୁ ଯାଉଛି ତାହା ହେଉଛି PCOS ବା PCOD ରୋଗ ବିଷୟରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭଳି ଏକ ରୋଗ ବିଷୟରେ ଅଧିକ ଆଲୋଚନା କରିବା |
PCOS ବା PCOD ରୋଗ ସାଧାରଣତଃ ମହିଳା ମାନଙ୍କ ଠାରେ ଦେଖା ଦେଇଥାଏ | ତେବେ ଏହି ପ୍ରକାରର ରୋଗ ବିଶେଷ କରିକି ମହିଳା ମାନଙ୍କର ଗର୍ଭାଶୟ ବା ଅଣ୍ଡାସୟ ରେ ଦେଖା ଦେଇଥାଏ | ତେବେ ଆମେ ଜାଣିଛୁ ଯେ ମହିଳା ମାନଙ୍କର ଗର୍ଭାଶୟ ରେ ପ୍ରଥମେ ଡିମ୍ବାଣୁ ସୃଷ୍ଟି ହୋଇଥାଏ |
ଆଉ ଏହି ଡିମ୍ବାଶୟ ଧୀରେ ଧୀରେ ବଢିବାକୁ ଲାଗିଥାଏ | ଆଉ ଏହା ବଢିବା ପରେ ଗର୍ଭାଶୟ ରେ ଚାଲିଥାଏ , ଆଉ ଯଦି କୌଣସି କାରଣରୁ ଯଦି ଶୂକ୍ରାଣୁ ସହିତ ଡିମ୍ବାଣୁ ର ମିଳନ ନ ଘଟିବ ତାହେଲେ ମହିଳା ମାନଙ୍କରେ ଡିମ୍ବାଣୁ ଗୁଡିକ ନଷ୍ଟ ହୋଇଯାଇଥାଏ |ଆଉ ତାହା ପିରିୟଡ଼ସ ଆକାରରେ ମହିଳା ମାନଙ୍କର ଶରୀରରୁ ବାହାରି ଯାଇଥାଏ ଯାହାକୁ ମେନଷ୍ଟ୍ରରାଲ ସାଇକଲ କୁହାଯାଏ |
ତେବେ କୌଣସି କାରଣରୁ ଯଦି ଏଥିରେ ବ୍ୟତିକ୍ରମ ଦେଖା ଯାଏ ତାହେଲେ ସେମାନଙ୍କର ଗର୍ଭାଶୟ ରେ ଗୋଟିଏ ଡିମ୍ବାଣୁ ବଦଳରେ ଅଧିକ ଡିମ୍ବାଣୁ ସୃଷ୍ଟି ହୋଇଥାଏ | ଆଉ ଯାହାକୁ ଆମେ PCOS ବା PCOD କୁହାଯାଏ |
ତେବେ ଯାହା କୁହାଯାଉଛି କି ପ୍ରେଗନେନସି ସମୟରେ ଶାରୀରିକ ସମ୍ପର୍କ ରଖିଲେ କିଛି ବି ସେମିତି ଅସୁବିଧା ନ ଥାଏ ସମସ୍ତଙ୍କ ପାଇଁ |
କିନ୍ତୁ କେତୋଟି ମହିଳା ଅଛନ୍ତି ଯେଉଁ ମାନଙ୍କ ଠାରେ ବିଭିନ୍ନ ପ୍ରକାରର ଏହି ପ୍ରେଗନେନସି କୁ ନେଇକି ସମସ୍ୟା ଦେଖା ଦେଇଥାଏ ସେହି ମାନଙ୍କ ପାଖରେ ପ୍ରେଗନେନସି ସମୟରେ ସମ୍ପର୍କ କୁ ମନା କରାଯାଏ | ତେବେ ସାଧାରଣତଃ ପ୍ରେଗନେନସି ରେ 3 ଟି ପ୍ରାଇମିଷ୍ଟାର ରହିଛି |
ତେବେ ସାଧାରଣତଃ ପ୍ରଥମ ପ୍ରାଇମିଷ୍ଟାର ରେ ଆମେ ପ୍ରେନେଣ୍ଟ ହେବା ପାଖରୁ 3 ମାସ ପର୍ଯ୍ୟନ୍ତ ର ସମୟକୁ କହିଥାଉ | ତେବେ କୁହାଯାଏ କି ଯଦି ଏହି ସମୟରେ ମହିଳା ମାନେ ଶାରୀରିକ ସମ୍ପର୍କ ରଖିଥାନ୍ତି, ତାହେଲେ କିଛି ବି ଅସୁବିଧା ହୁଏନି କି ତାଙ୍କର ପିଲା ପ୍ରତି କିଛି ବି ଅସୁବିଧା ହୁଏନି | କିନ୍ତୁ ସେହି ସମୟରେ ମହିଳା ମାନଙ୍କୁ ବାନ୍ତି ଲାଗିବା, ମୁଣ୍ଡ ବୁଲେଇବା ଭଳି ସମସ୍ୟା ଦେଖା ଦେଉଥିବାରୁ ସେମାନେ ରିଲେସନ ପାଇଁ ପସନ୍ଦ କରନ୍ତିନି |
ସେହିପରି ପ୍ରେଗନେନସି ର ଦ୍ୱିତୀୟ ପ୍ରାଇମିଷ୍ଟାର 3-6 ମାସ ଭିତରର ସମୟକୁ କୁହାଯାଏ | ଆଉ ସେହି ସମୟରେ ସମ୍ପର୍କ ରଖିଲେ ମଧ୍ୟ କିଛି ଅସୁବିଧା ହୋଇ ନ ଥାଏ | ଠିକ ସେହିପରି ତୃତୀୟ ଷ୍ଟେପ ରେ ମଧ୍ୟ କୁହାଯାଏ କି ସମ୍ପର୍କ ରଖିଲେ କିଛି ଅସୁବିଧା ନ ଥାଏ କିନ୍ତୁ ଯେମିତି ଏହା ମହିଳା ଙ୍କ ପେଟ ଉପରେ କିଛି ପ୍ରଭାବ ନ ପକାଏ | ଏହା ବ୍ୟତୀତ ରିଲେସନ ସମୟରେ ହର୍ମୋନ କ୍ଷରଣ ହେଉଥିବାରୁ ତାହା ଭଲ ହୋଇ ନ ଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।