Teeth Tips – ମାତ୍ର ୩ ମିନିଟ ରେ ହଳଦିଆ ଗନ୍ଧ ଯୁକ୍ତ ଦାନ୍ତ ହୀରା ଭଳି ଚମକିବ!

ବନ୍ଧୁଗଣ ବର୍ତମାନ ସମସ୍ତେ ନିଜର ସୌଦର୍ଯ୍ୟକୁ ନେଇ ସଚେତନ ଅଛନ୍ତି |ଆମର ଦାନ୍ତ ସୌଦର୍ଯ୍ୟର ମଧ୍ୟ୍ୟ ଏକ ଅଂଶ ଅଟେ, ଦାନ୍ତ ସୁନ୍ଦର ଓ ଚିକଣ ହୋଇଥିଲେ ଏହା ଆମର ସୌଦର୍ଯ୍ୟ କୁ ବଢ଼ି ଦେଇଥାଏ |ଯେପରି ଆମର ମୁହଁରେ କୌଣସି ଦାଗ ହୋଇଗଲେ ଆମକୁ ଠିକ ଲାଗେନାହିଁ ସେହିପରି ଦାନ୍ତ ହଳଦିଆ ହୋଇଗଲେ କିମ୍ବା ଅସୁନ୍ଦର ଦେଖାଗଲେ ଆମକୁ ଭଲ ଲାଗେ ନାହିଁ, ଏହା ଆମର ପରସନାଲିଟି କୁ ଖରାପ କରିଦେଈ ଥାଏ |

ବହୁତ ସମୟରେ ସାଙ୍ଗ ସାଥିମାନେ ଏହାକୁ ନେଇ ମଜାକ ମଧ୍ୟ କରିଥାନ୍ତି |ଏହି ଦାନ୍ତ ଗୁଡିକ ଗନ୍ଧିଆ, ହଳଦିଆ ହବାର ବହୁତ କାରଣ ରହିଛି| ତମାଖୁ, ଗୋଟକା,ପାନ, ସିଗାରେଟ ଆଦି ଅଧିକ ଖାଇବା ଦ୍ଵାରା ଦାନ୍ତ ହଳଦିଆ ହେବା ସହ ସୋଢା ମଧ୍ୟ୍ୟ ହୋଇଥାଏ |

ଏହି ଦାନ୍ତପରି ସମସ୍ୟା କୁ ଆପଣ ଘରୋଇ ଉପଚାର ସମାଧାନ କରିପାରିବେ |ମୁଁ ଆଜି ଆପଣଙ୍କୁ ଏମିତି ଏକ ରେମିଡ଼ି ବିଷୟରେ କହିବି ଯାହାକୁ ଆପଣ ଦୁଇ ଦିନ ବ୍ୟବହାର କଲେ ଆପଣଙ୍କ ଦାନ୍ତ ମୋତିପରି ଚମକି ଉଠିବ ଏବଂ ଆପଣଙ୍କ ପାଟିରୁ ଯଦି କୌଣସି ଦୁର୍ଗନ୍ଧ ବାହାରୁଥାଏ ତେବେ ଏହି ସମସ୍ତ ସମସ୍ୟା ଦୁରହୋଇଯିବ |

ଏହି ରେମିଡ଼ି ପ୍ରସ୍ତୁତି ପାଇଁ ଯେଉଁ ସାମଗ୍ରୀ ଆବଶ୍ୟକ ତାହା ଆପଣଙ୍କୁ ବହୁତ ସହଜରେ ମିଳିପାରିବ,ତେବେ ବନ୍ଧୁଗଣ ମୁଁ ଆଜି ଆପଣଙ୍କୁ ଏହି ରେମିଡ଼ି ର ବ୍ୟବହାର ଓ ପ୍ରସ୍ତୁତି ବିଷୟରେ ଜଣାଇବି |ଆବଶ୍ୟକ ସାମଗ୍ରୀ :-

ପ୍ରସ୍ତୁତି :-ରସୁଣ, ଖାଇବା ସୋଡ଼ା, ନଡ଼ିଆ ତେଲ, ପେଷ୍ଟ, ଲେମ୍ବୁ

ହଁ ବନ୍ଧୁଗଣ ଏଥି ପାଇଁ ଦରକାରୀ ସାମଗ୍ରୀ ଗୁଡିକ ଆପଣଙ୍କ ଘରୁ ହିଁ ମିଳିପାରିବ |ପ୍ରଥମେ ଆପଣ ଚାରିରୁ ପାଞ୍ଚ ପାଖୁଡା ରସୁଣ ନିଅନ୍ତୁ, ଏହାକୁ ଭଲ କି ଗୁଣ୍ଡ କରିନିଅନ୍ତୁ କିମ୍ବା ଛେଞ୍ଚି କରି ନିଅନ୍ତୁ,ଏଥିରେ ଗୋଟିଏ ବା ଦୁଇ ଚୁଟକୀ ଖାଇବା ସୋଡ଼ା ନିଅନ୍ତୁ,10ଡ୍ରପ ନଡ଼ିଆ ତେଲ ଏଥିରେ ମିଶାନ୍ତୁ,8ru 10ଡ୍ରପ ଲେମ୍ବୁ ମିଶାନ୍ତୁଏବଂ ଆପଣ ବ୍ୟବହାର କରୁଥିବା ଯେକୌଣସି ପେଷ୍ଟ ଦରକାର ଅନୁଯାୟୀ ଏଥିରେ ମିଶାନ୍ତୁ ଏହି ସବୁକୁ ଭଲରେ ମିଶ୍ରଣ କରିନିଅନ୍ତୁ |

ବ୍ୟବହାରଆପଣ ଏହି ମିଶ୍ରଣକୁ ସପ୍ତାହକୁ 2ଥର ସକାଳ ବ୍ରଶ କରିବା ସମୟରେ ବ୍ୟବହାର କରନ୍ତୁ, ଦୁଇରୁ ତିନି ମିନିଟ ଏହାକୁ ବ୍ୟବହାର କରନ୍ତୁ |ଏହି ରେମିଡିକୁ ଆପଣ ସେ ପ୍ରଯ୍ୟନ୍ତ ବ୍ୟବହାର କରନ୍ତୁ ଯେ ପ୍ରଯ୍ୟନ୍ତ ଆପଣଙ୍କ ଦାନ୍ତ ପୁରା ପୁରି ସଫା ନ ହୋଇଛି |ବନ୍ଧୁଗଣ ଆପଣ ଏହି ଉପାୟ କିଛି ଦିନ କରିବା ପରେ ଆପଣଙ୍କ ଦାନ୍ତର ହଜି ଯାଇଥିବା ଚମକ ଫେରି ଆସିବା ସହିତ ଆପଣଙ୍କ ଦାନ୍ତ ଧଳା ଓ ସୁନ୍ଦର ହୋଇ ଯିବା |

ବ୍ୟବହାର କଲେ ଆପଣଙ୍କ ଦାନ୍ତ ମୋତିପରି ଚମକି ଉଠିବ ଏବଂ ଆପଣଙ୍କ ପାଟିରୁ ଯଦି କୌଣସି ଦୁର୍ଗନ୍ଧ ବାହାରୁଥାଏ ତେବେ ଏହି ସମସ୍ତ ସମସ୍ୟା ଦୁରହୋଇଯିବ |ଏହି ରେମିଡ଼ି ପ୍ରସ୍ତୁତି ପାଇଁ ଯେଉଁ ସାମଗ୍ରୀ ଆବଶ୍ୟକ ତାହା ଆପଣଙ୍କୁ ବହୁତ ସହଜରେ ମିଳିପାରିବ,ତେବେ ବନ୍ଧୁଗଣ ମୁଁ ଆଜି ଆପଣଙ୍କୁ ଏହି ରେମିଡ଼ି ର ବ୍ୟବହାର!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ