Exclusive : ମାଆଙ୍କୁ ଧରି କାନ୍ଦିଲେ ବାବୁସାନ…କହିଲେ ଏମିତି ଭୁଲ ଆଉ କେବେ ବି ହେବନି,ଦେଖନ୍ତୁ ଏହି ହୃଦୟ ବିଦାରକ ଭିଡ଼ିଓ…
ଓଡ଼ିଶା ଫେରୁଛନ୍ତି ବିବାଦ ଘେର ରେ ଛନ୍ଦି ହୋଇ ପଡ଼ିଥିବା ଅଭିନେତା ବାବୁଶାନ୍ ମହାନ୍ତି । ମାଆ ଅପରାଜିତା ଓ ପରିବାର ଙ୍କ ଅନୁରୋଧ ରକ୍ଷା କରି ସେ ଆଜି ଘର କୁ ଫେରୁଛନ୍ତି । ବାବୁଶାନ୍ ଓ ପ୍ରକୃତିଙ୍କ ଭିଡ଼ିଓ ଭାଇରାଲ ହେବା ପରେ ଗଣମାଧ୍ୟମଠୁ ଦୂର ରେ ରହିଥିଲେ ବାବୁ ଏବଂ ଫିଲ୍ମ ପ୍ରମୋସନ ନେଇ ଚେନ୍ନାଇ ଯାଇଥିଲେ ।
ଚେନ୍ନାଇ ରୁ ଫିଲ୍ମ ଦମନ ଫିଲ୍ମର ପୁରା ଟିମ୍ ଓଡ଼ିଶା ଫେରିଥିବା ବେଳେ ସେ ଆସି ନଥିଲେ । ପ୍ରକୃତି ଙ୍କ ପିତା ମନ୍ମଥ ମଧ୍ୟ ପତ୍ନୀ ଓ ପରିବାର ନିକଟକୁ ଫେରି ଆସିବା ପାଇଁ ବାବୁ ଙ୍କୁ କହିଥିବା କହିଥିଲେ । ଚେନ୍ନାଇ ଏୟାରପୋର୍ଟରେ ବାବୁଶାନ ଙ୍କୁ ଦେଖିବାକୁ ମିଳିଛି । ତେବେ ସେ ଓଡ଼ିଶା ଫେରୁଥିବା ନେଇ ଚର୍ଚ୍ଚା ହେଉଛି ।
ପ୍ରକୃତି ନିଜ ପରିବାର ସହିତ ଓଡ଼ିଶା ଫେରିଥିବା ବେଳେ ବାବୁ ଆସି ନଥିଲେ । ସେ ପଟେ ମାଆ ଅପରାଜିତା କୋହ ଭରା କଣ୍ଠ ରେ ଘର କୁ ଫେରିବା ପାଇଁ ବାବୁଙ୍କୁ ଅନୁରୋଧ କରିଥିଲେ । ଓଡ଼ିଶାରେ ତାଙ୍କୁ ନେଇ ବହୁ ଚର୍ଚ୍ଚା ଚାଲି ଥିବା ବେଳେ ସେ ଚେନ୍ନାଇ ଯାଇ ଥିଲେ ତାଙ୍କର ଆଗାମୀ ଫିଲ୍ମ ଦମନ ର ପ୍ରମୋସନ ରେ । ମାତ୍ର ତାଙ୍କ ଟିମ ଓ ଅନ୍ୟ ପଟେ ପ୍ରକୃତି ମିଶ୍ର ଓଡିଶା ଫେରି ଆସି ଥିବା ବେଳେ ସେ ଏଯାଏ ଓଡିଶା ଫେରି ନଥିଲେ ।
ତେବେ ଆଜି ତାଙ୍କର ଏକ ଭିଡିଓ ଭାଇରଲ ହୋଇଛି । ଯେଉଁ ଥିରେ ତାଙ୍କୁ ଚେନ୍ନାଇ ଏୟାରପୋର୍ଟ ରେ ଦେଖିବା କୁ ମିଳିଛି । ଏହି ଭିଡିଓ ଭାଇରଲ ହେବା ପରେ ସେ ଓଡ଼ିଶା ଫେରୁଥିବା ନେଇ ଚର୍ଚ୍ଚା ହେଉଛି । ତେବେ ସେ ଓଡିଶା ଆସିବେ କି ନାହିଁ ତାହା ଆଗାମୀ ସମୟ ରେ ଜାଣିବାକୁ ମିଳିବ ।
ରାଜଧାନୀ ଭୁବନେଶ୍ବର ରେ ପହଞ୍ଚିଲେ ଅଭିନେତା ବାବୁଶାନ ମହାନ୍ତି । ଆଜି ବାବୁଶାନ ଚେନ୍ନାଇ ରୁ ବିମାନ ଯୋଗେ ଭୁବନେଶ୍ବର ଫେରିଛନ୍ତି । ସେ, ତାଙ୍କ ସ୍ତ୍ରୀ ତୃପ୍ତି ଓ ପ୍ରକୃତି ମିଶ୍ର ଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କ ରେ କ’ଣ କହିବେ ସେ ନେଇ ସମସ୍ତେ ଅପେକ୍ଷା କରିଥିବା ବେଳେ ଏ ବାବଦ ରେ ଗଣମାଧ୍ୟମ ଆଗରେ ବାବୁଶାନ କିଛି କହିନାହାନ୍ତି ।
ପ୍ରଥମେ ମୋ ବାପା ମାଆ ପାଖକୁ ଯିବା କୁ ଦିଅନ୍ତୁ ବୋଲି କହି ଭୁବନେଶ୍ବର ବିମାନ ବନ୍ଦର ରୁ ନିଜ ଘର ଅଭିମୁଖେ ବାହାରି ଯାଇଛନ୍ତି । ଆଜି ବାବୁଶାନ ଙ୍କୁ ପଚରାଉଚରା କରିପାରେ ପୋଲିସ ।
ବାବୁଶାନ୍ ମହାନ୍ତି ପ୍ରଥମେ ଘର କୁ ଆସିଥିଲେ ଓ ବାପା ମାଆ ଙ୍କୁ ଦେଖା କରି ଭୋ ଭୋ କରି କାନ୍ଦୁ ଥିଲେ ଆଉ କହିଥିଲେ କି ଏହି ପରି ଭୁଲ ଆଉ କେବେ ବି ହବନି ବୋଲି ଓ ମାଆ ଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ । ବାବୁଶାନ୍ କହିଥିଲେ କି ତୋ ପୁଅ ଏବେ ତତେ ଛାଡି କୁଆଡେ ବି ଯିବନି ମୁଁ ସଂପୂର୍ଣ୍ଣ ଭାବେ ବଦଳି ଯିବି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।