ଆପଣ ମାନେ ଜାଣିଥିବେ ଏବେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କେତେ ଅଧିକ। ଆଗ ରୁ ଏହା କେବଳ ବୃଦ୍ଧ ମାନ ଙ୍କୁ ହେଉଥିଲା କିନ୍ତୁ ଏବେ କମ୍ ବୟସ ରେ ଦେଖା ଗଲାଣି। ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କୁ ଦୂର କରିବା ପାଇଁ ଆପଣ ବହୁତ ବିଭିନ୍ନ ପ୍ରକାର ମେଡିସିନ ବ୍ୟବହାର କରିଥିବେ।
ବର୍ତ୍ତମାନ ସମୟ ରେ ଅଣ୍ଟା,ବେକ, ହାତ,ଗୋଡ଼, ଆଣ୍ଠୁ ଗଣ୍ଠି ବିନ୍ଧା ସଭିଁ ଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି। ଏଥି ରୁ ମୁକ୍ତି ପାଇବା ପାଇଁ ସମସ୍ତେ ବିଭିନ୍ନ ଔଷଧ ମଧ୍ୟ ବ୍ୟବହାର କରି ଥାଆନ୍ତି। ମାତ୍ର କିଛି ଏ ପରି ଘରୋଇ ଉପଚାର ରହିଛି ଯାହାକୁ ଆପଣା ଇବା ଦ୍ୱାରା ଆମେ ଏହି ଯନ୍ତ୍ରଣା ରୁ ମୁକ୍ତି ପାଇ ପାରିବା। କିନ୍ତୁ ଆପଣ ଆଜି ଆପଣ ଙ୍କୁ ଏକ ଆୟର୍ବେଦିକ ଚିକିତ୍ସା ବିଷୟ ରେ କହିବି ଆପଣ ଙ୍କ ଯନ୍ତ୍ରଣା କୁ ସମ୍ପୂର୍ଣ୍ଣ ଭାବେ ଦୂର କରି ଦେବ। ଏହା କୁ କିପରି ପ୍ରସ୍ତୁତ କରାଯାଏ ଓ ବ୍ୟବହାର କିପରି କରାଯାଏ ଆସନ୍ତୁ ଜାଣିବା।
ଆବଶ୍ୟକ ସାମଗ୍ରୀ:-
ସୋରିଷ ତେଲ,ଡାଲଚିନି,ରସୁଣ
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଗୋଟିଏ ପ୍ୟାନ କୁ ନିଅନ୍ତୁ ଟା ଭିତରେ ଗୋଟିଏ ଛୋଟ ପତ୍ର ବସାନ୍ତୁ କୁ ଗ୍ୟାସ ର ଲୋ ଫ୍ଲେମ ରେ ବସାଇ ଦିଅନ୍ତୁ। ଟିକେ ଗରମ ହୋଇ ଆସିଲା ବେଳ କୁ ତା ମଧ୍ୟରେ ସୋରିଷ ତେଲ ପକାନ୍ତୁ। ସୋରିଷ ତେଲ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ବହୁତ୍ ଲାଭ ଦାୟକ ଅଟେ।
ଏହା ଆଣ୍ଠୁ ଗଣ୍ଠି କୁ ଜଲଦି ଭଲ କରିବା ରେ ସାହାଯ୍ୟ କରେ। ତା ପରେ କିଛି ଡାଲଚିନି କୁ ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଏଥି ସହ ରସୁଣ ଓ ମେଥି ପକାଇ ଫୁଟାନ୍ତୁ। ମନେ ରଖି ଥିବେ ଯେମିତି ପାତ୍ର ପୋଡ଼ି ନ ଯାଏ ଓ ତଳେ ଲଗି ନ ଯାଏ।୧୦-୧୫ ଟି ଫୁଟାନ୍ତୁ। ଫୁଟାଇବା ପରେ ଏକ ପରିଷ୍କାର ପାତ୍ର ରେ ଛାଙ୍କି ଦିଅନ୍ତୁ। ଏହା କୁ କିଛି ସମୟ ଥଣ୍ଡା କରିବା ପାଇଁ ଛାଡି ଦିଅନ୍ତୁ। କିନ୍ତୁ ସମ୍ପୂର୍ଣ୍ଣ ଭାବେ ଥଣ୍ଡା କରିବେନି.. ଉଷୁମ ରଖିଥିବେ।
କିପରି ବ୍ୟବହାର କରିବେ:-
ତେବେ ଆପଣ ମାନଙ୍କ ବହୁତ ଜୋର ରେ ଆଣ୍ଠୁ ଦରଜ କରିଥାଏ ତେବେ କିପରି ଭାବେ ମାଲିସ୍ କରାଯାଏ ଆସନ୍ତୁ ଜାଣନ୍ତୁ । ଏହାକୁ ରାତି ରେ ଶୋଇବା କୁ ଗଲା ବେଳେ ୧୫ ମିନିଟ୍ ପର୍ଯ୍ୟନ୍ତ ମାଲିସ୍ କରନ୍ତୁ। ଏହାକୁ ବାରମ୍ବାର ମାଲିସ୍ କରିବା ଦ୍ବାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି ପାଇ ପାରିବେ।
ଆପଣ ଯେତେ ବି ମେଡ଼ିସିନ୍ ଖାଆନ୍ତୁ ନା କାହିଁକି ଯଦି ଆପଣ ଏହି ରେମିଡି କୁ ଘରେ ପ୍ରସ୍ତୁତ କରିବେ ଓ ଏହାକୁ ବ୍ଯବହାର କରିବେ ଦେଖିବେ ଆପଣ ୧୫ ଦିନ ମଧ୍ୟରେ ରେ ସଂପୂର୍ଣ୍ଣ ଭଲ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।