Exclusive : ଏହି ଗେଷ୍ଟହାଉସ ବୁକ କରିଥିଲେ ପ୍ରକୃତି ମିଶ୍ର ! ଗେଷ୍ଟହାଉସରେ ଭାଇରାଲ ହେଉଛି ବାବୁସାନଙ୍କ ଫୋଟୋ,,ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ…
ସୋସିଆଲ ମିଡିଆରେ ଏବେ ପୁଣି ଚର୍ଚ୍ଚାରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ଓ ନାୟିକା ପ୍ରକୃତି ମିଶ୍ର। ତେବେ ଏହି ଯୋଡ଼ି କୌଣସି ଫିଲ୍ମକୁ ନେଇ ଚର୍ଚ୍ଚାରେ ନାହାନ୍ତି, ବରଂ ଉଭୟଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଆଲୋଡ଼ନ ଖେଳିଯାଇଛି। ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଲୋକେ ଏହାର ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି।
ସେମାନେ ଗୋଟିଏ ଗେଷ୍ଟ୍ ହାଉସ ରେ ଦୁହେଁ ମିଶିକି ରହୁଥିଲେ ବୋଲି ଗେଷ୍ଟ୍ ହାଉସ ମାଲିକ ପ୍ରକୃତି ମିଶ୍ର ଉପରେ ଚିଡ ଚିଡ ହେଉଥିଲେ ଓ ସେ ତିନି ଦିନ ହେଲା ରହିଥିଲେ ତାପରେ ସେ ସେଇଠୁ ଗଲା ପରେ ତା ଜିନିଷ ଆଣିବାକୁ ଯାଇଥିଲେ ସେ ଜିନିଷ ଆଣି ସରିବା ପରେ କିଛି ଲୋକ ତାଙ୍କ ସହିତ ସେଲ୍ଫି ତାଙ୍କ ଭିତର ରୁ ଜଣେ ବାହାରି କୁ ଆସି ଥିଲେ ଓ ପ୍ରକୃତି କୁ ବାଡେ ଦେଇଥିଲେ ।ସେହି ସମୟରେ ଗାଡ଼ିରେ ଥିଲେ ବାବୁଶାନ୍ ମହାନ୍ତି । ତେବେ କଣ ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କ ସଂପର୍କ ଅଛି।
ଯେଉଁ ଭିଡିଓ ସାମ୍ନା କୁ ଆସିଛି, ସେଥିରେ ବାବୁସାନ୍ ଓ ପ୍ରକୃତି ମିଶ୍ର ଗୋଟିଏ ଫର୍ଚ୍ୟୁନ ର ଗାଡ଼ିରେ ଏକାଠି ସକାଳୁ ସକାଳୁ ଭୁବନେଶ୍ବର ର ସତ୍ୟ ନଗର ଅଞ୍ଚଳରେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ସେମାନ ଙ୍କୁ ଅଟକାଇଛନ୍ତି।
ଏହା ପରେ ସେ ବାବୁସାନ ଙ୍କୁ ଗାଡ଼ି ରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି। ଏହି ଘଟଣାରେ ବାବୁସାନ୍ ଅପଦସ୍ଥ ହୋଇପଡ଼ିବା ଦେଖିବାକୁ ମିଳୁଛି। ଏହାପରେ ତୃପ୍ତି ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି। ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ବାବୁସାନଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିଥିବାର ଦେଖିବାକୁ ମିଳିଛି।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ। ଘଟଣାଟି ଭୁବନେଶ୍ଵର ର ସତ୍ୟନଗର ଅଞ୍ଚଳ ରେ ଥିବା ପାଢ଼ୀ ଟ୍ୟୁଟୋରିଆଲ୍ ସାମ୍ନା ରାସ୍ତାର ବୋଲି ସୂଚନା ମିଳିଛି। ଗୋଟିଏ ଗେଷ୍ଟ୍ ହାଉସ୍ ରେ ଅବସ୍ଥିତ ଥିବା ସୂଚନା ଏ ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି ଯେ ପ୍ରକୃତି ତାଙ୍କ ଘରଭାଙ୍ଗି ଦେଇଛନ୍ତି। ବାବୁସାନ ଙ୍କ ସହ ପ୍ରକୃତି ମିଶ୍ରଙ୍କୁ ସ୍ଥାନୀୟ ଲୋକ ଙ୍କ ସହାୟତା ଧରିଛନ୍ତି ପତ୍ନୀ। ତେବେ ଏ ନେଇ ଥାନାରେ କେହି ଅଭିଯୋଗ କରିନାହାନ୍ତି।
ସୂଚନା ଯୋଗ୍ୟ, ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ପ୍ରେମମ୍’ରେ ବାବୁସାନଙ୍କ ସହ ପ୍ରକୃତିଙ୍କୁ ଦେଖିବାକୁ ମିଳିଛି। ଏହି ସିନେମାରେ ଲୋକପ୍ରିୟ ନାୟକ ବାବୁସାନଙ୍କ ସହ ଅଭିନୟ କରିଛନ୍ତି ପ୍ରକୃତି ମିଶ୍ର।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଉଷସୀ, ଚୌଧୁରୀ ବିକାଶ ଦାସ ଓ ସାତ୍ୟକୀ ମିଶ୍ର ପ୍ରମୁଖ ବି ନଜର ଆସିଛନ୍ତି। ଶିଶିର କୁମାର ଷଡ଼ଙ୍ଗୀ ‘ପ୍ରେମମ୍’ର ପ୍ରଯୋଜନା କରିଛନ୍ତି। ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ତାପସ ସର ଘରିଆ ଏହାର ନିର୍ଦ୍ଦେଶକ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।