viral ଭିଡ଼ିଓ -OMG ! ବ୍ୟକ୍ତି ଜଣକ ପାଟିରେ ବାଜୁଛି ଟ୍ରକ, ବସର ହର୍ଣ୍ଣ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ,ମାତ୍ର 4 ଘଣ୍ଟାରେ 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !

ଆଜି ଆମେ ଆପଣଂକୁ ଏକ ଏଭଳି ଘଟଣା କହିବା ପାଇଁ ଯାଉଛୁ ଯାହା ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯିବେ । ପୃଥିବି ରେ ଲୋକ ମାନଙ୍କ ପାଖରେ ଏଭଳି କଳା ଥାଏ ବୋଲି କେହି ଜାଣନ୍ତି ନାହିଁ । ତେବେ ଆଜି ଜଣେ ବ୍ୟକ୍ତି ନିଜ ପାଟିରେ ଟ୍ରକ ଏବଂ ବସ ର ହୋର୍ନ ବାଯାଉଛି । ଯାହା ଶୁଣିବା ପରେ ଲୋକେ ଏହାକୁ ବହୁତ ପସନ୍ଦ କରୁ ଛନ୍ତି । ବହୁତ ଲୋକ ମଧ୍ୟ ଏହି ଭିଡିଓ ଟିକୁ ସେଆର ମଧ୍ୟ କରି ସାରି ଲେଣି ।

କେବଳ ସେତିକି ନୁହେଁ ସେ ବଜାଉ ଥିବା ହୋର୍ନ ବହୁତ ସୁନ୍ଦର ଥିଲା ସେଥି ପାଇଁ ଲୋକେ ତାଙ୍କୁ ବସ ର ନାମ କହି ତାକୁ ପାଟିରେ ହୋର୍ନ ବଜେଇବା ପାଇଁ କହି ଥିଲେ । ଏବେ ଭାରତ ତ ରେ ତାଙ୍କ କଳା କୁ ନେଇ ଲୋକେ ବେସ ଚର୍ଚା ରେ ଅଛନ୍ତି । କଥାରେ ଅଛି ଯୋଡି ଏହି ଭୋଡ଼ିଓ ଟିକୁ କେହି ଜଣେ ବ୍ୟକ୍ତି କରି ନ ଥାନ୍ତେ , ତାହାଲେ ବଣ ମୋଲି ବନ ରେ ଫୁଟି ନଷ୍ଟ ହେଇ ଯାଇ ଥାନ୍ତା , ତାର ବାସ୍ନା କେହି ଜାଣି ପାରି ନ ଥାନ୍ତେ ।

ଯାହା ହେଉ ମଧ୍ୟ ଆଜି ସେହି ଭିଡିଓ ବେସ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ପାଞ୍ଚ ଦିନରେ ଏହି ଭିଡିଓ ଟିକୁ 75 ହଜାର ଲୋକ ଦେଖି ସାରି ଲେଣି । ବହୁତ ଜଣ ମଧ୍ୟ ଏହାକୁ ପସନ୍ଦ କରୁ ଛନ୍ତି । ତେଣୁ ଯାହା ପାଖରେ ଟିକେ କଳା ଅଛି , ତାହା ଲୋକ ମାନଙ୍କ ଆଗରେ ପ୍ରକାଶ କରି ଦିଅନ୍ତୁ ଯାହା ଫୋଳରେ ଲୋକ ମାନେ ଏହାକୁ ପ୍ରକାଶ କରି ଦେବେ ।

 ଆଉ ଆପଣ ହୋଇ ଯିବେ ସଲିବ୍ରେଟି । ଯେମିତି ଆପଣ ରାନୁ ମଣ୍ଡଳ କଥା ଥରେ ଚିନ୍ତା କରନ୍ତୁ । ସେ ଯାଇ ଷ୍ଟେସନ ରେ ଗୀତ ଗାଉ ଥିଲେ , ଭିକ ମଧ୍ୟ ମଗୁ ଥିଲେ କିନ୍ତୁ ଆଜି ତାଙ୍କୁ ଦେଖନ୍ତୁ । ଗୀତରେ ସେ ଗ ଅକ୍ଷର ମଧ୍ୟ ଜାଣି ନାହାନ୍ତି । କିନ୍ତୁ ତାଙ୍କୁ ଆଜି ସାରା ଭାରତ ଜଣେ ।

ଠିକ ସେହି ଭଳି ଆପଣଙ୍କ କଳା ଟିକେ କାହାକୁ ଭଲ ଲାଗିବ , ଆଉ ଭାଇରାଲ ହେଇଯିବ ଆପଣଙ୍କ ଭିଡିଓ । ତେବେ ଏହି ଭିଡିଓ ଟି ଲୋକେ ଦେଖି ସାରିବା ପରେ ଲୋକେ ଏହାକୁ କମେଣ୍ଟ ମଧ୍ୟ ରେ କହି ଛନ୍ତି ଯେ ଏହି ବ୍ୟକ୍ତି ଜଣକ କଥା ଗ୍ରୀନିଜ ବୁକ ରେ ଲେଖିବା ନିହାତି ଆବଶ୍ୟକ ଅଟେ ।

ତେଣୁ କଳା ଯାହା ପାଖରେ ଅଛି ତାଙ୍କୁ ପ୍ରକାଶ କରନ୍ତୁ । ନହେଲେ ବଣ ମୋଲି ବନ ରେ ଫୁଟି ନଷ୍ଟ ହୋଇ ଯିବ , ତାର ସୁଗନ୍ଧ କେହି ହେଲେ ମଧ୍ୟ ଜାଣି ପାରିବେ ନାହିଁ । ଏହା ଥିଲା ସେହି ବ୍ୟକ୍ତି କଥା ଯିଏ ନିଜ ପାଟିରେ ବସ ଟ୍ରକ ହୋର୍ନ ବଜେଇ ଆଜି ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।