Viral Audio call – ଚର୍ଚ୍ଚାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ପ୍ରଫେସରଙ୍କ ଛାତ୍ରୀଙ୍କୁ ପ୍ରେମ ନିବେଦନ ସହିତ ଅଶ୍ଳୀଳ କଥାବାର୍ତା ଅଡିଓ ଭାଇରାଲ,ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ….
ସମାଜରେ ଶିକ୍ଷାର ପ୍ରସାର ଯେତେ ହେଲେ ମଧ୍ୟ ଲୋକଙ୍କ ମନ ମଧ୍ୟରେ କଳୁଷିତ ଚିନ୍ତାଧାରା ବଦଳୁ ନାହିଁ। ଆପଣ ମାନେ ଦେଖିଥିବେ ଅନେକ ଉଚ୍ଚ ଶିକ୍ଷିତ ଲୋକ ବଡ଼ ବଡ଼ ପଦ ପଦବୀରେ ରହୁଛନ୍ତି, କିନ୍ତୁ ସେମାନେ ଏପରି କିଛି ହୀନ ଲଜ୍ୟା ଜନକ କାର୍ଯ୍ୟ କରିଥାନ୍ତି ଯାହା ଅତ୍ୟନ୍ତ ଦୁଃଖ ଏବଂ ନିନ୍ଦନୀୟ ଅଟେ।
କେଉଁଠି କିଏ ଲାଞ୍ଚ ନେଇ ଧରା ପଡୁଛି ତୋ ଆଉ କିଏ ଖରାପ ସମ୍ପର୍କ ରଖି ଧରା ପଡୁଛନ୍ତି। ଏମାନଙ୍କୁ ଆଇନ ର ଡର ଦେଖାଇଲେ ମଧ୍ୟ ସେମାନଙ୍କ ହୀନ ମନ ବୃତ୍ତି ବଦଳୁ ନାହିଁ। ଏଭଳି ଖବର ଆମେ ସୋସିଆଲ ମିଡିଆରେ ଶୁଣିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବା ପାଇଁ ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଆପଣ ଏହି ଘଟଣାକୁ ଜାଣି ସାରିଲା ପରେ ଲଜ୍ୟାରେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ, ଯାହାକି ଜଣେ ଶିକ୍ଷକ ଆଉ ଜଣେ ଶିକ୍ଷୟତ୍ରୀ ଙ୍କ ସହିତ ଅନୈତିକ ସମ୍ପର୍କ ଅଫିସ ଭିତରେ ରଖୁଥିବା ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏଭଳି ନିନ୍ଦନୀୟ ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ!
ତେବେ ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି। ଯେଉଁ କାର୍ଯ୍ୟ ଦ୍ଵାରା ସେମାନେ ଅନେକାଂଶରେ ସାଧାରଣରେ ନିନ୍ଦିତ ଏବଂ ଅପମାନିତ ହେଉଥିବାର ମଧ୍ଯ ଦେଖିବାକୁ ମିଳୁଛି।ପରେ ଏହାର ପ୍ରଭାବ ସେମାନଙ୍କ ଉପରେ ପଡ଼ିବା ସହିତ ଶିକ୍ଷା ଉପରେ ମଧ୍ଯ ପଡ଼ିଥାଏ।
ତେବେ ଏବେ ପୁଣି ସେହିପରି ଏକ ଘଟଣା ନିକଟରେ ଘଟିଛି ଯାହା ସମସ୍ତଙ୍କୁ ଲଜ୍ଜିତ କରିଛି। ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। ଏଠାରେ ଜଣେ ଶିକ୍ଷକ ସହିତ ତାଙ୍କ ଛାତ୍ରୀ କିଭଳି ଭାବରେ ଅଶ୍ଳୀଳ ହରକତ କରିଛନ୍ତି ତାହା ଜାଣିବାକୁ ମିଳିଛି।
ଶଷକ ଜଣଙ୍କ ତାଙ୍କ ଛାତ୍ରୀ ଏ ବିଷୟରେ ଫୋନ୍ ରେ ଅଭିଯୋଗ କରୁଛନ୍ତି। ଆଉ ସେମାନଙ୍କ ଏହି ବାର୍ତ୍ତାଳାପ ର କଲ୍ ରେକର୍ଡ ଶୁଣିଲେ ଆପଣ ବି ଲଜ୍ୟାବୋଧ କରିବେ। ଆଉ ଭାବିବେ ଯେ କଣ ଜଣେ ଶିକ୍ଷକ ଏମିତି ଲଜ୍ୟାହୀନ ଭଳି କାମ କରିପାରେ।
ଶିକ୍ଷକ ଜଣଙ୍କ ଛାତ୍ରୀ ସହିତ ବ୍ଯବହାର ଏବଂ ଅଶ୍ଳୀଳ ଇଙ୍ଗିତରେ କିପରି କଥାବାର୍ତ୍ତା କରୁଛନ୍ତି ତାହା ଏଠାରେ ଆପଣ ଶୁଣିବାକୁ ପାଇବେ। ତେବେ ଶିକ୍ଷକ ଜଣଙ୍କର ଏପରି ଚିନ୍ତାଧାରା ଏବଂ ମାନସିକତାକୁ ସମସ୍ତେ ଦୃଢ଼ ଭାଷାରେ ନିନ୍ଦା କରିଛନ୍ତି।ଏଠାରେ ଜଣେ ଶିକ୍ଷକ ସହିତ ତାଙ୍କ ଛାତ୍ରୀ କିଭଳି ଭାବରେ ଅଶ୍ଳୀଳ ହରକତ କରିଛନ୍ତି ତାହା ଜାଣିବାକୁ ମିଳିଛି।
ଶଷକ ଜଣଙ୍କ ତାଙ୍କ ଛାତ୍ରୀ ଏ ବିଷୟରେ ଫୋନ୍ ରେ ଅଭିଯୋଗ କରୁଛନ୍ତି। ଆଉ ସେମାନଙ୍କ ଏହି ବାର୍ତ୍ତାଳାପ ର କଲ୍ ରେକର୍ଡ ଶୁଣିଲେ ଆପଣ ବି ଲଜ୍ୟାବୋଧ କରିବେ। ଆଉ ଭାବିବେ ଯେ କଣ ଜଣେ ଶିକ୍ଷକ ଏମିତି ଲଜ୍ୟାହୀନ ଭଳି କାମ କରିପାରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।