Sadhubani : ଆଜି ପବିତ୍ର (ରାକ୍ଷୀ ପୂର୍ଣ୍ଣିମା) ଦୀର୍ଘ ୫୦୦ ବର୍ଷରେ ମହାସଂଯୋଗ,5ଟି ରାଶିରେ ମା ଲକ୍ଷ୍ମୀ କରିବେ ଧନର ବର୍ଷା…….

ଆସନ୍ତା ୧୧ ତାରିଖ ଦିନ ପଡୁଅଛି ରାକ୍ଷୀ ବନ୍ଧନ। ଏହି ରକ୍ଷା ବନ୍ଧନ ରେ ମା ଲକ୍ଷ୍ମୀ କିଛି ରାଶିର ବ୍ଯକ୍ତି ମାନଙ୍କ ର ଶୁଭ ହେବାକୁ ଯାଉଛି। ବା ଧନ ର ବର୍ଷା ହେବାକୁ ଯାଉଛି। ଏବଂ ମା ଲକ୍ଷ୍ମୀ ଏବଂ ତାହା ସହିତ ଜଗନ୍ନାଥ ଙ୍କର ମାଧ୍ୟ୍ ଆର୍ଶୀବାଦ ରହିଛି ଯାହା ଆପଣଙ୍କର ଲାଇଫ ରେ ବଡ଼ ଧରଣର ପରିବର୍ତ୍ତନ ଆଣିବ | ଆସନ୍ତୁ ତାହେଲେ ସେହି ୫ଟି ରାଶି ମାନଙ୍କ ବିଷୟ ରେ।

ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଖରାପ ନଜର ରହିଥାଏ ତେବେ ସେହି ବ୍ୟକ୍ତି ଯେତେ ଚେଷ୍ଟା କଲେ ମଧ୍ୟ ଜୀବନରେ ଖରାପ ହୋଇଥାଏ। ତେବେ ଅନେକ ବର୍ଷ ପରେ ଜଗନ୍ନାଥଙ୍କ ଏହି ରାଶିର ବ୍ୟକ୍ତିଙ୍କ ଉପରେ କୃପା ଦୃଷ୍ଟି ରହିଛି।

ବୃଷ ରାଶି:

ଏହି କିଛି ବଦଳି ଯିବ ।ବହୁତ ସମୟ ଧରି ବନ୍ଦ ରହିଥିବା କାର୍ଯ୍ୟ ଗୁଡିକ ଏବେ ସବୁ ଆରମ୍ଭ ହେଇଯିବ ।ନୂଆ ନୂଆ ଅବସର ମିଳିବ ଯାହା ଆପଣଙ୍କୁ ଉନ୍ନତି ଆଡ଼କୁ ନେଇ ଯିବ,ଏମିତି କିଛି ନନ୍ଧୁ ଆପଣଙ୍କ ଜୀବନରେ ଆସିବେ ଯାହାଙ୍କ ଆପଣ ଠିକ ରାସ୍ତାରେ ଯାଇ ପାରିବେ ।ବ୍ୟବସାୟ ଓ ବାଣିଜ୍ୟ କରୁଥିଲେ ଆଗକୁ ଆସୁଥିବା ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଆଉ ଜୀବନରେରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଏହି ରାଜଯୋଗ ଯୋଗୁଁ ସବୁ ଥିବା ଧନ ଜନିତ ସମସ୍ୟା ସବୁ ଦୂର ହେବ।

ସିଂହରାଶି-:

ଏହି ରାଶିରେ ଧନ ବର୍ଷା ହେବାକୁ ଯାଉଅଛି , ଧନର ଅଭାବ କେବେହେଲେଏହି ରାଶିରେ ଦେଖାଯିବ ନାହିଁ । କାଲିଠାରୁ ଏମାନଙ୍କ ପରିବାରରେ ସୁଖଶାନ୍ତି ଲାଗି ରହିବ , ପ୍ରେମ ଜୀବନରେ ସୁଖ ଲାଗି ରହିବ । ପାଠପଢାରେ ମଧ୍ୟ ଉଚ୍ଚଫଳ ମିଳିବ ,ଏବଂ ଏହି ରାଶିର ବ୍ୟକ୍ତିମାନେ ବ୍ୟାପାର ବାଣିଜ୍ୟ କରୁଥିଲେ ଏମାନଙ୍କୁ ସେଥିରୁ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି ।

ତେଣୁ ଜୁଲାଇ ମାସରେ ଏହି ଚାରୋଟି ବ୍ୟକ୍ତିଙ୍କର ଭାଗ୍ୟରେ ଆସିବ ବଡ଼ ସୁଧାର | ଧନବର୍ଷା ହେବାର ସମ୍ଭାବନା ରହିଥାଏ ସେହି ଚାରୋଟି ରାଶିରେ ରାଶି ଉପରେ, ଗୁପ୍ତ ଧନର ବି ସନ୍ଧାନ ମିଳିବାର ସମ୍ଭାବନା ରହିଛି।

କନ୍ଯା ରାଶି-: ଏହି ରାଶି ମାନଙ୍କୁ ଜଣେଇବାକୁ ଚାହୁଁଛୁ କି ଆଜି ରାତି ରୁ ଆପଣଙ୍କ ସହିତ ବହୁତ ବଡ ଚମତ୍କାର ଘଟଣା ଘଟିବ। ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରୁ ଆପଣଙ୍କ ଜୀବନ ରେ ଧନ ର ଅଭାବ ଦେଖାଦିଏ ନାହିଁ। ଧାର୍ମିକ କାମ ଆଜି ରାତି ଠାରୁ ଆପଣଙ୍କ ଜୀବନ ରେ ଆସିବ। ଆପଣମାନେ ଦୂର ସ୍ଥାନ କୁ ଯାତ୍ରା କରିବେ।

ତୁଳା ରାଶି-:

ଏହି ରାଶିର ବ୍ୟକ୍ତି ମାନଙ୍କ ଠାରେ କୁବେରୁ ମହାରାଜା ଙ୍କର କୃପା ରହିଥିବାରୁ ଏମାନେ ଯୋଉ କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚୟ ପୂରଣ ହେବ, ଆହୁରି ମଧ୍ୟ ଏମାନେ ଯଦି କିଛି ନୂଆ କାର୍ଯ୍ୟରେ ଶୁଭାରମ୍ଭ କରିବା ପାଇଁ ଯାଉଛନ୍ତି ତାହେଲେ ସେମାନଙ୍କୁ ନିଶ୍ଚୟ ସଫଳତା ମିଳିବ |

କୁମ୍ଭ ରାଶି :-

ଏହି ରାଶିର ବ୍ୟକ୍ତିଙ୍କ ଉପରେ ବି ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଲାଗି ରହିବ ।ଏମାନଙ୍କ ଅଭାବ ଦୁର ହେବ ଜୀଵନ ଖୁବ ଖୁସିରେ ବିତିବ ।ବନ୍ଧୁ ମାନଙ୍କ ସହିତ ସାକ୍ଷାତ ହେବ ଓ କର୍ମ କ୍ଷେତ୍ରରେ ଉନ୍ନତି କରିବେ ।ସମାଜରେ ପ୍ରତିଷ୍ଠିତ ଓ ସମ୍ମାନିତ ହେବେ ଆଉ ଆପଣ ଚାକିରୀ ଖୋଜୁ ଥିଲେ ଇଚ୍ଛା ମୁତାବକ ଚାକିରୀ ମିଳିବ, ପ୍ରେମ ସମ୍ପର୍କରେ ସଫଳତା ହାସଲ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।