” ମନ୍ତ୍ରୀ ଝିଅ ବେଶ୍ୟା ” ଟିକି ଅପା ର Best Scene… ମାତ୍ର 2 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଆମେ ଆମ ର ମନୋରଞ୍ଜନ ପାଇଁ ଟିଭି ରେ ଅନେକ ଯାତ୍ରା, ଫିଲ୍ମ କିମ୍ବା ସିରିଏଲ ଆଦି ଦେଖି ଥାଉ। ସେ ସବୁ ରେ ଅନେକ କଳାକାର ମାନେ ଅଭିନୟ କରି ଥାନ୍ତି। ଯେଉଁ ମାନଙ୍କୁ କି ସବୁବଳେ ଦେଖି ସେଥି ମଧ୍ୟରୁ ଆମର କିଛି ପ୍ରିୟ କଳା କାର ହେଇ ଯାଆନ୍ତି।

ତେଣୁ ନିଜର ସେହି ପ୍ରିୟ କଲା କାର ଲାଇଫ ଷ୍ଟାଇଲ ଜାଣିବା ପାଇଁ ଦର୍ଶକ ମାନଙ୍କ ମନରେ ବହୁତ ଆଗ୍ରହ ଲାଗି ରହିଥାଏ। ଯୋଉଥି ପାଇଁ କି ସର୍ବଦା ସେମାନେ ସେମାନଙ୍କ ର ପ୍ରିୟ କଳାକାର ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରି ଥାନ୍ତି।

ତେବେ ଅନ୍ୟ କଳାକାର ଙ୍କ ଅପେକ୍ଷା ଯାତ୍ରା କଳାକାର ମାନଙ୍କ ର ଦୁନିଆ ସମ୍ପୂର୍ଣ ଅଲଗା ଅଟେ । କାରଣ ହେଉଛି କି ସେମନେ ସିଧା ସଳଖ ଭାବରେ ଦର୍ଶକ ମାନଙ୍କ ଆଗରେ ନିଜର ଅଭିନୟ ର ଯାଦୁ ଦେଖାଇ ଥାନ୍ତି। ସେହି ପରି ଅନେକ ଦର୍ଶକ ମଧ୍ୟ ଅଛନ୍ତି ଯେଉଁ ମାନେ କି ଯାତ୍ରା ଦେଖିବା ପାଇଁ ପାଗଳ ହୋଇଯାନ୍ତି।

ଯାତ୍ରା ଦେଖି ମଧ୍ୟ ସେମାନେ ଭାବ ବିହ୍ଵଳ ହେଇଯାଇ ଥାନ୍ତି। ତେବେ ଆଜି ଆମେ ଏଭଳି ଜଣେ ଯାତ୍ରା କଳାକାର ଙ୍କ ବିଷୟରେ କହିବୁ ଯିଏ କି ଓଡିଶା ର ଘରେ ଘରେ ପରିଚିତ। ସମସ୍ତଙ୍କ ହୃଦୟ ରେ ରାଜ କରନ୍ତି । ଆସନ୍ତୁ ଜାଣିବା ସେହି କଳାକାର ଙ୍କ ବିଷୟରେ।


ତେବେ ଯାତ୍ରା ଜଗତ ର କୁଇନ ଭାବରେ ବିଖ୍ୟାତ ଟିକି ଅପା ଙ୍କୁ କିଏ ନ ଜାଣେ। ସେ ନିଜର ଅଭିନୟ ଯାଦୁ ରେ ଓଡିଶା ର ଘରେ ଘରେ ନିଜର ପରିଚୟ ବନାଇ ପାରି ଛନ୍ତି। ସେ ଯାତ୍ରା ମଞ୍ଚ ଉପରେ ଖୁବ ସୁନ୍ଦର ଭାବରେ ନିଜର ଅଭିନୟ ର ପ୍ରତିଭା ଦେଖାଇ ଥାନ୍ତି। ତେବେ ତାଙ୍କର ଅଭିନୟ ଯେତେ ସୁନ୍ଦର ତାଙ୍କର ଲାଇଫ ଷ୍ଟାଇଲ ମଧ୍ୟ ସେତେ ସୁନ୍ଦର। ସେ ଜଣେ ବହୁତ ଭଲ ମଣିଷ। ସେଥି ପାଇଁ ତାଙ୍କର ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ପାଗଳ ହୋଇ ଯାଆନ୍ତି।

ତେବେ ବାର୍ତାମାନ ସମୟରେ ତାଙ୍କର ଅଭିନୟ ର ଯଲବା ପୁଣି ଥରେ ଦେଖିବାକୁ ମିଳିଛି। ଯାହା କୁ ଦେଖିଲେ ଆପଣ ମଧ୍ୟ ମୁଗ୍ଧ ହୋଇ ଯିବେ। ଏଥିରେ ସମସ୍ତ ଙ୍କ ର ପ୍ରିୟ ଟିକି ଅପା ଏକ ସମ୍ବେଦନଶୀଳ ବିଷୟ ବସ୍ତୁ ଉପରେ ବହୁତ ସୁନ୍ଦର ଭାବରେ ଅଭିନୟ କରି ଛନ୍ତି।

ଯାହା ସମସ୍ତ ଙ୍କ ମନ କୁ ଜିଣି ପାରିଛି। ତେବେ ନିଜର ଚରିତ୍ର ଅନୁସାରେ ସେ ଜଣେ ବେଶ୍ୟା ର ଅଭିନୟ କରିଛନ୍ତି। ନିଜର ଜଣେ ଗ୍ରାହକ ପାଖକୁ ନିଜର ପାଉଣା ନେବାକୁ ଆସିବା ବେଳେ ତାଙ୍କର ତାଙ୍କ ମାଙ୍କ ସହ ଦେଖା ହୋଇ ଯାଇଛି ଓ ସେଠାରେ ସେ ନିଜର ମାଙ୍କ ସହ କିପରି ଭାବରେ ବିଷୟ ବଦଳାଇ କଥା ହେଉଛନ୍ତି ସେହି ସବୁ ର ଅଭିନୟ ପ୍ରକୃତ ରେ ଦେଖିବା ଯୋଗ୍ୟ।।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।