ହଠାତ ଆବିର୍ଭାବ ହେଲେ ଉଡ଼ନ୍ତା ହନୁମାନ……. ଲୋକେ ହେଲେ ଆଶ୍ଚର୍ଯ୍ୟ।…ମାତ୍ର 3 ଘଣ୍ଟା ରେ 40 milion ଲୋକ ଦେଖି ସାରିଲେଣି।

ଆପଣ ମାନେ ନାଟକ ବିଷୟରେ ନିଶ୍ଚିତ ଭାବରେ କିଛି ନା କିଛି ଜାଣିଥିବେ। ନାଟକ ଓ ନାଟକ ମାନଙ୍କ ର ଭୂମିକା ବିଷୟରେ ଆମ ସମାଜ ରେ ଧୀରେ ଧୀରେ ଲୋକ ପ୍ରିୟତା କମି ବାରେ ଲାଗିଛି। ହେଲେବି ନାଟକ ଆମ ସମସ୍ତଙ୍କୁ ବହୁତ ଭଲ ଓ ଆକର୍ଷଣୀୟ ଲାଗି ଥାଏ।

କାରଣ ଏହି ନାଟକ ମାନଙ୍କ ରେ ଦେବା ଓ ଦେବୀ ମାନଙ୍କ ର ଅନେକ କାହାଣୀ ବିଷୟରେ ଆମେ ଜାଣିବାକୁ ପାଇଁ ଥାଉ। ତେବେ ଆପଣ ମାନେ ନିଶ୍ଚିତ ଭାବରେ ପ୍ରଭୁ ହନୁମାନ ଙ୍କ ବିଷୟରେ ଜାଣିଥିବେ ଓ ସେ ଶ୍ରୀ ରାମଚନ୍ଦ୍ର ଙ୍କ ର ସବୁଠାରୁ ବଡ ଭକ୍ତ ଥିଲେ । ଏହା ସହ ସେ ପ୍ରଭୁଙ୍କ ନିର୍ଦେଶ ରେ ପର୍ବତ କୁ ନିଜ ହାତରେ ଉଠାଇ ଆଣିଥିଲେ।

 ତେବେ ଆଜି ଆମେ ସେହି ପରି ଜଣେ ଲୋକ ଙ୍କ ବିଷୟରେ କହିବୁ ଯାହାକୁ କି ଲୋକ ମାନେ କଳିଯୁଗ ର ଉଡ଼ନ୍ତ ହନୁମାନ ବୋଲି କହୁଛନ୍ତି। ଏହା ସହ ସେ ସତରେ ସେ ପ୍ରଭୁ ହନୁମାନ ଙ୍କ ଭଳି ଆକାଶରେ ଉଡି ଲୋକ ମାନଙ୍କ ର ମନ କୁ ମୋହିତ କରୁଛନ୍ତି।

ଏଣୁ ଏହି ଉଡ଼ାନ୍ତ ହନୁମାନ ଙ୍କ ର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲା ପରେ ଆପଣ ମଧ୍ୟ ବିଶ୍ଵସ କରିବା କଷ୍ଟ କର ହୋଇଯିବ। ତେବେ ଆସନ୍ତୁ ଜାଣିବା ସେହି ଉଦନ୍ତା ହନୁମାନ ଙ୍କ ବିଷୟରେ।


ବିଷୟ ଟି ହେଉଛି କି ଗୋଟିଏ ଗ୍ରାମ ରେ ଉଡ଼ନ୍ତ ହନୁମାନ ନାମକ ଏକ ନାଟକ ର ଆୟୋଜନ ହୋଇ ଥିଲା। ଯେପରି ଭାବରେ ନାଟକ ର ଆୟୋଜନ ହୋଇଥିଲା ସେହି ପରି ଭାବରେ ଚାଲୁଥିଲା। କିଛି ଲୋକ ତଳେ ବସି ଗୀତ ଗାନ କରୁଥିଲେ।

କିନ୍ତୁ ଏହି ସମୟରେ ହନୁମାନ ପୋଷାକ ପିନ୍ଧି ଥିବା ଜଣେ ବ୍ୟକ୍ତି ତାଙ୍କର ଯଲବା ଦେଖାଇବା ଆରମ୍ଭ କରି ଦେଇଥିଲେ। ସେ ପ୍ରଥମେ ବିନା କୌଣସି ସୁରକ୍ଷା ବ୍ୟବସ୍ତା ରେ ଏକ ନଡ଼ିଆ ଗଛ କୁ ଚଢି ଯାଇଥିଲେ। ଏହା ପରେ ସେ ସେ ଗଛ ରୁ ଅନ୍ୟ ଏକ ଗଛ କୁ ଦଉଡି ବାନ୍ଧି ଥିଲେ।

ଏହା ପରେ ସେ ଦଉଡି ରେ ସେ ହନୁମାନ ଙ୍କ ପରି ଆସିଲେ ଓ ଏପରି କିଛି କାରନାମା ଦେଖାଇବାକୁ ଲାଗିଲେ ଯାହା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ। ସେହି ବ୍ୟକ୍ତି ଜଣଙ୍କ ସେହି ଦଉଡି ର ଚାରିପାଖେ ଦୃତ ଗତିରେ ଘୁରିବାକୁ ଲାଗିଥିଲା।

ସେହି ପରି ଲଗାତାର କରିବା ସହ ସେ ହନୁମାନ ଙ୍କ ପରି ଭିଭିନ୍ନ କାର୍ଯ୍ୟ କରିବାକୁ ଲାଗିଲା। ନିଜ ଜୀବନ କୁ ବିପଦ ରେ ପକାଇ ମାଟି ଠାରୁ ଅନେକ ଉପରେ ରହି ସେ ଏହି ଉଡ଼ାନ୍ତ ହନୁମାନ ସାଜିଥିଲା। ଏହାକୁ ଦେଖିବା ପାଇଁ ଲୋକ ମାନଙ୍କ ର ଗହଳି ଲାଗି ରହିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।